ପୁଣି ଭାରତ-ପାକିସ୍ତାନ ମ୍ୟାଚ
ଲାଉସାନେ(ସୁଇଜରଲାଣ୍ଡ),୨୮ା୬: ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରାଯାଇଛି। ଏଥିପାଇଁ ସ୍ଥାନୀୟ ଏଫ୍ଆଇଏଚ୍ ମୁଖ୍ୟ କାର୍ଯ୍ୟାଳୟରେ ଡ୍ର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଗ୍ରୁପ୍ ‘ବି’ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ…
ଟିମ୍ ଇଣ୍ଡିଆର ଲାଗି ଶୁଭ ସଙ୍କେତ: ନେଟ୍ସକୁ ଫେରିଲେ ବୁମରା
ବର୍ମିଂହାମ,୨୮ା୬: ଷ୍ଟାର ପେସର ଯଶପ୍ରୀତ ବୁମରା ଶନିବାର ଭାରତୀୟ ଦଳର ଟ୍ରେନିଂକୁ ଫେରିଛନ୍ତି। ଏଜ୍ବାଷ୍ଟନରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଲାଗି ଟିମ ଇଣ୍ଡିଆର ପ୍ରସ୍ତୁତିର ପ୍ରଥମ ଦିନରେ ବୁମରାଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟି ଥିଲା। କିନ୍ତୁ…
ବଦଳିବେ ଟିମ ଇଣ୍ଡିଆର କ୍ୟାପଟେନ? ହେଲେ କେବେ ଜାଣନ୍ତୁ…
ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଟିମ୍ ବର୍ତ୍ତମାନ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜ ଖେଳୁଛି, ଯାହାର ଅଧିନାୟକତ୍ୱ ଶୁବମନ ଗିଲଙ୍କ ହାତରେ ଅଛି। ଏହି ଗସ୍ତ ପରେ, ଟିମ ଇଣ୍ଡିଆ ଧଳା ବଲ କ୍ରିକେଟ ଖେଳିବ, ଯାହା ପାଇଁ ଦଳରେ ଏକ ବଡ଼…
ଭାରତର ୨୦୩୬ ଅଲିମ୍ପିକ୍ସ ଆଶା ସ୍ଥଗିତ: ନୂତନ ଆଇଓସି ଅଧ୍ୟକ୍ଷ ନିଲାମ ପ୍ରକ୍ରିୟାକୁ ବନ୍ଦ କଲେ
ନୂଆଦିଲ୍ଲୀ, ୨୭ା୬: ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାର ସ୍ୱପ୍ନକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ନୂତନ ଅଧ୍ୟକ୍ଷ କିର୍ଷ୍ଟି କୋଭେଣ୍ଟ୍ରି ଅଲିମ୍ପିକ୍ସ ଆୟୋଜକ ସହର ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ଏବଂ ଏହାର ସମୀକ୍ଷା…
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତକୁ ‘ଜସପ୍ରିତ ବୁମରା ଝଟକା’, ଏହି ବୋଲରଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ, ୨୭ା୬: ଇଂଲଣ୍ଡ ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଭାରତର ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରା ଏଡଜବାଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ…
ଫସିଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା, Rajasthan Royalsର ମାଲିକ ଆଣିଲେ ସଙ୍ଗିନ ଅଭିଯୋଗ
ନୂଆଦିଲ୍ଲୀ,୨୬।୬: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଦଳ ରାଜସ୍ଥାନ ରୟାଲ୍ସ (ଆରଆର୍)ର ପୂର୍ବତନ ସହ-ମାଲିକ ରାଜ କୁନ୍ଦ୍ରା ସମସ୍ୟାରେ ପଡ଼ିଛନ୍ତି। ରାଜସ୍ଥାନ ରୟାଲ୍ସର ବର୍ତ୍ତମାନର ମାଲିକ ମନୋଜ ବଡାଲେ ତାଙ୍କ ଉପରେ ‘ବ୍ଲାକମେଲିଂ’…
ପୃଥ୍ୱୀ ଶ’ଙ୍କୁ ସଚିନ ତେନ୍ଦୁଲକରଙ୍କ ପରାମର୍ଶ: ଭାରତୀୟ ଦଳକୁ ଫେରିବାକୁ ଦେଲେ ଗୁରୁମନ୍ତ୍ର
ମୁମ୍ବାଇ,୨୬।୬: ଭାରତୀୟ କ୍ରିକେଟରେ ପ୍ରତିଭାବାନ ଓପନର ପୃଥ୍ୱୀ ଶ’ଙ୍କ କ୍ୟାରିଅର ବିଗତ କିଛି ବର୍ଷରେ ନାଟକୀୟ ଭାବେ ହ୍ରାସ ପାଇଛି। ୨୦୨୪-୨୫ ସିଜନରେ ତାଙ୍କୁ ମୁମ୍ବାଇର ଘରୋଇ ଦଳରୁ ବାଦ ଦିଆଯାଇଥିଲା ଏବଂ ଆଇପିଏଲ ୨୦୨୫ର ମେଗା ନିଲାମରେ ମଧ୍ୟ ସେ…
ସଫଳ ହେଲା ସୂର୍ଯ୍ୟକୁମାରଙ୍କ ଅସ୍ତ୍ରୋପଚାର
ନୂଆଦିଲ୍ଲୀ,୨୬ା୬: ଭାରତର ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କର ସ୍ପୋଟର୍ସ ହାର୍ନିଆ ଅସ୍ତ୍ରୋପଚାର ସଫଳ ହୋଇଛି। ଜର୍ମାନୀର ମ୍ୟୁନିକ୍ଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଏ ନେଇ ୩୪ ବର୍ଷୀୟ ବିସ୍ଫୋରକ ବ୍ୟାଟର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ଶେଷ…
ଚାରି ବର୍ଷ ପରେ ଇଂଲଣ୍ଡ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଏକ୍ସପ୍ରେସ ବୋଲର ଜୋଫ୍ରା ଆର୍ଚର
ନୂଆଦିଲ୍ଲୀ,୨୫ା୬: ଇଂଲଣ୍ଡ ଭାରତ ବିପକ୍ଷରେ ଜୁଲାଇ ୨ରୁ ବାର୍ମିଂହାମରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏକ୍ସପ୍ରେସ ବୋଲର ଜୋଫ୍ରା ଆର୍ଚର ଚାରି ବର୍ଷ ପରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲିଡସରେ…
ଟିମ୍ ଇଣ୍ଡିଆକୁ ମିଳିଲା ଆଉ ଜଣେ ‘ବୈଭବ ସୂର୍ଯ୍ୟବଂଶୀ’; ବାପା ଟ୍ରକ୍ ଡ୍ରାଇଭର, ଦ୍ୱିଶତକ ପରେ ଶତକ ମାରି…
ନୂଆଦିଲ୍ଲୀ,୨୬।୬: ବୈଭବ ସୂର୍ଯ୍ୟବଂଶୀ IPLରେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷକରି ୩୫ ବଲ୍ରେ ଶତକ ମାରି ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଇଂଲଣ୍ଡରେ ମଧ୍ୟ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି। ଭାରତର ୧୯ ବର୍ଷରୁ…
‘କୌଣସି ବଡ଼ କ୍ରିକେଟର ମୋତେ ଫୋନ କରି ନାହାନ୍ତି’, ଜାଣନ୍ତୁ ଭାରତୀୟ ଦଳକୁ ଫେରିବା ପାଇଁ କେତେ ପରିଶ୍ରମ କରୁଛନ୍ତି ପୃଥ୍ୱୀ ଶ’
ମୁମ୍ବାଇ, ୨୫ା୬: ଭାରତୀୟ କ୍ରିକେଟରେ ଏକଦା ବଡ଼ ସମ୍ଭାବନା ଭାବେ ପରିଗଣିତ ହେଉଥିବା ପୃଥ୍ୱୀ ଶ’, ଗତ ଦୁଇ ବର୍ଷରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ୨୫ ବର୍ଷିୟ ଏହି ବ୍ୟାଟର, ଯିଏ ଭାରତ ପାଇଁ ୫ଟି ଟେଷ୍ଟ ଓ ୬ଟି ଦିନିକିଆ…
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଏହି ବୋଲରଙ୍କୁ ବିଦା କଲା ଭାରତ
ଲିଡ୍ସ, ୨୫ା୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ପାଞ୍ଚ ଓ୍ୱିକେଟରେ ଲଜ୍ଜାଜନକ ପରାଜୟ ପରେ, ଯୁବ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଭାରତୀୟ ଦଳରୁ ମୁକ୍ତ କରାଯାଇଛି। ଲିଡ୍ସରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ପାଇଁ ରାଣାଙ୍କୁ ଦଳରେ ଅତିରିକ୍ତ…
Archives


