ରଣ୍ଜୀ ଟ୍ରଫି: ଓଡ଼ିଶା-ଉତ୍ତରାଖଣ୍ଡ ମୁକାବିଲା, କୋହଲା ପାଗ ଯୋଗୁ ଦ୍ୱିତୀୟ ଦିନ ଖେଳ ବାଧାପ୍ରାପ୍ତ
କଟକ ଅଫିସ,୨୬ା୧୨: କୋହଲା ପାଗ ସାଙ୍ଗକୁ ଆଲୋକ କମିଯିବା ଏବଂ ସାମାନ୍ୟ ବର୍ଷା ଯୋଗୁ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଉତ୍ତରାଖଣ୍ଡ ରଣ୍ଜୀ ଟ୍ରଫି କ୍ରିକେଟ ମ୍ୟାଚ୍ର ଦ୍ୱିତୀୟ ଦିବସ ଖେଳ ବାଧାପ୍ରାପ୍ତ ହୋଇଛି। ସୂର୍ଯ୍ୟ ପରାଗ ଯୋଗୁ ଲଞ୍ଚ୍ ପର୍ଯ୍ୟନ୍ତ ଖେଳକୁ…
ଏସବୁ ସୁନ୍ଦରୀ କ୍ରିକେଟର: ପଡ଼ିଆରେ ମାରନ୍ତି ଚଉକା ଛକା
ଓ୍ବାଶିଂଟନ,୨୬।୧୨: ଦୁନିଆର ମହିଳା କ୍ରିକେଟ ଦଳରେ ଥିବା କେତେକ ସୁନ୍ଦରୀ କ୍ରିକେଟର ଦେଖିବାକୁ ଯେମିତି ଖେଳ ପଡ଼ିଆରେ ତାଙ୍କର ଯାଦୁ ମଧ୍ୟ ସେମିତି। ସେମାନେ ପଡ଼ିଆକୁ ହାତରେ ବ୍ୟାଟ୍ ଧରି ଓହ୍ଲାଇଲେ ଦର୍ଶକମାନେ ତାଳି ମାରି ସ୍ବାଗତ କରିଥାନ୍ତି। ବୋଲରଙ୍କ ବଲ୍କୁ…
୧୫୦ ଟେଷ୍ଟ ମ୍ୟାଚ୍ ଖେଳିବାରେ ଆଣ୍ଡରସନ ପ୍ରଥମ ଦ୍ରୁତ ବୋଲର
ସେଞ୍ଚୁରିୟନ, ୨୬।୧୨- ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ଉଇକେଟ୍ ହାସଲ କରିଥିବା ଜେମ୍ସ ଆଣ୍ଡରସନ ଗୁରୁବାର ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଆଣ୍ଡରସନ ଟେଷ୍ଟ କ୍ରିକେଟ୍ରେ ଦେଢ଼ଶହ ମ୍ୟାଚ୍ ଖେଳିବାର କୃତୀତ୍ୱ ଲାଭ…
ବକ୍ସିଂ ଡେ ଟେଷ୍ଟ: ପ୍ରଥମ ଦିନର ସମ୍ମାନ ନେଲା ଅଷ୍ଟ୍ରେଲିଆ
ମେଲବୋର୍ନ, ୨୬।୧୨- ସ୍ଥାନୀୟ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ଠାରେ ଗୁରୁବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ବକ୍ସିଂ ଡେ ଅବସରରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଷ୍ଟମ୍ପ୍ସ…
ମାତ୍ର ୪୦ ମିନିଟ୍ରେ ଏହି ପାକିସ୍ତାନୀ ଖେଳାଳିଙ୍କ ହୃଦୟ ଜିତି ନେଲେ ସୌରଭ ଗାଙ୍ଗୁଲୀ
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଏବଂ ପାକିସ୍ତାନ କ୍ରିକେଟ ଖେଳ ସବୁବେଳେ ରୋମାଞ୍ଚଭରା ହୋଇଥାଏ। ଦୁଇ ପ୍ରତିପକ୍ଷ ଖେଳାଳିଙ୍କ ମଧ୍ୟରେ ଖେଳ ପଡ଼ିଆ ଭିତରେ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ତେବେ ପଡ଼ିଆ ବାହାରେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ। ଏହା ଦୁଇଦେଶର…
ଦଶନ୍ଧିର ଶ୍ରେଷ୍ଠ ୫ କ୍ରିକେଟର୍ ତାଲିକାରେ କୋହଲି
ଲଣ୍ଡନ, ୨୬।୧୨- ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। କ୍ରିକେଟର ବାଇବେଲ୍ ଭାବେ ପରିଚଳିତ ‘ଓ୍ବିଜଡେନ’ ପତ୍ରିକା ପକ୍ଷରୁ ଗୁରୁବାର ପ୍ରକାଶିତ ଦଶନ୍ଧିର ଶ୍ରେଷ୍ଠ-୫ କ୍ରିକେଟର୍ ତାଲିକାରେ କୋହଲି ସ୍ଥାନ ପାଇବାର ଗୌରବ…
ସିଡ୍ନୀ ଟେଷ୍ଟ: ସୁଇପସନ୍ ଅଷ୍ଟ୍ରେଲିଆ ଦଳରେ ସାମିଲ
ମେଲବୋର୍ନ, ୨୬।୧୨ (ଏଏଫ୍ପି)- ନ୍ୟୁଜିଲାଣ୍ଡ ବିପକ୍ଷରେ ସିଡ୍ନୀରେ ଖେଳାଯିବାକୁ ଥିବା ଅନ୍ତିମ ତଥା ୩ୟ ଟେଷ୍ଟ ପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳରେ ଲେଗ୍-ସ୍ପିନର ମିଚେଲ ସୁଇପ୍ସନଙ୍କୁ ସାମିଲ କରାଯାଇଛି। ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଥିବା ୩ୟ ଟେଷ୍ଟର ପିଚ୍ ସ୍ଲୋ…
ଜାତୀୟ ସିନିୟର ଭଲିବଲ ଉଦ୍ଘାଟିତ: ତ୍ରିପୁରାକୁ ହରାଇ ଓଡ଼ିଶାର ଅଭିଯାନ
ଭୁବନେଶ୍ୱର, ୨୬।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍ ଇନ୍ଡୋର ହଲ୍ରେ ବୁଧବାର ଜାତୀୟ ସିନିୟର ଭଲିବଲ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍ର ୬୮ତମ ସଂସ୍କରଣ ଉଦ୍ଘାଟିତ ହୋଇଛି। ଜାନୁୟାରୀ ୨ ପର୍ଯ୍ୟନ୍ତ ଚାଲିବାକୁଥିବା ପ୍ରତିଯୋଗିତାରେ ୨୭ ମହିଳା ଓ…
ରଣ୍ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା
କଟକ ଅଫିସ,୨୬।୧୨- ଚଳିତ ରଣ୍ଜୀ ସିଜନରେ ଓଡ଼ିଶା ପେସ୍ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି। ଓଡ଼ିଶାର ବସନ୍ତ ମହାନ୍ତି ୬ ଉଇକେଟ ନେଇ ଉତ୍ତରାଖଣ୍ଡର ବ୍ୟାଟିଂ ବିପର୍ଯ୍ୟୟ…
ଆଇଏସ୍ଏଲ୍: ବେଙ୍ଗାଲୁରୁକୁ ହରାଇଲା ଏଟିକେ
କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍ ଲିଗ୍ (ଆଇଏସ୍ଏଲ୍) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍ଏଲ୍ର ଏକ ମ୍ୟାଚ୍ରେ ଘରୋଇ ଏଟିକେ ଦଳ ୧-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି।…
ସୂର୍ଯ୍ୟୋପରାଗ: ରଣଜୀ ମ୍ୟାଚ୍ ପ୍ରଭାବିତ ହେବା ନେଇ ରେଫରି ନିଷ୍ପତ୍ତି ନେବେ
ନୂଆଦିଲ୍ଲୀ, ୨୬।୧୨- ଗୁରୁବାର ସୂର୍ଯ୍ୟୋପରାଗ ହେବାକୁ ଯାଉଥିବାବେଳେ ଖେଳାଯାଉଥିବା ରଣଜୀ ଟ୍ରଫି ମ୍ୟାଚ୍ଗୁଡିକର ଦ୍ୱିତୀୟ ଦିନର ଖେଳ ବାଧାପ୍ରାପ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ନିଷ୍ପତ୍ତି ନେଇପାରିନାହିଁ। ଦକ୍ଷିଣ ଭାରତରେ…
ଅଭ୍ୟାସରେ ଯୋଗଦେଲେ ଷ୍ଟୋକ୍ସ
ସେଞ୍ଚୁରିୟନ,୨୬।୧୨(ଏଏଫ୍ପି)- ସ୍ଥାନୀୟ ସୁପରସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଇଂଲଣ୍ଡ ଦଳରେ ଯୋଗ ଦେଇଛନ୍ତି। ଏହି ମ୍ୟାଚ୍ ଗୁରୁବାରଠାରୁ ଆରମ୍ଭ ହେବ। ଷ୍ଟୋକ୍ସଙ୍କ ପିତା…
Archives


