କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି: ‘ଦର୍ଶକଙ୍କ ଉପସ୍ଥିତିରେ ଆମେ ଉଲ୍ଲସିତ’
ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ଏପର୍ଯ୍ୟନ୍ତ ଓଡ଼ିଶା ଏଫସି ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ଡାଇନାମସରୁ ଓଡ଼ିଶା ଏଫସିରେ ପରିଣତ ହୋଇଥିବା ଏହି ଦଳ ଏଠାରେ ଖେଳିଥିବା ୨ଟିଯାକ ମ୍ୟାଚରେ ବିଜୟୀ ହୋଇଛି। ଆସନ୍ତା ଶନିବାର ଦଳ ଏଠାରେ…
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ରଙ୍ଗାରଙ୍ଗ ଉଦ୍ଘାଟନ ଉତ୍ସବ ପାଇଁ ପ୍ରସ୍ତୁତି
ଗୁଆହାଟୀ,୯।୧(ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ଆୟୋଜକମାନେ ପ୍ରସ୍ତୁତିରେ କୌଣସି ହେଳା କରିବାକୁ ଚାହୁଁନାହାନ୍ତି। ଏହି ମେଗା ଇଭେଣ୍ଟ ଉଦ୍ଘାଟନୀ ଉତ୍ସବକୁ ରଙ୍ଗାରଙ୍ଗ୍…
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ପରିବେଶ ସୁରକ୍ଷା ପାଇଁ ବ୍ୟବହାର ହେବ ଇଲେକ୍ଟ୍ରିକ କାର୍
ଗୁଆହାଟୀ,୯।୧(ପି.ଟି.)- ବିଭିନ୍ନ ଦୃଷ୍ଟିକୋଣରୁ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଏଥର ବିଶେଷ ଗୁରୁତ୍ୱ ବହନ କରିବ। ଏହା ସାରା ଦେଶରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର କରିବା ସଙ୍ଗେସଙ୍ଗେ ପରିବେଶ ତଥା ପର୍ଯ୍ୟାବରଣର ସୁରକ୍ଷା ଓ ଉନ୍ନତି ପାଇଁ ଦୃଷ୍ଟାନ୍ତମୂଳକ ଉଦାହରଣ…
୧୯ ବର୍ଷରୁ କମ୍ ବିଶ୍ୱକପ୍: ଅମ୍ପାୟର ତାଲିକାରେ ଅନିଲ ଏକମାତ୍ର ଭାରତୀୟ
ଦୁବାଇ,୯।୧(ପି.ଟି.)- ଆସନ୍ତା ୧୭ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୯ ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ମ୍ୟାଚ୍ ଅଫିସିଆଲ ଓ ଅମ୍ପାୟର ତାଲିକା ପ୍ରକାଶିତ ହୋଇଛି। ଏଥିରେ ଏକମାତ୍ର ଭାରତୀୟ ଭାବେ ଅନିଲ…
ଆଖିରେ କପଡା ବାନ୍ଧି ଏହିଭଳି ଖାଦ୍ୟ ଚିହ୍ନିଲେ ଇର୍ଫାନ, ହରଭଜନ
ଇନ୍ଦୋର,୮।୧: ଭାରତ-ଶ୍ରୀଲଙ୍କା ଭିତରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଥିଲା। ତେବେ ଏହା ପୂର୍ବରୁ ଭାରତୀୟ ଖେଳାଳିଙ୍କ କିଛି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର…
କେଉଁ ଭଳି ଆରମ୍ଭ ହୋଇଥିଲା ରଣଜୀ ଟ୍ରଫି
ରଣଜୀ ଟ୍ରଫି ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘରୋଇ କ୍ରିକେଟ ପ୍ରତିଯୋଗିତା। ଏଥିରୁ ହିଁ ଖେଳାଳିଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଏ। କିନ୍ତୁ ଏହି ରଣ୍ଜୀ ଟ୍ରଫି ପ୍ରଥମେ କେଉଁ ଭଳି ଆରମ୍ଭ ହୋଇଥିଲା, ତାହା ପ୍ରାୟ ପ୍ରଶଂସକଙ୍କୁ ଜଣା ନ…
କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଲେ
ଦୁବାଇ,୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ପୂର୍ବପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ତଳକୁ ଖସିଛନ୍ତି।…
ମାଲେସିଆ ମାଷ୍ଟର୍ସ: ସିନ୍ଧୁ, ସାଇନା, ପ୍ରଣୟ ୨ୟ ରାଉଣ୍ଡରେ
କୁଆଲାଲୁମ୍ପୁର, ୮।୧(ପି.ଟି.): ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପି.ଭି. ସିନ୍ଧୁ, ସାଇନା ନେହ୍ବାଲ ଓ ଏଚ୍.ଏସ୍. ପ୍ରଣୟ ବିଜୟରୁ ୨୦୨୦ ବର୍ଷ ଆରମ୍ଭ କରିଛନ୍ତି। ବୁଧବାର ଏଠାରେ ଖେଳାଯାଇଥିବା ମାଲେସିଆ ମାଷ୍ଟର୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ସିନ୍ଧୁ, ସାଇନା ଓ ପ୍ରଣୟ ବିଜୟ…
ଟି୨୦ରେ ରଶିଦଙ୍କ ୩ୟ ହ୍ୟାଟ୍ରିକ
ଆଡିଲେଡ୍,୮।୧- ଆଫଗାନିସ୍ତାନର ଯୁବ ଲେଗ୍ ସ୍ପିନର ରଶିଦ ଖାଁ ଟି୨୦ କ୍ୟାରିୟରରେ ତୃତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଛନ୍ତି। ଚଳିତ ବିଗ୍ ବାଶ ଲିଗ୍(ବିବିଏଲ)ରେ ସିଡ୍ନୀ ସିକ୍ସର୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି ସଫଳତା ପାଇଛନ୍ତି। ଆଡିଲେଡ୍ ଷ୍ଟ୍ରାଇକର୍ସ…
ଅଧିନାୟକ କୋହଲିଙ୍କ ମାଇଲଷ୍ଟୋନ
ଇନ୍ଦୋର,୮।୧- ବିରାଟ କୋହଲି ଅଧିନାୟକ ଭାବେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ହଜାର ରନ୍ ପୂରଣ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ୩୦ ରନର ଅପରାଜିତ ଇନିଂସ ଖେଳିବା ଅବସରରେ କୋହଲି ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଅଧିନାୟକ…
ସାଇବର କ୍ରାଇମ ଶିକାର ହେଲେ ପୂର୍ବତନ ଅଷ୍ଟ୍ରେଲିଆ କୋଚ୍
ସିଡ୍ନୀ,୮।୧- ଅଷ୍ଟ୍ରେଲିଆର ପୂର୍ବତନ କୋଚ୍ ଡାରେନ ଲିମ୍ୟାନ ସାଇବର କ୍ରାଇମ ଶିକାର ହୋଇଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ କରିଦିଆଯାଇଛି। ଆକାଉଣ୍ଟର ନାମ ପରିବର୍ତ୍ତନ କରି କାସିମ ସୁଲେମାନି କରାଯିବା ସହ ସେଥିରେ ଆମେରିକା ଓ ଇରାନ ବିବାଦ ସମ୍ପକିତ କିଛି…
ହରଭଜନଙ୍କ ବୋଲିଂ ଶୈଳୀ କପି କଲେ କୋହଲି
ଇନ୍ଦୋର,୮।୧- ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂଙ୍କ ବୋଲିଂ ଶୈଳୀ ଅନ୍ୟ ସ୍ପିନରଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏକଥା କ୍ରିକେଟ ପ୍ରଶଂସକଙ୍କୁ ଜଣା। ତାଙ୍କର ଭିନ୍ନ ବୋଲିଂ ଶୈଳୀ ଯୋଗୁ ସେ କ୍ରିକେଟରେ ବହୁ ସଫଳ ହୋଇଥିଲେ। ତାଙ୍କ ବୋଲିଂ…
Archives


