ଖେଳ

ରିଷଭ ପନ୍ତ ଅଧିନାୟକ, ଗିଲଙ୍କୁ ମିଳିଲାନି ସ୍ଥାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୧।୧୦: ଭାରତ ଏ ଅକ୍ଟୋବର ୩୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଚାରିଦିନିଆ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ ୬ ନଭେମ୍ବରରୁ ନଭେମ୍ବର ୯ ପର୍ଯ୍ୟନ୍ତ ଖେଳାଯିବ। କେଏଲ ରାହୁଲ…

ଏହି ଭାରତୀୟ ଟିମର ଅଧିନାୟକ ହେବେ ପନ୍ତ

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ୱିକେଟକିପର ରିଷଭ ପନ୍ତ ଆହତ ହେବା ପରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ସେ ଅକ୍ଟୋବର ୩୦ରେ ବେଙ୍ଗାଲୁରୁର BCCI ସେଣ୍ଟର ଅଫ ଏକ୍ସଲେନ୍ସରେ ଭାରତ A ଏବଂ ଦକ୍ଷିଣ ଆଫ୍ରିକା A ମଧ୍ୟରେ ପ୍ରଥମ…

ମାତ୍ର ୧୪୧ ବଲରେ ଧୂଳିସାତ୍‌ ହୋଇଗଲା ରୋହିତଙ୍କ ମହାରେକର୍ଡ, ଏହି ବ୍ୟାଟ୍ସମ୍ୟାନ୍‌ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୧।୧୦: କ୍ରିକେଟର୍‌ ରେକର୍ଡ କଥା ଆସେ, ପ୍ରଥମେ ହିଟମ୍ୟାନ ରୋହିତ ଶର୍ମାଙ୍କ ଅତୁଳନୀୟ ୨୬୪ ରନ ମନେ ପଡ଼େ। ବର୍ଷ ବର୍ଷ ଧରି, ରୋହିତଙ୍କ ରେକର୍ଡ ବିଶ୍ୱ ପାଇଁ ଏକ ଅତୁଟ ରେକର୍ଡ ହୋଇ ରହିଥିଲା, କିନ୍ତୁ ଏବେ ଜଣେ ଭାରତୀୟ…

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି କ୍ରିକେଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୧୦: ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଜମ୍ମୁ ଏବଂ କଶ୍ମୀରର ପ୍ରଥମ କ୍ରିକେଟର ପରଭେଜ ରସୁଲ ଖେଳର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏହା ୧୭ ବର୍ଷର ଚମତ୍କାର କ୍ୟାରିୟରର ଅନ୍ତ ଘଟାଇଛି, ଯାହା ସ୍ଥିର ପ୍ରଦର୍ଶନ ଏବଂ…

ବିହାର ନିର୍ବାଚନରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି, ବଡ଼ ଦାୟିତ୍ୱ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୨୦।୧୦: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଜଗତରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିସାରିଛନ୍ତି। ବିହାରର ଏହି ୧୪ ବର୍ଷୀୟ କ୍ରିକେଟର ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ…

ଅଧ୍ୟକ୍ଷ ହେବା ପରେ କ୍ରିକେଟ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ଅଛି, ଯେଉଁଠାରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହି ଗସ୍ତ ପରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ତିନୋଟି…

ଭାରତର ପରାଜୟ ପରେ ଅଧିନାୟକ ଗିଲଙ୍କ ଉପରେ ରାଗିଗଲେ ଗମ୍ଭୀର! କ୍ୟାମେରାରେ କଏଦ୍‌ ହେଲା ସବୁ ଘଟଣା…

ନୂଆଦିଲ୍ଲୀ,୨୦।୧୦: ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପର୍ଥରେ ଶୁଭମନ ଗିଲ ଏବଂ ମୋର୍ନେ ମୋର୍କେଲଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ମ୍ୟାଚ ଫଳାଫଳରେ କୋଚ ବିରକ୍ତ ହୋଇ ଅଧିନାୟକ…

‘ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଯଦି ରୋହିତ- କୋହଲି…’, ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ବଡ଼ ବୟାନ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଉଭୟ ଖରାପ ଭାବରେ ଫ୍ଲପ୍‌ ହୋଇଛନ୍ତି। ପୂର୍ବତନ ଅଧିନାୟକ ରୋହିତ ୧୪ ବଲ ରେ ୮ ରନ କରି ଆଉଟ ହୋଇଥିଲେ, ଯେତେବେଳେ କୋହଲି ନିଜର ଖାତା…

ରୋମାଞ୍ଚକର ମ୍ୟାଚ୍‌ରେ ୪ ରନ୍‌ରେ ଭାରତକୁ ହରାଇ ସେମିରେ ଇଂଲଣ୍ଡ,

ଇନ୍ଦୋର,୧୯ା୧୦: ମହିଳା ବିଶ୍ୱକପରେ ଭାରତ ଇଂଲଣ୍ଡ ଠାରୁ ୪ ରନରେ ହାରିଛି। ଶେଷ ୩ ଓଭରରେ ୨୭ ରନ ଦରକାର ଥିବା ବେଳେ ଦୀପ୍ତି ଶର୍ମାଙ୍କ ଉଇକେଟ ପଡ଼ିବା ପରେ ଭାରତ ହାରିଗଲା। ଇଂଲଣ୍ଡ ୫୦ ଓଭରରେ ୨୮୮ ରନ କରିଥିଲା,…

ଦୀପାବଳିରେ ପ୍ରଶଂସକମାନଙ୍କୁ ଟ୍ରିଟ୍ ଦେଲେ ଶ୍ରେୟସ ଆୟର, ଆଦା ଶର୍ମାଙ୍କ ସହିତ ମ୍ୟୁଜିକ ଭିଡିଓ ଲଞ୍ଚ

ମୁମ୍ବାଇ,୧୯।୧୦: ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ଶ୍ରେୟସ ଆୟାର ଦୀପାବଳିରେ ପ୍ରଶଂସକଙ୍କୁ ଖାସ ଉପହାର ଦେଇଛନ୍ତି। ସେ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ଏକ ନୂଆ ମ୍ୟୁଜିକ ଭିଡିଓ ‘ବୁଲଟ ଆଶିକାନା’ରେ ନଜର ଆସିଛନ୍ତି, ଯାହା ରବିବାର ଲଞ୍ଚ ହୋଇଛି। ଏକ…

ଦୀପାବଳିରେ ବିଜୟ ଉପହାର ଦେଇ ପାରିଲାନି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୯।୧୦: ଦେଶସାରା ଛୋଟି ଦୀପାବଳି ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଶଂସକମାନେ ଆଶା କରିଥିଲେ ଯେ ଟିମ ଇଣ୍ଡିଆ ପ୍ରଥମ ODIରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବ, ଦେଶକୁ ବିଜୟର ଉପହାର ଦେବ, କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇପାରିଲା ନାହିଁ। ପର୍ଥରେ ଖେଳାଯାଇଥିବା ପ୍ରଥମ…

କାହିଁକି ଇଂଲଣ୍ଡରେ ଥିଲେ ବିରାଟ କୋହଲି ? ଶେଷରେ ଖୋଲିଲେ ମୁହଁ

ପର୍ଥ,୧୯ା୧: କ୍ରିକେଟ ଜଗତର ମହାନାୟକ ବିରାଟ କୋହଲି ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ଫେରିଛନ୍ତି। ପର୍ଥରେ ଟସ୍ ପୂର୍ବରୁ ପୂର୍ବତନ ଭାରତୀୟ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?