ସ୍ବପ୍ନ ସତ ହେବାପରେ ପଡ଼ିରେ ଭୋ ଭୋ ହୋଇ କାନ୍ଦିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୪।୬: ବିରାଟ କୋହଲିଙ୍କ ସ୍ବପ୍ନ ଶେଷରେ ସତ ହେଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସ୍ଲୋଗାନ – ଏ ସାଲା କପ ନାମ ଦେ ଶେଷରେ ସଫଳ ହୋଇଥିଲା। RCB ପ୍ରଥମ ଥର ପାଇଁ IPL ଚାମ୍ପିଅନ ହେଲା। ୧୮ ବର୍ଷର କଠିନ…
RCB ବିଜୟ ପରେ ବିଜୟ ମାଲ୍ୟା କଲେ ଏମିତି ଟୁଇଟ୍: ଲୋକେ କହିଲେ, ଟଙ୍କା ଫେରାଅ…
ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ବେଙ୍ଗାଲୁର ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରିଛି। ବାଙ୍ଗାଲୋର ପ୍ରଥମ ଆଇପିଏଲ ଟ୍ରଫି ଜିତିବା ପରେ ପୂର୍ବତନ ଆରସିବି ମାଲିକ ବିଜୟ ମାଲ୍ୟାଙ୍କ ପ୍ରତିକ୍ରିୟା ମଧ୍ୟ…
ଚାମ୍ପିୟନ୍ ହେବାପରେ ସ୍ତ୍ରୀଙ୍କ ପାଇଁ ଏମିତି କଥା କହିଦେଲେ ବିରାଟ କୋହଲି: ଜୋରଧରିଲା ଚର୍ଚ୍ଚା
ନୂଆଦିଲ୍ଲୀ,୪।୬:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପଞ୍ଜାବ କିଙ୍ଗସକୁ ପରାସ୍ତ କରି IPL 2025 ଟ୍ରଫି ଜିତି ଇତିହାସ ସୃଷ୍ଟି କରିଥିଲା। ବିରାଟ କୋହଲିଙ୍କ ଦଳର ବିଜୟରେ ଅନୁଷ୍କା ଶର୍ମା ଖୁସିରେ ନାଚିଥିବାର ଦେଖାଯାଇଥିଲା। କୋହଲି ମ୍ୟାଚ ପରେ ତାଙ୍କ ସ୍ତ୍ରୀ ଏବଂ…
RCB ନୂଆ ଚାମ୍ପିୟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର
ଅହମଦାବାଦ, ୪।୬-ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି। ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୮ତମ ସଂସ୍କରଣରେ ନୂଆ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ମଙ୍ଗଳବାର ଅନୁଷ୍ଠିତ ମେଗା ଫାଇନାଲରେ ଆର୍ସିବି ୬ ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି।…
RCB ମାଲିକ କିଏ? ଫାଇନାଲ ପୂର୍ବରୁ ଯାହାଙ୍କ ହାତରେ ଲାଗିଲା ୨୨୦୦ କୋଟିର ଜ୍ୟାକ୍ପଟ୍;ଏବେ…
ନୂଆଦିଲ୍ଲୀ,୩।୬: IPL ୨୦୨୫ର ଫାଇନାଲ ଜିତି ନେଇଛି RCB। ମଙ୍ଗଳବାର ପଞ୍ଜାବ Kings XI ବିପକ୍ଷରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଆର୍ସିବି ଇତିହାସ ରଚିବାରେ ସଫଳ ହୋଇଛି। ତେବେ ଏହି ସିଜନଟି ୧୮ତମ ସିଜନ ଥିବା ବେଳେ ବିରାଟ କୋହଲିଙ୍କ…
୧୭ ବର୍ଷ ଅପେକ୍ଷାର ଅନ୍ତ: IPLରେ ଇତିହାସ ରଚିଦେଲା RCB
ଅହମ୍ମଦାବାଦ, ୩।୬: ଦୀର୍ଘ ୧୭ ବର୍ଷ ପରେ ଇତିହାସ ରଚିଲା ଆର୍ସିବି। ଆଇପିଏଲ୍ ୨୦୨୫ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ଦଳ ସଫଳ ହୋଇଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ ଦଳ ପ୍ରଭାବୀ ପ୍ରଦର୍ଶନ କରି ବିଜୟକୁ ନିଜ ନାମରେ କରିଛି। ପ୍ରଥମେ…
IPL ପରେ କ’ଣ କରିବେ ବିରାଟ କୋହଲି? ପୁଣି ମଇଦାନରେ ଖେଳୁଥିବା ଲାଗି…
ଅହମ୍ମଦାବାଦ,୩।୬: IPL ୨୦୨୫ ସିଜିନ ଶେଷ ହୋଇସାରିଛି। ଏବେ ନୂତନ ସିଜିନ ପାଇଁ ୧୦ ମାସ ଅପେକ୍ଷା କରିବାକୁ ପଡିବ। ଏହା ଜାଣିବା ପରେ ପ୍ରଶଂସକଙ୍କ ମନ ଫିକା ପଡ଼ିଛି। ଏହାର କାରଣ ହେଉଛନ୍ତି- ବିରାଟ କୋହଲି। ହଁ, ଟିମ ଇଣ୍ଡିଆର…
ବୈଭବ ସୂର୍ଯ୍ୟବଂଶୀଙ୍କ ଫଟୋ ଜଳାଇଦେଲେ, ପୁଣି… ଚମକାଉଛି Video
ନୂଆଦିଲ୍ଲୀ,୩।୬: IPL ୨୦୨୫ ରେ ଛକା ଏବଂ ଚୌକା ବର୍ଷା କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଛନ୍ତି। ତାଙ୍କୁ ଚାରିଆଡ଼ୁ ଭଲ ପାଇବା ମିଳୁଛି। ଏହି ସମୟରେ ତାଙ୍କ ଫଟୋ ପୋଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ…
IPL ମହାମୁକାବିଲା: ପଞ୍ଜାବକୁ ମାତ୍ର ଏତିକି ରନ୍ର ଟାର୍ଗେଟ ଦେଲା RCB
ଅହମ୍ମଦାବାଦ,୩।୬: ଆଇପିଏଲ୍ ୨୦୨୫ ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ୍ କରିଛି। ଫଳରେ ପଞ୍ଜାବ କିଙ୍ଗ୍ସକୁ ୧୯୧ ରନ୍ର ଟାର୍ଗେଟ ମିଳିଛି। ଆର୍ସିବି ପକ୍ଷରୁ ବିରାଟ କୋହଲି…
IPL ଟ୍ରଫି ଜିତିଲେ ଶ୍ରେୟସ ଆୟରଙ୍କ ଏତେ ବଢିଯିବ ଆୟ! ନେଟୱର୍ଥ ଜାଣିଲେ ତାଜୁବ ହେବ…
ମୁମ୍ବାଇ,୩।୬: ଭାରତୀୟ କ୍ରିକେଟର ତଥା ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର କେବଳ ମଇଦାନରେ ନୁହେଁ, ନେଟ୍ଓ୍ବର୍ଥରେ ମଧ୍ୟ ଶୀର୍ଷରେ ଅଛନ୍ତି। ୩୦ ବର୍ଷ ବୟସରେ ଶ୍ରେୟସଙ୍କ ନେଟୱର୍ଥ ପ୍ରାୟ ୬୫ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇପିଏଲ ୨୦୨୫ରେ…
ବିରାଟ କୋହଲି ଅବସର ନେବା ପରେ ଏହି ଖେଳାଳି ପିନ୍ଧିଲେ ‘ଜର୍ସି ନମ୍ବର ୧୮’, BCCI ଦେଲା ସ୍ପଷ୍ଟୀକରଣ
ନୂଆଦିଲ୍ଲୀ,୩।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଆଇକନିକ ଜର୍ସି ନମ୍ବର ୧୮ ପୁଣି ଥରେ ଚର୍ଚ୍ଚାରେ ରହିଛି। ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଇଣ୍ଡିଆ ଏ ଦଳର ପ୍ରଥମ ଅଣଅଫିସିଆଲ ଟେଷ୍ଟ ମ୍ୟାଚ ବେଳେ ଦ୍ରୁତ ବୋଲର ମୁକେଶ…
IPL 2025 Final: ପଞ୍ଜାବ ଜିତିଲା ଟସ୍, RCB କରିବ ବ୍ୟାଟିଂ; ଜାଣନ୍ତୁ କେଉଁ ଦଳରୁ କିଏ?
ଅହମ୍ମଦାବାଦ,୩।୬: ଆଇପିଏଲ୍ ୨୦୨୫ର ଫାଇନାଲ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମଙ୍ଗଳବାର ଖେଳାଯାଉଛି। ଏଥିରେ ପଞ୍ଜାବ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ବାଙ୍ଗାଲୋର ଟିମ୍ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚ୍…
Archives


