ଖେଳ

ଗୌତମଙ୍କ ଚୁକ୍ତି ବାତିଲ କଲା ଜିସିଏ

ରାଜକୋଟ,୭।୧୧(ପି.ଟି.)- କେପିଏଲ ମ୍ୟାଚ୍‌ ଫିକ୍ସିଂରେ ଜଡ଼ିତ ହୋଇ ଗିରଫ ହୋଇଥିବା ସି.ଏମ୍‌. ଗୌତମଙ୍କ ଚୁକ୍ତିକୁ ଗୁରୁବାର ଗୋଆ କ୍ରିକେଟ ଆସୋସିଏଶନ (ଜିସିଏ) ବାତିଲ କରି ଦେଇଛି। ଏଥିସହିତ ଆସୋସିଏଶନ ପକ୍ଷରୁ ନୂଆ ଅଧିନାୟକ ଘୋଷଣା କରାଯାଇଛି। ଦର୍ଶାନ ମିସାଲଙ୍କୁ ଶୁକ୍ରବାରଠାରୁ ଆରମ୍ଭ…

ଆଇପିଏଲ ମ୍ୟାଚ୍‌ ପୂର୍ବରୁ ହୋଇପାରେ ଜାତୀୟ ସଙ୍ଗୀତ ଗାନ

ନୂଆଦିଲ୍ଲୀ,୭।୧୧(ପି.ଟି.)- ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯିବା ଲାଗି କିଙ୍ଗ୍ସ ଏକାଦଶ ପଞ୍ଜାବ ସହ ମାଲିକ ନେସ ଓ୍ବାଡିଆ ଲିଖିତ ଭାବେ ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି। ସାଧାରଣତଃ ଜାତୀୟ ସଙ୍ଗୀତ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଗାନ କରାଯାଏ।…

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ,୭।୧୧(ପି.ଟି.)- ଆଇପିଏଲର ୩ ଦଳ ପାଇଁ ଖେଳିଥିବା ପ୍ରଥମ ଶ୍ରେଣୀ କ୍ରିକେଟର ସି.ଏମ୍‌. ଗୌତମ ଓ ତାଙ୍କର ପୂର୍ବତନ କର୍ନାଟକ ସାଥି ଖେଳାଳି ଆବରାର କାଜିଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଭୟେ କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ) ସ୍ପଟ୍‌ ଫିକ୍ସିଂ ପାଇଁ…

କୋହଲିଙ୍କୁ ପଛରେ ପକାଇଲେ ମନ୍ଧାନା

ଆଣ୍ଟିଗୁଆ,୭।୧୧- ଭାରତୀୟ ମହିଳା ଦଳର ବାମହାତୀ ମହିଳା ଓପନର ସ୍ମୃତି ମନ୍ଧାନା ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଧ ଯୋଡ଼ିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଖୁବ କମ୍‌ ଇନିଂସ ଖେଳି ଦୁଇ ହଜାର ରନ୍‌ ପୂରଣ କରିଥିତ୍ବା ଭାରତୀୟ କ୍ରିକେଟର(ଉଭୟ…

ହିମାଳୟରେ ପହଞ୍ଚିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳ ଏବେ ବାଂଲାଦେଶରେ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଛି। ଏହି ସିରିଜରୁ ବିଶ୍ରାମ ନେଇ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କାଟୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଛି। ଉଭୟ ପ୍ରଥମେ…

ଝିଅର ଏହି ନାଁ ଦେଲେ ଅଜିଙ୍କେ ରାହାଣେ

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କେ ରାହାଣେ ନିକଟରେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳୁଥିବାବେଳେ ଅକ୍ଟୋବର ୫ରେ ରାହାଣେ ସ୍ତ୍ରୀ ରାଧିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମ୍ୟାଚ୍‌ ଶେଷ ପରେ ଝିଅକୁ…

କ୍ରିକେଟ ନିଶା: ବିବାହ ସାରି କନ୍ୟାକୁ ଧରି ଘରକୁ ଫେରିଲେ ବର, ଆଉ ତା‘ପରେ…

ଓ୍ବାଶିଂଟନ୍‌,୭।୧୧: ଅନେକ ଦେଶରେ କ୍ରିକେଟର ନିଆରା ଫ୍ୟାନ୍‌ ଆପଣ ଦେଖିଥିବେ। ସେମିତି ଜଣେ ଅଜବ ଫ୍ୟାନ୍‌ ହେଉଛନ୍ତି ହାସନ ତସଲୀନ। ପାକିସ୍ତାନ କ୍ରିକେଟ ଟିମର ଏହି ପ୍ରଂଶସକଙ୍କ ଏକ ଫଟୋ ଆଇସିସି ନିଜ ଟୁଇଟର ପେଜରେ ଅପଲୋଡ କରିଛି। କ୍ରିକେଟ ପ୍ରତି…

ପ୍ରଥମ ମହିଳା ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍‌ ଭାବେ ମନ୍ଧନା ରଚିଲେ ଇତିହାସ

ନର୍ଥ ସାଉଣ୍ଡ, ୭।୧୧: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ସିରିଜ ଜିତିଛି। ସ୍ମୃତି ମନ୍ଧନା ଏବଂ ଜେମିମି ରୋଡ୍ରିଗଜଙ୍କ ଅର୍ଦ୍ଧଶତକ ବଳରେ ଶେଷ ମ୍ୟାଚରେ ଭାରତ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି…

ମେଲାନି ଜୋନ୍ସ କ୍ରିକେଟ ଅଷ୍ଟ୍ରେଲିଆ ନିର୍ଦ୍ଦେଶକ

ମେଲବୋର୍ନ, ୭।୧୧- ପୂର୍ବତନ ମହିଳା କ୍ରିକେଟର ମେଲାନି ଜୋନ୍ସ କ୍ରିକେଟ ଅଷ୍ଟ୍ରେଲିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧବାର ତାଙ୍କୁ ଏହି ହାଇପ୍ରୋଫାଇଲ ପଦ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ୧୯୯୭ରେ ଜୋନ୍ସ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ।…

ବିସିସିଆଇ ଦେଲା କ୍ଲିନଚିଟ୍‌ : ରାଜେଶଙ୍କ ଉପରୁ ଉଠିଲା ବାସନ୍ଦ ଆଦେଶ

କଟକ ଅଫିସ,୭।୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଓଡ଼ିଶାର ଉଦୀୟମାନ ପେସ୍‌ ତାରକା ରାଜେଶ ମହାନ୍ତିଙ୍କ ଉପରୁ ବାସନ୍ଦ ଆଦେଶ ବୁଧବାର ଉଠାଇ ଦିଆଯାଇଛି। ଗତ ୧ ତାରିଖରେ ବୟସ ଜାଲିଆତି ଅଭିଯୋଗରେ ବିସିସିଆଇ ରାଜେଶଙ୍କ ସମେତ କ୍ରୀଷ୍ଣା ପଲାଇଙ୍କୁ…

ଦ୍ୱିତୀୟ ଟି୨୦ ଆଜି : ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ରାଜକୋଟ, ୭।୧୧(ପି.ଟି.)- ଦିଲ୍ଲୀରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଭାରତ…

ଫିଫା ଯୋଗ୍ୟତା ପର୍ଯ୍ୟାୟ: ଭାରତୀୟ ଦଳରେ ଧୀରଜ ନୂଆ ମୁହଁ

ନୂଆଦିଲ୍ଲୀ, ୭।୧୧ (ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଏହାର ପ୍ରଥମ-ଲେଗ୍‌ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଏଥିଲାଗି ମୁଖ୍ୟ କୋଚ୍‌ ଇଗର୍‌ ଷ୍ଟିମାକ ବୁଧବାର ୨୬ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ନୂଆ ମୂହଁ ଭାବେ ଯୁବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri