ଭାରତର ମୁଣ୍ଡବିନ୍ଧା ବଢାଇଲେ ରୋହିତ ଶର୍ମା: ସେମିଫାଇନାଲ୍ ପୂର୍ବରୁ…
ଦୁବାଇ,୨୭।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପୂର୍ବରୁ ଭାରତର ମୁଣ୍ଡବିନ୍ଧା ବଢିଛି। ଦଳର ଅଦତ୍ନାୟକ ରୋହିତ ଶର୍ମା ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଏବେ ସୁସ୍ଥ ହୋଇନାହାନ୍ତି। ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ମାଂସପେଶୀରେ...
ପୃଥ୍ବୀ ଶ’ ହେଲେ ଅଧିନାୟକ, ଫିଟ୍ ହେଉ ହେଉ ମାରିଲେ ୨୭ ଚୌକା
ନୂଆଦିଲ୍ଲୀ,୨୭।୨: ପୁଣି ଥରେ ଫର୍ମକୁ ଫେରିଛନ୍ତି ପୃଥ୍ବୀ ଶ’। ଏହି ବିସ୍ଫୋରକ ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କର ଖରାପ ଫିଟନେସ ଯୋଗୁ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରୁ ବାହାର ହୋଇଯାଇଥିଲେ। କିନ୍ତୁ ଏବେ ଏହି ଖେଳାଳି ଫେରି ନିଜ...
ଆଫଗାନିସ୍ତାନ ଜିତିବା ପରେ ପୁଣି ନାଚିଲେ ଇରଫାନ ପଠାନ୍, Video ଦେଖିବା ପରେ କାହିଁକି ଆପତ୍ତି ଉଠାଇଲେ ରଶିଦ?
ନୂଆଦିଲ୍ଲୀ,୨୭।୨: ୨୦୨୩ ବିଶ୍ୱକପ୍ ସମୟରେ ପାକିସ୍ତାନକୁ ଆଫଗାନିସ୍ତାନ ପରାଜିତ କରିବା ପରେ ଖୁସିରେ ନାଚିଥିଲେ ଭାରତୀୟ କ୍ରିକେଟର ଇରଫାନ ପଠାନ। ଏବେ ପୁଣି ଥରେ ଇରଫାନ ସେଭଳି ଆଉ ଏକ ନାଚୁଥିବାର ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। କାରଣ...
Champions Trophy ଶେଷ ହେବା ପରେ ବଦଳିଯିବେ ଏହି ୪ ଟିମ୍ର ଅଧିନାୟକ? ଜାଣନ୍ତୁ କାହା ମୁଣ୍ଡରେ ଝୁଲୁଛି ଖଣ୍ଡା
ନୂଆଦିଲ୍ଲୀ,୨୭।୨: ଚାମ୍ପିଅନ୍ସ ଟ୍ରଫିରେ ଖେଳୁଥିବା ଆଠଟି ଦଳ ମଧ୍ୟରୁ ଚାରି ଦଳର ଅଧିନାୟକଙ୍କ ଉପରେ ଝୁଲୁଛି ଖଣ୍ଡା। ଟୁର୍ନାମେଣ୍ଟ ଶେଷ ହେବା ପରେ ସେ କେବଳ ଅଧିନାୟକ ପଦରୁ ନୁହେଁ ବରଂ ଦଳରୁ ମଧ୍ୟ ବାଦ୍ ପଡ଼ିପାରନ୍ତି। ଏମାନଙ୍କ ମଧ୍ୟରେ...
Virat Kohli kiss His Locket: ଶତକ ମାରିବା ପରେ କାହିଁକି ନିଜ ଲକେଟ୍କୁ କିସ୍ କରନ୍ତି କୋହଲି, କାରଣ ଜାଣିଲେ ତାଜୁବ ହେବେ…
ନୂଆଦିଲ୍ଲୀ,୨୭।୨: ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଖେଳି ଟିମ ଇଣ୍ଡିଆ ବିଜୟର ମୁକୁଟ ପିନ୍ଧିସାରିଛି । ଟିମର ପ୍ରତିଟି ଖେଳାଳିଙ୍କ ପ୍ରୟାସରେ ବିଜୟର ସ୍ବାଦ ଚାଖିଛି ଭାରତ ଆଉ ମାତ ଖାଇଛି ପାକିସ୍ତାନ । ଦୁବାଇ ମୈଦାନରେ କିଙ୍ଗ କୋହଲିଙ୍କ...
AFG vs ENG Match: ଚାମ୍ପିଅନ୍ସ ଟ୍ରଫିରେ ବଡ଼ ବିପର୍ଯ୍ୟୟ, ଇଂଲଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ, ଇତିହାସ ରଚିଲେ ଜାଦ୍ରାନ୍
ନୂଆଦିଲ୍ଲୀ,୨୬।୨: ପ୍ରଥମ ଏବଂ ସବୁଠାରୁ ବଡ଼ ବିପର୍ଯ୍ୟୟ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଦେଖାଯାଇଛି। ଦୁର୍ବଳ ଆଫଗାନିସ୍ତାନ ଦଳ ଇଂଲଣ୍ଡ ଭଳି ବିଶ୍ୱ ଚାମ୍ପିଅନ ଦଳକୁ ପରାସ୍ତ କରିଛି। ହସମତୁଲ୍ଲା ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ୮...
BCCI ନିୟମ ଭାଙ୍ଗିଲେ କୋହଲି? ଚାମ୍ପିଅନ୍ସ ଟ୍ରଫି ମଧ୍ୟରେ ଭାଇରାଲ ଫଟୋକୁ ନେଇ ଉଠୁଛି ପ୍ରଶ୍ନ
ନୂଆଦିଲ୍ଲୀ,୨୬।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଏବେ ଦଳର ନଜର ଏବେ ଫାଇନାଲରେ ପ୍ରବେଶ କରିବା ଉପରେ ରହିଛି। ସେମିଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗ୍ରୁପ ପର୍ଯ୍ୟାୟରେ...
ଚାମ୍ପିଅନ୍ସ ଟ୍ରଫିରେ ଅନେକ ରେକର୍ଡ ଭାଙ୍ଗିଲେ ଇବ୍ରାହିମ୍ ଜାଦ୍ରନ୍, ପଛରେ ପଡିଲେ ସଚିନ
ନୂଆଦିଲ୍ଲୀ,୨୬ା୨: ବୁଧବାର ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍ ବି ମୁକାବିଲାରେ ଆଫଗାନିସ୍ତାନର ଇବ୍ରାହିମ୍ ଜାଦ୍ରନ୍ ୧୪୬ ବଲ୍ ରେ ୧୭୭ ରନ୍ କରି ଇଂଲଣ୍ଡ ବିପକ୍ଷରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଏହି ଇନିଂସ ସହିତ ଜାଦ୍ରନ୍ ଅନେକ ରେକର୍ଡ...
ସନ୍ନ୍ୟାସ ନେବେ ପାକିସ୍ତାନର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍, ଚାମ୍ପିଅନ୍ସ ଟ୍ରଫି ପରାଜୟକୁ ନେଇ PCBରେ ହଙ୍ଗାମା
ଇସଲାମାବାଦ,୨୬।୨: ଘରୋଇ ମଇଦାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଦଳରେ ଅଶାନ୍ତି ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତଠାରୁ ପରାଜୟ ପରେ ଏବେ ପାକିସ୍ତାନ କ୍ରିକେଟ ଦଳର ଜଣେ ବଡ଼ ଖେଳାଳି ଅବସର ନେବାକୁ...
Champions Trophy: ଚାମ୍ପିଅନ୍ସ ଟ୍ରଫିରେ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଲେ ପାକିସ୍ତାନର ପୋଲିସ କର୍ମଚାରୀ, ୧୦୦ରୁ ଅଧିକ Suspend
ନୂଆଦିଲ୍ଲୀ,୨୬।୨: ଏଥର ପଡ଼ୋଶୀ ଦେଶ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ସାଜିଛି। ପ୍ରାୟ ୨୯ ବର୍ଷ ପରେ କୌଣସି ଟୁର୍ନାମେଣ୍ଟର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି, ହେଲେ ଏହାର ଟିମ୍ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛି। ଏସବୁ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ...
ହଠାତ୍ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର
ନୂଆଦିଲ୍ଲୀ,୨୬।୨: ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଅବସର ଘୋଷଣା କରି ଚମକାଇଛନ୍ତି। ତାଙ୍କ ୧୬ ବର୍ଷର କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ହେଲେ ଜାସନ ବେହେରେଣ୍ଡର୍ଫ। ବର୍ତ୍ତମାନ ସେ ରାଜ୍ୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଅର୍ଥାତ ସେ ଟି-୨୦ ଲିଗ୍ରେ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସବୁଠାରୁ ବଡ଼ ଶକ୍ତି ‘ହନୁମାନ ଚାଳିଶା’
ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟ ଟିମ୍ ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପହଞ୍ଚି ସାରିଛି। ଦଳ ମାର୍ଚ୍ଚ ୨ ରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଏହା ପୂର୍ବରୁ ଅନେକ ଭାରତୀୟ ଖେଳାଳି ସାକ୍ଷାତକାର...
Archives


