ଏସି ମିଲନକୁ ଫେରିବେ ଇବ୍ରାହିମୋବିଚ୍
ମିଲନ,୨୭।୧୨- ସ୍ବିଡେନ ଷ୍ଟାର ଜଲାଟାନ ଇବ୍ରାହିମୋବିଚ୍ ପୁଣି ଥରେ ଏସି ମିଲନ ପାଇଁ ଖେଳିପାରନ୍ତି। ସେ ଦଳ ସହ ୬ ମାସିଆ ଚୁକ୍ତି କରିବାକୁ ଯାଉଥିବା ନେଇ ଇଟାଲିର ଏକ ରିପୋର୍ଟରେ ପ୍ରକାଶ ପାଇଛି। ମିଲନ ଫ୍ରାଞ୍ଚାଇଜ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ…
ମଲିକଙ୍କ ପଛରେ ଟିମ୍ ଇଣ୍ଡିଆ ପ୍ରଶଂସକ
ବଡ଼ଦିନ ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କରିଥିବା ଟୁଇଟ୍ ଯୋଗୁ ପୂର୍ବତନ ପାକିସ୍ତାନ ଅଧିନାୟକ ସୋଏବ ମଲିକଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ସେ ଭାରତ ଓ ପାକିସ୍ତାନ ମ୍ୟାଚ୍ ବେଳର ଏକ ଫଟୋ ସହ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସର ଶୁଭେଚ୍ଛା…
ସିନ୍ଧୁଙ୍କ ହୃଦୟ ନାହିଁ
ଭାରତୀୟ ତାରକା ମହିଳା ଶଟଲର ପି. ଭି. ସିନ୍ଧୁଙ୍କ ହୃଦୟ ନାହିଁ। ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ଚାମ୍ପିୟନ ଖେଳାଳିଙ୍କ ପୂର୍ବତନ କୋଚ୍ କିମ୍ ଜି ହ୍ୟୁନ। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍ରେ ଦୁଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି…
ଦେବାଙ୍ଗ ଗାନ୍ଧୀଙ୍କୁ ଡ୍ରେସିଂରୁମ୍ରୁ ବାହାର କରିଦିଆଗଲା
କୋଲକାତା, ୨୭ା୧୨ (ପି.ଟି.)-ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧୀଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦୁର୍ନୀତି ନିରୋଧୀ ପ୍ରୋଟୋକଲ୍ ଭଙ୍ଗ କରିଥିବା କାରଣ ଦର୍ଶାଇ ତାଙ୍କୁ ବେଙ୍ଗଲ ରଣଜୀ ଟିମ୍ ଡ୍ରେସିଂ ରୁମ୍ରୁ ବିଦା କରିଦିଆଯାଇଥିଲା। ଗୁରୁବାର ଆନ୍ଧ୍ର-ବେଙ୍ଗଲ ରଣଜୀ ଟ୍ରଫି…
ବୟସ ଜାଲିଆତି: ଫସିବେ ୩ ଖେଳାଳି; ବିସିସିଆଇ, ସିବିଆଇରେ ଅଭିଯୋଗ
କଟକ ଅଫିସ, ୨୭ା୧୨- ରାଜ୍ୟର ତିନିଜଣ କ୍ରିକେଟ ଖେଳାଳି ବୟସ ଜାଲିଆତି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ନେଇ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ସିବିଆଇ ନିକଟରେ ଅଭିଯୋଗ ପତ୍ର…
ଦଶନ୍ଧିରେ ଦ୍ୱିତୀୟ ବୋଲର ବ୍ରଡ
ସେଞ୍ଚୁରିୟାନ,୨୭।୧୨- ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡ୍ ଗୁରୁବାର ଚଳିତ ଦଶନ୍ଧିର ଦ୍ୱିତୀୟ ବୋଲର ଭାବେ ୪୦୦ ଉଇକେଟ ନେବାର ସଫଳତା ପାଇଛନ୍ତି। ତାଙ୍କ ପୂର୍ବରୁ ଜେମ୍ସ ଆଣ୍ଡରସନ ଏହି ସଫଳତା ପାଇଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ ଡୁପ୍ଲେସି (୨୯) ବ୍ରଡଙ୍କ…
ଇଣ୍ଡିଆନ ସୁପର ଲିଗ୍: ଘରୋଇ ସହରରେ ଓଡ଼ିଶା ଏଫ୍ସି ଖେଳିବ ପ୍ରଥମ ମ୍ୟାଚ୍
ଭୁବନେଶ୍ୱର,୨୭।୧୨(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ଓ ଜାମ୍ସେଦପୁର ଏଫସି ମୁହଁାମୁହିଁ ହେବେ। ଚଳିତ ସେସନରେ ଘରୋଇ ସହରରେ ଓଡ଼ିଶା ଏଫ୍ସି ତା’ର ପ୍ରଥମ ମ୍ୟାଚ୍…
ମାଇକେଲ ଜ୍ୟାକ୍ସନଙ୍କ ଷ୍ଟାଇଲରେ ବ୍ୟାଟିଂ କଲେ ମାଥ୍ୟୁ ଓ୍ବାଡେ
ମେଲବୋର୍ନ,୨୭।୧୨- ଏମ୍ସିଜିଠାରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବାଡେ ଡ୍ୟାନ୍ସର ମାଇକେଲ ଜ୍ୟାକ୍ସନଙ୍କ ଏକ ଲୋକପ୍ରିୟ ମୁଭ୍ କରିଥିବା ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ପେସର ଟିମ୍ ସୌଦି ଓ ଟ୍ରେଣ୍ଟ ବୋଲ୍ଟ ପ୍ରତିପକ୍ଷ…
ଏକାଠି ଖେଳିପାରିବେ ନାହିଁ ଭାରତ-ପାକିସ୍ତାନ ଖେଳାଳି : ବିସିସିଆଇ
ନୂଆଦିଲ୍ଲୀ,୨୭।୧୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକ ଅବସରରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି୨୦ ଅଫିସିଆଲ ମ୍ୟାଚ୍ ଖେଳାଯିବ। କିନ୍ତୁ ଏସିଆ ଏକାଦଶରେ ଭାରତ-ପାକିସ୍ତାନ ଦଳର ଖେଳାଳିମାନେ ଏକାଠି ଖେଳି ନ…
ହିନ୍ଦୁ ହୋଇଥିବାରୁ କନେରିଆ ଭେଦଭାବର ଶିକାର ହୋଇଛନ୍ତି: ଅଖତାର
କରାଚୀ/ନୂଆଦିଲ୍ଳୀ, ୨୭।୧୨(ପି.ଟି.)- ମୁସଲିମ୍ ବହୁଳ ଦେଶ ପାକିସ୍ତାନରେ ହିନ୍ଦୁମାନେ ଉତ୍ପୀଡନର ଶିକାର ହେବା ନୂଆ କଥା ନୁହଁ। ତେବେ ଜଣେ ତାରକା କ୍ରିକେଟର ହିନ୍ଦୁ ହେବା କାରଣରୁ ପାକିସ୍ତାନରେ ଭେଦଭାବର ଶିକାର ହେବା ଅନେକଙ୍କ ହଜମ ହେବ ନାହିଁ। ପୂର୍ବତନ କ୍ରିକେଟର…
ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା: ୨୭ ପଦକ ସହ ସୁନ୍ଦରଗଡ଼ ଚାମ୍ପିୟନ
ବଣାଇ, ୨୬।୧୨(ସ୍ବ.ପ୍ର.)-ଓଡ଼ିଶା ଅଲମ୍ପିକ ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ଏବଂ ଆର୍ଟସ ଟେମ୍ପୁଲର ୯ମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲାର ଗୁରୁ ଭିକାରୀ ନାୟକ କଳାମଣ୍ଡପଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର…
ଫଟୋଗ୍ରାଫର ଆହତ ହେବାରୁ ଖେଳ ବାଧାପ୍ରାପ୍ତ
ସେଞ୍ଚୁରିୟାନ,୨୬।୧୨(ଏଏଫ୍ପି)- ଏଠାରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ ଭିନ୍ନ କାରଣ ଯୋଗୁ ବିଳମ୍ଭରେ ଆରମ୍ଭ ହୋଇଥିଲା। ମ୍ୟାଚ୍ବେଳେ ସାଇଟ୍ ସ୍କ୍ରିନ ଆଗରେ ଫଟୋଗ୍ରାଫର ଖ୍ରିଷ୍ଟିଆନ କଟ୍ଜେ ଆହତ ହୋଇ ଯାଇଥିଲେ। ଫଟୋ ଉଠାଉଥିବବେଳେ ସେ…
Archives


