ଫୁଟବଲ୍ ଖେଳିଲେ ଧୋନୀ
ମୁମ୍ବାଇ,୩୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସେନାରେ ଟ୍ରେନିଂ ନେବା ପୂର୍ବରୁ ବଲିଉଡ ଅଭିନେତାଙ୍କ ସହ ଫୁଟବଲ ଖେଳିଛନ୍ତି। ଏକ ଦାତବ୍ୟ ଅନୁଷ୍ଠାନକୁ ପାଣ୍ଠି ଯୋଗାଡ ପାଇଁ ଆୟୋଜିତ ଏକ ଫୁଟବଲ ମ୍ୟାଚ୍ରେ ଭାଗ ନେଇଥିଲେ ଧୋନୀ। ଅର୍ଜୁନ କପୁର…
ସଫଳତାର ରହସ୍ୟ ବଖାଣିଲେ ‘ସୁନା’ ଝିଅ ହିମା
ଗୁଆହାଟୀ, ୩୦।୭: ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ୧୮ ଦିନ ମଧ୍ୟରେ ୫ଟି ସ୍ବର୍ଣ୍ଣ ପଦକ ଜିତି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଚହଳ ପକାଇଛନ୍ତି। ନିକଟରେ ଟୁଇଟ ଯୋଗେ ସେ ନିଜ ସଫଳତାର ରହସ୍ୟ ଉନ୍ମୋଚନ କରିଛନ୍ତି।…
ଭାରତରେ ବିବାହ କରିବେ ଏହି ପାକିସ୍ତାନ କ୍ରିକେଟର
ଇସଲମାବାଦ, ୩୦।୭: ଭାରତୀୟ ଟେନିସ ଷ୍ଟାର୍ ସାନିଆ ମିର୍ଜାଙ୍କ ପରେ ଆର ଜଣେ ଭାରତୀୟ ଯୁବତୀ ପାକିସ୍ତାନ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି। ହରିୟାଣାର ନୁଁହ ବାସିନ୍ଦା ଶାମିଆ ଆରଜୁ ପାକିସ୍ତାନ ବୋଲର ହସନ ଅଲ୍ଲୀଙ୍କ ସହ ବିବିାହ ବନ୍ଧନରେ ଆବଦ୍ଧ…
ଭାରତୀୟ ଦଳର ବ୍ୟାଟିଂ କୋଚ୍ ଦୌଡ଼ରେ ପ୍ରବୀଣ ଆମ୍ରେ
ମୁମ୍ବାଇ, ୩୦।୭ (ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ବର୍ତ୍ତମାନ ଆଇପିଏଲ୍ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରତିଭା ସମ୍ପନ୍ନ ଖେଳାଳି ଖୋଜିବା ଦାୟିତ୍ୱରେ ଥିବା ପ୍ରବୀଣ ଆମ୍ରେ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍ ପାଇଁ ମନ ବଳାଇଛନ୍ତି। ୧୯୯୧ରେ…
ପାଟନା ପାଇରେଟ୍ସର ରୋମାଞ୍ଚକ ବିଜୟ
ମୁମ୍ବାଇ, ୩୦।୭ (ପି.ଟି.)- ପ୍ରୋ-କବାଡ଼ି ଲିଗ୍ ୭ମ ସଂସ୍କରଣର ଏକ ରୋମାଞ୍ଚକ ମ୍ୟାଚରେ ପାଟନା ପାଇରେଟ୍ସ ୨୪-୨୩ରେ ତାମିଲ ଥଲାଇଭାସକୁ ପରାସ୍ତ କରିଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ପ୍ରୋ-କବାଡ଼ି ଲିଗ୍ର ଦୁଇ ସଫଳ ରେଡର ‘ଦି ଶୋ ମ୍ୟାନ’ ରାହୁଲ…
ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ
ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ ସେଠୀ ମେମୋରିଆଲ ମାଷ୍ଟର୍ସ ମିଟ୍ ଶୁଟିଂର ୧୦ ମିଟର ଏୟାର ରାଇଫଲ ମହିଳା ବ୍ୟକ୍ତିଗତ…
ଉମେଶ ମେମୋରିଆଲ୍ ଚେସ୍:ରାଜେନ୍ଦ୍ର ଚାମ୍ପିୟନ, ରାଜେଶ ରନର୍ସଅପ୍
ଭୁବନେଶ୍ୱର, ୩୦।୭ (କ୍ରୀଡ଼ା ପ୍ରତିନିଧି)- ଚେସ୍ ଆସୋସିଏଶନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଉମେଶ ଚନ୍ଦ୍ର ମିଶ୍ର ମେମୋରିଆଲ୍ ଚେସ୍ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଛି। ଏଥିରେ ରାଜେନ୍ଦ୍ର କୁମାର ସାହୁ ୭ ପଏଣ୍ଟ ସହ ଚାମ୍ପିୟନ ହୋଇଥିବାବେଳେ ରାଜେଶ ନାୟକ ଓ…
ଜାତୀୟ ହୁଇଲଚେୟାର ଫେନ୍ସିଂ:୬ ସ୍ବର୍ଣ୍ଣ ସହ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ
ଭୁବନେଶ୍ୱର,୩୦ା୭ (କ୍ରୀଡ଼ା ପ୍ରତିନିଧି)- ଚେନ୍ନାଇର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୧୨ତମ ଜାତୀୟ ହୁଇଲ ଚେୟାର ଫେନ୍ସିଂ ଚାମ୍ପିୟନଶିପରେ ଓଡ଼ିଶା ୬ ସ୍ବର୍ଣ୍ଣ ଓ ୨ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ହାସଲ ସହ ଶ୍ରେଷ୍ଠ ପ୍ରଦର୍ଶନ କରିଛି।…
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି
ମୁମ୍ବାଇ,୩୦।୭(ପି.ଟି.)- ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସୋମବାର ପ୍ରକାଶ କରିଛନ୍ତି। ଡବଲ୍ୟୁଟିସିର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ,…
ପାକିସ୍ତାନରେ ଖେଳାଯିବା ପିଏସ୍ଏଲ-୫
ନୂଆଦିଲ୍ଲି,୨୯।୭(ପିଟି)- ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ)ର ୫ମ ସଂସ୍କରଣ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନରେ ଖେଳାଯିବ ବୋଲି ପିସିବି ସୂତ୍ରରୁ ଜଣାପଡ଼ିଛି। ଏହି ଲିଗ୍ ଆସନ୍ତା ବର୍ଷ ଫେବୃୟାରୀ ୨୦ରୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ କାର୍ଯ୍ୟକ୍ରମ ରହିଛି। ସିଜନର…
ଭାରତୀୟ ଜୁନିୟର ହକି ଦଳର କୋଚ୍ ଦୌଡ଼ରେ ହରେନ୍ଦ୍ର
ନୂଆଦିଲ୍ଲୀ,୨୯।୭- ହକି ଇଣ୍ଡିଆ (ଏଚ୍ଆଇ) ଭାରତୀୟ ଜୁନିୟର ହକି ଦଳର କୋଚ୍ ପଦ ଲାଗି ଆବେଦନ ତାରିଖ ଘୁଞ୍ଚାଇବା ପରେ ହରେନ୍ଦ୍ର ସିଂ ଦୌଡ଼ରେ ସାମିଲ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ଜୁନିୟର ଦଳ ୨୦୧୬ ବିଶ୍ୱକପ୍ ଜିତିଥିଲା। ଗତ ଡିସେମ୍ବରରେ…
ବିଶ୍ୱ ଚାମ୍ପିୟନଶିପ ସନ୍ତରଣକାରୀ ଗିରଫ
ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ),୨୯।୭(ଏଏଫ୍ପି)- ହଙ୍ଗେରି ସନ୍ତରଣକାରୀ ତାମସ କେଣ୍ଡରସି ବିଶ୍ୱ ଚାମ୍ପିୟନଶିପ ବେଳେ ଏକ ନାଇଟ୍ କ୍ଲବ ଡ୍ୟାନ୍ସରଙ୍କୁ ଛୁଇଁବା କାରଣରୁ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା ଦାଏର ହୋଇଛି। ୨୨ ବର୍ଷୀୟ ଅଲିମ୍ପିକ୍ ବ୍ରୋଞ୍ଜ ପଦକ…
Archives


