ଖେଳ

କୁଲଦୀପ ଯାଦବ ରଚିଲେ ଇତିହାସ! ୫ ୱିକେଟ ହାସଲ କରି ଭାଙ୍ଗିଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍ ଦଳର ବାମହାତି ସ୍ପିନର କୁଲଦୀପ ଯାଦବ ରବିବାର ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଅସାଧାରଣ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ୱେଷ୍ଟଇଣ୍ଡିଜକୁ ୨୪୮ ରନରେ ଅଲ୍-ଆଉଟ୍ କରି ଭାରତ ୨୭୦ ରନର ବିଶାଳ ଲିଡ୍ ସହ ଫଲୋ-ଅନ୍…

ଟି୨୦ରେ ଇତିହାସ ରଚିଲା ନାମ୍ବିଆ

ୱିଣ୍ଡହୋକ,୧୧।୧୦- ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ନାମ୍ବିଆ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଇତିହାସ ରଚିଛି। ଟେଷ୍ଟ ପ୍ଲେଇଂ ଦେଶ ବିପକ୍ଷରେ ଏହା ନାମ୍ବିଆର ଚତୁର୍ଥ ବିଜୟ। ଏଥିପୂର୍ବରୁ ଆୟର୍ଲାଣ୍ଡ, ଜିମ୍ବାଓ୍ବେ ଓ ଶ୍ରୀଲଙ୍କା ଭଳି ଟେଷ୍ଟ ପ୍ଲେଇଂ ଦେଶକୁ…

ବ୍ୟାଟିଂ କରିବାକୁ ସୁଯୋଗ ଦେଲେନି ଗିଲ, ଏମିତି ରାଗ ଶୁଝେଇଦେଲେ ଜାଡେଜା

ନୂଆଦିଲ୍ଲୀ,୧୦।୧୧: ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ଫର୍ମରେ ରହିଛି। ମାତ୍ର ଦେଢ଼ ଦିନ ଭିତରେ ଭାରତ ୫୧୮ ରନରେ ପ୍ରଥମ ଇନିଂସ ଘୋଷଣା କରିଛି। ଯଶସ୍ବୀ ଜୈସୱାଲ ଓ ଅଧିନାୟକ ଶୁଭମନ…

ଭାରତ ୫୧୮/୫, ଓ୍ବେଷ୍ଟଇଣ୍ଡିଜ୍‌ ୧୪୦/୪

ନୂଆଦିଲ୍ଲୀ, ୧୧।୧୦- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଶନିବାର ତା’ର ପ୍ରଥମ ଇନିଂସରେ ୫ ଉଇକେଟରେ ୫୧୮ ରନ କରି ପାଳି ଘୋଷଣା କରିଛି। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ପ୍ରଥମ ଇନିଂସରେ ଦ୍ୱିତୀୟ ଦିନ…

‘I LOVE YOU’, ଶୁବମନଙ୍କୁ ହୃଦୟ ଦେଲେ ଏହି ସୁନ୍ଦରୀ ତରୁଣୀ, ଭରା ଷ୍ଟାଡିୟମରେ କଲେ ପ୍ରପୋଜ!

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବା ସହିତ, ଶୁବମନ ଗିଲ ମଧ୍ୟ ଯୁବତୀମାନଙ୍କ ଦିଲ କି ଧଡକନ ଯାଇଛନ୍ତି। ସେ ଯେଉଁଠାକୁ ଯାଆନ୍ତି, ସୁନ୍ଦରୀ ଯୁବତୀମାନେ ତାଙ୍କ ପାଇଁ ପାଗଳ ହୋଇଯାଆନ୍ତି। ଭାରତ ବନାମ ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ ସମୟରେ…

ଭାରତର ଟ୍ରଫି ଛଡାଇନେବା ନକଭିଙ୍କ ପାଇଁ ପଡିପାରେ ମହଙ୍ଗା, ପଦ ହରାଇବେ ମୋହସିନ!

ଇସଲାମାବାଦ,୧୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ମୋହସିନ ନକଭିଙ୍କ ପଦବୀ ବିପଦରେ ଅଛି। ଭାରତକୁ ୨୦୨୫ ଏସିଆ କପ ଟ୍ରଫି ପ୍ରଦାନ କରିବାକୁ ମନା କରିବାରୁ ସେ ଆସନ୍ତା ମାସରେ ତାଙ୍କ ପଦବୀ ହରାଇ ପାରନ୍ତି।…

ଚମତ୍କାର ଶତକ ହାସଲ କଲେ ଗିଲ୍‌: ରୋହିତଙ୍କୁ ପଛରେ ପକାଇଦେଲେ

ନୂଆଦିଲ୍ଲୀ,୧୧।୧୦: ଟିମ ଇଣ୍ଡିଆର ଯୁବ ଅଧିନାୟକ ଶୁବମନ ଗିଲ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ସେ ତାଙ୍କର ଦଶମ ଟେଷ୍ଟ ଶତକ ହାସଲ କରିଥିଲେ। ଏହି ଶତକ…

IPL ମେଗା ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ କରିବ ବଡ଼ ପରିବର୍ତ୍ତନ: ଏହି ଷ୍ଟାର କ୍ରିକେଟରଙ୍କୁ ଦେବ ବାଦ୍‌!

ନୂଆଦିଲ୍ଲୀ,୧୧।୧୦: IPL ୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ଏବଂ ଦଳଗୁଡ଼ିକ ସେମାନଙ୍କ ଦଳରେ ପରିବର୍ତ୍ତନ ପାଇଁ ଆଲୋଚନାକୁ ତୀବ୍ର କରିଛନ୍ତି। ରାଜସ୍ଥାନ ରୟାଲ୍ସ ମଧ୍ୟ ପ୍ରମୁଖ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି। ଗତ ସିଜନରେ ଦଳର ପ୍ରଦର୍ଶନ ଆଶାଠାରୁ କମ…

ବଡ଼ ରେକର୍ଡ କଲେ ଶୁବମନ ଗିଲ: ହେଲେ ନମ୍ବର-୧

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ ନିକଟରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ଗସ୍ତ ପରେ ତାଙ୍କୁ ପୁଣି ଟେଷ୍ଟ ଦଳରେ ନିଯୁକ୍ତି ଦିଆଯାଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଫର୍ମ ଜାରି ରହିଛି। ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର…

ନିଜ ହାତରେ ନିଜେ କୁରାଢୀ ମାରିଲେ ଯଶସ୍ବୀ ଜୟସ୍ବାଲ: କରିଦେଲେ ବଡ଼ ଭୁଲ୍‌

ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଯୁବ ଭାରତୀୟ ଓପନର୍‌ ଯଶସ୍ବୀ ଜୟସ୍ବାଲ ଏକ ଚମତ୍କାର ଇନିଂସ ଖେଳିଥିଲେ। କିନ୍ତୁ ତାଙ୍କର ତୃତୀୟ ଦ୍ୱିଶତକ ହାସଲ କରିପାରି ନ ଥିଲେ। ସେ ଏକ ଚମତ୍କାର…

ପୁଣି ଘାରିଲା ପ୍ରେମ ଜ୍ୱର, ଫଟୋ ଶେୟାର କରି ସମ୍ପର୍କକୁ କନଫର୍ମ କଲେ ହାର୍ଦ୍ଦିକ! ସୋସିଆଲ ମିଡିଆରେ ଲେଖିଲେ…

ମୁମ୍ବାଇ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ନୂତନ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ତାଙ୍କୁ ବାରମ୍ବାର ମଡେଲ ଏବଂ ଅଭିନେତ୍ରୀ ମାହିକା ଶର୍ମା ସହିତ ଯୋଡାଯାଇଛି। ଏବେ, ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ମାହିକାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବରେ…

ଆସିଲା ବଡ଼ ଖବର: ରୋହିତଙ୍କୁ ମିଳିଲା ଅଧିନାୟକ ପଦ, ଦଳରୁ ବିଦା ହେଲେ କୋହଲି

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ହିଟମ୍ୟାନ ରୋହିତ ଶର୍ମା, ପୁଣି ଥରେ ଶିରୋନାମାରେ। ଜିମ୍ବାୱେର ଷ୍ଟାର ଅଲରାଉଣ୍ଡର ସିକନ୍ଦର ରଜା ତାଙ୍କର “ସର୍ବକାଳୀନ ଶ୍ରେଷ୍ଠ ଟି-୨୦ ଏକାଦଶ” ଘୋଷଣା କରିଛନ୍ତି, ରୋହିତ ଶର୍ମାଙ୍କୁ ଅଧିନାୟକ ଭାବରେ ବାଛିଛନ୍ତି। ସିକନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?