କ୍ରିକେଟ ପରେ ଏବେ ଟେନିସରେ ଜଲଓ୍ବା ଦେଖାଇଲେ ଏହି ଖେଳାଳି
ରାଞ୍ଚି,୧୦।୧୧: କ୍ରିକେଟ ମୈଦାନରେ ଅନେକ ଦିନ ଧରି ରାଜ୍ କରିବା ପରେ ମହେନ୍ଦ୍ର ସିଂ ଧୋନୀ ଏବେ ଟେନିସ ଜଗତରେ ପାଦ ରଖିଛନ୍ତି। ରାଞ୍ଚିର ଜେଏସସିଏରେ ଚାଲିଥିବା ଟେନିସ୍ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ସେ ଦମ୍ଦାର୍ ବିଜୟ ହାସଲ କରିଛନ୍ତି। ଡବଲ୍ସ…
ସଚିନଙ୍କୁ ପଛରେ ପକାଇଲେ ଶେଫାଳି
ସେଣ୍ଟ ଲୁସିଆ,୧୦।୧୧(ପି.ଟି.)- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୩୦ ବର୍ଷର ପୂରୁଣା ରେକର୍ଡ ଭାଙ୍ଗିଛନ୍ତି ୧୫ ବର୍ଷୀୟା ଶେଫାଳି ବର୍ମା। ସେ ଦେଶର ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ମହିଳା…
କୋହଲିଙ୍କ ‘ବିରାଟ’ ପ୍ରଶଂସକ ଏହି କ୍ରିକେଟରଙ୍କ ଝିଅ: କହିଲେ, ‘ମୁଁ ବିରାଟ କୋହଲି’
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଅଷ୍ଟେଲିଆରେ। କ୍ରିକେଟର ଡେଭିଡ ଓ୍ବାର୍ଣ୍ଣରଙ୍କ କୁନି ଝିଅ ଇଭି ମାଇ ବିରାଟ କୋହଲିଙ୍କ ଜଣେ ବଡ…
ସୁପର ଓଭରରେ ସିରିଜ୍ ଜିତିଲା ଇଂଲଣ୍ଡ
ଅକ୍ଲାଣ୍ଡ, ୧୦।୧୧- ଗତ ବିଶ୍ୱକପ୍ ଫାଇନାଲ ଭଳି ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି। ବର୍ଷା ବାଧା ସାଜିବାରୁ ଏଠାରେ ଖେଳାଯାଇଥିବା ୧୧ ଓଭରିଆ ମ୍ୟାଚ୍ରେ ଉଭୟ ଦଳ ୧୪୬ ରନ୍…
ମେସିଙ୍କ ୩୪ତମ ହ୍ୟାଟ୍ରିକ
ବାର୍ସିଲୋନା,୧୦।୧୧- ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସିଙ୍କ ହ୍ୟାଟ୍ରିକ ବଳରେ ରବିବାର ବାର୍ସିଲୋନା ୪-୧ ସେଲ୍ଟା ଭିଗୋକୁ ହରାଇ ଦେଇଛି। ମେସିଙ୍କ ଲା ଲିଗା ଲିଗ କ୍ୟାରିୟରର ଏହା ୩୪ତମ ହ୍ୟାଟ୍ରିକ। ଏଥିସହିତ ସେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମକକ୍ଷ ହୋଇଛନ୍ତି।…
ରିଙ୍ଗରେ ଆଉ ଜଣେ ବକ୍ସରଙ୍କ ମୃତ୍ୟୁ
ସିଡ୍ନୀ,୧୦।୧୧(ଏଏଫ୍ପି)- ମିଡ୍ଲଓ୍ବେଟ ବକ୍ସର ଡ୍ବିଟ ରିଚେଙ୍କ ରବିବାର ରିଙ୍ଗରେ ମୃତ୍ୟୁ ହୋଇଛି। ଏହା ଅଷ୍ଟ୍ରେଲିଆ ବକ୍ସିଂ ଯଗତକୁ ସ୍ତବ୍ଧ କରି ଦେଇଛି। ଡେଲି ଟେଲିଗ୍ରାଫରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟ ବକ୍ସରଙ୍କ ଦେହରେ ଶଟ ବାଜିବା ପରେ ସେ…
ବେଞ୍ଜାମାଙ୍କ ଡବଲ ଗୋଲରେ ମାଡ୍ରିଡ୍ ବିଜୟୀ
ଏବର,୧୦।୧୧- କରିମ ବେଞ୍ଜାମାଙ୍କ ଡବଲ ଗୋଲ ବଳରେ ରିଅଲ ମାଡ୍ରିଡ୍ ଶନିବାର ଏକ ବୃହତ୍ ବିଜୟ ହାସଲ କରିଛି। ଦଳ ୪-୦ ଗୋଲରେ ଏବରକୁ ହରାଇ ଦେଇଛି। ଷ୍ଟାର୍ଟିଂ ଏକାଦଶରେ ସ୍ଥାନ ପାଇଥିବା ବେଞ୍ଜାମା ମ୍ୟାଚ୍ର ୧୭ତମ ମିନିଟ୍ରେ ଦଳୀୟ ଖାତା…
ଅନୈତିକ ସମ୍ପର୍କ ରଖିଥିଲେ ପ୍ରସିଦ୍ଧ କ୍ରିକେଟର
ବିବାହିତ ହୋଇ ମଧ୍ୟ ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବିଶ୍ୱ କ୍ରିକେଟରେ ନୂଆ ଘଟଣା ନୁହେଁ। କିଛି ପ୍ରସିଦ୍ଧ କ୍ରିକେଟର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ (ଏକ୍ସଟ୍ରା ମାରିଟାଲ ଆଫାୟର୍ସ) ରଖି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି।…
ବାୟୁସେନା ପାଇଲଟଙ୍କ ସହ ସମୟ ବିତାଇଲେ ଭାରତୀୟ କ୍ରିକେଟର
ନାଗପୁର,୧୦।୧୧(ପି.ଟି.)- ଏଠାରେ ରବିବାର ଖେଳାଯିବାକୁ ଥିବା ସିରିଜ ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାର୦ତୀୟ କ୍ରିକେଟରମାନେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ ଟିମ ସହ କିଛି ସମୟ ଅତିବାହିତ କରିଛନ୍ତି। ନାଲି ୟୁନିଫର୍ମ ସହ ପାଇଲଟମାନେ ଶିଖର ଧାଓ୍ବନ, ରିଷଭ ପନ୍ତ ଓ ମନୀଷ…
ଅନ୍ତିମ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ନାଗପୁର, ୧୦।୧୧(ପି.ଟି.)- ଚଳିତ ସେସନରେ ଭାରତ ଘରୋଇ ପରିବେଶରେ ତା’ର ପ୍ରଥମ ଟି୨୦ ସିରିଜ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦…
ଦିବାରାତ୍ର ଟେଷ୍ଟ: ଇଡେନରେ ପ୍ରଥମ ୩ ଦିନରେ ୫୦ ହଜାର ଦର୍ଶକ
କୋଲକାତା,୧୦।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମଥର ପାଇଁ ଭାରତ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ପ୍ରଶଂସକଙ୍କ…
ବିସିସିଆଇ ଏଜିଏମ୍ ଡିସେମ୍ବର ୧ରେ
ନୂଆଦିଲ୍ଲୀ,୧୦ା୧୧ (ପି.ଟି.)- ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୧ରେ ହେବ। ଗତ ଅକ୍ଟୋବର ୨୩ରେ ମୁମ୍ବାଇରେ ବିସିସିଆଇର ନୂଆ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଏଜିଏମ୍ ମୁମ୍ବାଇରେ ଅନୁଷ୍ଠିତ…
Archives


