୩୪ ବର୍ଷୀୟ ଏହି କ୍ରିକେଟର କହିଲେ, ଆଗାମୀ ୧୦ ବର୍ଷ ଭିତରେ ଅବସର ନେବାର ନାହିଁ
କ୍ରିକେଟର ମନୋଜ ତିଓ୍ବାରୀ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ୩୪ ବର୍ଷୀୟ ମନୋଜ କହିଛନ୍ତି ମୁଁ ନିକଟ ଭବିଷ୍ୟତରେ ଅବସର ନେବାକୁ ଚାହୁଁନାହିଁ। ମୋତେ ଏବେ ମାତ୍ର ୩୪ ବର୍ଷ। ଆଗାମୀ ୧୦…
ସଚିନ୍ଙ୍କୁ ନିଜର ଆଦର୍ଶ ମାନନ୍ତି ଏହି ପାକିସ୍ତାନ ଖେଳାଳି: ପ୍ରଥମ ଟେଷ୍ଟ୍ ଏବଂ ଏକଦିବସୀୟ ମ୍ୟାଚ୍ରେ କରିଛନ୍ତି ଶତକ
ଇସଲାମାବାଦ୍,୧୭।୧୨: ପାକିସ୍ତାନ କ୍ରିକେଟ୍ ଦଳକୁ ଜଣେ ନୂଆ ଖେଳାଳି ମିଳିଛନ୍ତି। ସେ ହେଉଛନ୍ତି ଆବିଦ୍ ଅଲ୍ଲୀ। ନିଜ କ୍ୟାରିଅରର ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ। ଏବେ ସେ ଶ୍ରୀଲଙ୍କା ବିରୋଧରେ ନିଜର ପ୍ରଥମ ଟେଷ୍ଟ…
ଋଷଭ ପନ୍ତଙ୍କ ସଫଳ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ୍ କହିଲେ ଏମିତି…
ଚେନ୍ନାଇ, ୧୭।୧୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟ ଚାଲିଥିବା ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଯଦିଓ ଭାରତ ଭ୍ରମଣକାରୀ ଦଳଠାରୁ ପରାସ୍ତ ହୋଇଥିଲା, କିନ୍ତୁ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ବ୍ୟାଟିଂ ଚର୍ଚ୍ଚାରେ ଥିଲା। ଗତ କିଛି ମ୍ୟାଚ୍ରେ ଖରାପ ଫର୍ମ…
ପେଟ୍ରୋଲ ପମ୍ପରେ ବସି ଝଗଡା କଲେ ଧୋନୀ-ସାକ୍ଷୀ, ଫ୍ୟାନ୍ କଲେ ପ୍ରଶଂସା
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍ ପରେ କିଛି କ୍ରିକେଟରୁ ଦୂରେଇ ରହିଛି। ଏହି ସମୟରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ମାହି। ନିକଟରେ ସେ ଏକ ପ୍ରେଟୋଲ ପମ୍ପ ପାଖରେ ବସିଥିବାର ଭିଡିଓ…
ଭାରତର ଏହି ଖେଲାଳିଙ୍କୁ କ୍ରିକେଟର ଖ୍ରୀଷ୍ଟିଆନୋ ରୋନାଲଡୋ କହିଲେ ବ୍ରାଏନ ଲାରା
ଖୋର୍ଦ୍ଧା ଅଫିସ୍,୧୬।୧୨: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ ଲାରା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଫୁଟବଲ କିମ୍ବଦନ୍ତୀ ଖ୍ରୀଷ୍ଟିଆନୋ ରୋନାଲଡୋଙ୍କ ସହ ତୁଳନା କରିଛନ୍ତି। କୋହଲିଙ୍କ ଖେଳ ପ୍ରତି ଥିବା ସମର୍ପଣ ଭାବକୁ ସେ ପ୍ରଶଂସା କରିଛନ୍ତି। ବିରାଟଙ୍କ…
ସର୍ବଭାରତୀୟ ପୋଲିସ ହକି ଉଦ୍ଘାଟିତ
ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): କଲିଙ୍ଗ ଷ୍ଟାଡିୟମ୍ରେ ସୋମବାରଠାରୁ ଆରମ୍ଭ ହୋଇଛି ୬୮ ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା। ପୋଲିସ ଡିଜି ଅଭୟ ସପ୍ତମ ବାଟାଲିୟନରେ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରଥମ ଦିନରେ ୪ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ସଶସ୍ତ୍ର ସୀମାବଳ…
ସିଡ଼ିଏ ଡିଏଭି ଚାମ୍ପିୟନ
କଟକ ଅଫିସ,୧୭ା୧୨- କିସ୍କୁ ୬ ଉଇକେଟରେ ପରାସ୍ତ କରି ସିଡିଏ ଡିଏଭି ସ୍କୁଲ ୧୪ତମ ପିଭିଆର ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଜିତିଛି। ୟୁନିୟନ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ବୋଷ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲ ସୋମବାର…
ବାରବାଟୀ ଦିନିକିଆ: ୫ ହଜାର ଟିକେଟ୍ କିଣିଲେ ଅନୁବନ୍ଧିତ ସଂଘ
କଟକ ଅଫିସ,୧୭ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ସୋମବାରଠାରୁ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡ଼ିକୁ ଟିକେଟ୍ ବିକ୍ରି କରାଯାଇଛି। ଦୁଇ ଦିନ ଧରି ହେବାକୁ ଥିବା ଏହି ପ୍ରକ୍ରିୟାର ପ୍ରଥମ ଦିନରେ ପ୍ରାୟ ୫ହଜାର ଟିକେଟ୍ ବିକ୍ରି…
ଭାରତ-ଓ୍ବେଷ୍ଟଇଣ୍ଡିଜ ସ୍ପିନରଙ୍କ ଅଲୋଡ଼ା ରେକର୍ଡ
ଚେନ୍ନାଇ, ୧୭।୧୨- ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମର ପିଚ୍ ସାଧରଣତଃ ସ୍ପିନ ଅନୁକୂଳ। ତିନିଥର ଆଇପିଏଲ୍ ଚାମ୍ପିୟନ ଚେନ୍ନାଇ ସୁପର୍ କିଙ୍ଗ୍ସ ସେଥିପାଇଁ ଘରୋଇ ମ୍ୟାଚ୍ରେ ସଫଳତା ପାଇବା ଲାଗି ଏହାର ଦଳରେ ସ୍ପିନରଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ। କିନ୍ତୁ ରବିବାର…
ଇଷ୍ଟ୍ ଇଣ୍ଡିଆ ସ୍ନୁକର: ସୁବ୍ରତ ଚାମ୍ପିୟନ
ଭୁବନେଶ୍ୱର,୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା କ୍ୟୁସ୍ପୋଟର୍ସ ସ୍ପେଶାଲିଷ୍ଟ ତଥା ବର୍ତ୍ତମାନର ରାଜ୍ୟ ଚାମ୍ପିୟନ ସୁବ୍ରତ ଦାସ ୨୫ ଦିନ ମଧ୍ୟରେ ୩ଟି ଟାଇଟଲ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ପାଟଣାରେ ଅନୁଷ୍ଠିତ ଇଷ୍ଟ ଇଣ୍ଡିଆ ଓପନ ସ୍ନୁକର ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି…
ଟେନିସ ବେଟିଂ: ଟପ୍ ୩୦ ମଧ୍ୟରୁ ଜଣେ ଖେଳାଳି ସମ୍ପୃକ୍ତ
ବର୍ଲିନ, ୧୬।୧୨ (ଏଏଫ୍ପି)- ଏଟିପି ମାନ୍ୟତାର ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇଥିବା ଜଣେ ଖେଳାଳିଙ୍କ ସମେତ ମୋଟ ୧୩୫ ଜଣ ଟେନିସ ଖେଳାଳି ଅନ୍ତର୍ଜାତୀୟ ବେଟିଂ ସ୍କାଣ୍ଡାଲରେ ଜଡ଼ିତ ରହିଛନ୍ତି ବୋଲି ଜର୍ମାନ ମିଡିଆ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।…
ଭାରତରେ ବିପକ୍ଷରେ ଟେଷ୍ଟ ନ ଖେଳିବା ଦୁର୍ଭାଗ୍ୟଜନକ: ୟାସିର ଶାହ
କରାଚୀ, ୧୬ା୧୨ (ପି.ଟି.)-ଭାରତ ବିପକ୍ଷରେ ବିଶେଷ କରି ଏକ ଦିବାରାତ୍ର ଟେଷ୍ଟ ନ ଖେଳିବା ମୋ ପାଇଁ ଦୁର୍ଭାଗ୍ୟଜନକ ବୋଲି ପାକିସ୍ତାନ ଲେଗ୍ ସ୍ପିନର ୟାସିର ଶାହ କହିଛନ୍ତି। ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ବିପକ୍ଷରେ ସେ ତାଙ୍କ…

