ଖେଳ

ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ

ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ କହିଛନ୍ତି। ଟୋକିଓରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସରେ...

ବୟସ ଜାଲିଆତି: ରଣଜୀ ଟ୍ରଫିରୁ କାଲରା ୧ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨।୧(ପି.ଟି.)- ବୟସ ଜାଲିଆତିରେ ଧରାପଡିଛନ୍ତି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ହିରୋ ମନଜୋତ କାଲରା। ଗତ ବିଶ୍ୱକପ୍‌ ଫାଇନାଲରେ ଶତକ ହାସଲ କରିଥିବା ଯୁବ ବାମହାତୀ ଓପନର କାଲରା ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଓମ୍ବୁଡ୍ସମ୍ୟାନଙ୍କ ଦ୍ୱାରା...

୪ ଦିନିଆ ଟେଷ୍ଟକୁ ଲିୟନ, ଲାଙ୍ଗରଙ୍କ ନାପସନ୍ଦ

ସିଡ୍‌ନୀ,୨।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟ ଫର୍ମାଟକୁ ଅଷ୍ଟ୍ରେଲିଆର କେତେକ ଆଗଧାଡ଼ିର କ୍ରିକେଟର ନାପସନ୍ଦ କରିଛନ୍ତି। ନୂଆ ଫର୍ମାଟରେ ଖେଳାଯିବାକୁ ଥିବା ଟେଷ୍ଟର ଏହି ଫର୍ମାଟକୁ ସେମାନେ ବିରୋଧ କରିଛନ୍ତି। ଏଭଳି ପ୍ରସ୍ତାବ ନିହାତି ହାସ୍ୟାସ୍ପଦ ବୋଲି ଅଷ୍ଟ୍ରେଲିଆ ସ୍ପିନର...

ଦଶନ୍ଧିର ଦିନିକିଆ, ଟି୨୦ ଦଳରେ ଧୋନୀ, ଟେଷ୍ଟରେ କୋହଲିଙ୍କୁ ନେତୃତ୍ୱ

ନୂଆଦିଲ୍ଲୀ,୨।୧(ପି.ଟି.)- ଇଏସ୍‌ପିଏଏନ୍‌ କ୍ରିକ୍‌ଇନ୍‌ଫୋ ତରଫରୁ ଗତ ଏକ ଦଶନ୍ଧିର ଦିନିକିଆ, ଟି୨୦ ଓ ଟେଷ୍ଟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟି୨୦ ଦଳରେ ମହେନ୍ଦ୍ର ସିଂ ଧୋନୀଙ୍କୁ ନେତୃତ୍ୱ ଦିଆଯାଇଥିବା ବେଳେ ଟେଷ୍ଟରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ...

ନୂଆବର୍ଷରେ ହାର୍ଦ୍ଦିକଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ,୨।୧ (ପି.ଟି.)- ନୂଆବର୍ଷର ପ୍ରଥମ ଦିନରେ ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିର୍ବନ୍ଧ କଥା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛିି। ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡ୍ୟା ଏ...

କ୍ରୀଡ଼ାବିତ୍‌ଙ୍କ ନୂଆ ବର୍ଷ ପାଳନ

ନୂଆଦିଲ୍ଲୀ, ୧।୧: ନୂତନ ବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଭାରତୀୟ କ୍ରୀଡ଼ା ଜଗତର ତାରକା ଖେଳାଳିମାନେ ସୋସିଆଲ ମିଡିଆର ସହାୟତା ନେଇଥିଲେ। ବିଭିନ୍ନ ସୋସିଆଲ ମିଡିଆରେ ଭାରତୀୟ ଖେଳାଳିମାନେ ନୂଆ ବର୍ଷ ପାର୍ଟିର ଫଟୋ ଶେୟାର କରିବା ସହିତ...

ଭାରତ ବିପକ୍ଷ ଟି୨୦ ସିରିଜ ଲାଗି ମାଥ୍ୟୁସ ଫେରିଲେ

କଲମ୍ବୋ, ୧।୧ (ପି.ଟି.): ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ବୁଧବାର ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଲସିଥ୍‌ ମାଲିଙ୍ଗାଙ୍କ ନେତୃତ୍ୱରେ ଘୋଷିତ ୧୬ ଜଣିଆ ଦଳକୁ ଭେଟେରାନ ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୨ ବର୍ଷୀୟ...

ସିଡ୍‌ନୀ ଟେଷ୍ଟକୁ ପ୍ରଭାବିତ କରିପାରେ ଧୂଆଁ

ସିଡ୍‌ନୀ,୧।୧(ଏପି)- ନ୍ୟୁ ସାଉଥ୍‌ ଓ୍ବେଲ୍ସ ଜଙ୍ଗଲରେ ନିଆଁ ଲାଗିଥିବାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପ୍ରଭାବିତ ହେବାର ବିଶେଷ ସମ୍ଭାବନା ରହିଛି। ସେଠାକାର ବାସିନ୍ଦାଙ୍କ ପାଇଁ ବାୟୁର ମାନ ଚିନ୍ତାଜନକ ହୋଇ...

ଏହି ଶିଶୁ କ୍ରିକେଟରଙ୍କୁ ଦେଖି ସଚିନଙ୍କ ଆଖିରେ ଆସିଲା ଲୁହ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନୂଆବର୍ଷକୁ ଏକ ଭାବୁକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର କରି ଆରମ୍ଭ କରିଛନ୍ତି। ନିଜ ବ୍ୟାଟିଂ ଦ୍ୱାରା କୋଟି କୋଟି ଲୋକଙ୍କ ପ୍ରେରଣା ସାଜିଥିବା ସଚିନ ଟୁଇଟରରେ ଏକ ଭାବୁକ ଭିଡିଓ ଶେୟାର...

ସର୍ବିୟା ଅଭିନେତ୍ରୀଙ୍କୁ ପଟାଖା କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୧।୧- ଆହତ ସମସ୍ୟା ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଛାଡ଼ିଛନ୍ତି। ଉକ୍ତ ଫଟୋରେ ହାର୍ଦ୍ଦିକଙ୍କ ସହ ରହିଛନ୍ତି ସର୍ବିୟା ଅଭିନେତ୍ରୀ ନତାସା ଷ୍ଟକୋବିଚ। ଏହାର କ୍ୟାପଶନରେ ଲେଖିଛନ୍ତି, ପଟଖା (ବମ୍‌)...

ରୋନାଲ୍ଡୋଙ୍କ ହେୟାର ଷ୍ଟାଇଲକୁ ପ୍ରଶଂସକଙ୍କ ନାପସନ୍ଦ

ରୋମ,୧।୧- ଲୋକପ୍ରିୟତ ଅନ୍ତର୍ଜାତୀୟ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନୂଆ ହେୟାର ଷ୍ଟାଇଲକୁ ପ୍ରଶଂସକମାନେ ନା ପସନ୍ଦ କରିଛନ୍ତି। ପର୍ତ୍ତୁଗାଲ ଷ୍ଟାରଙ୍କୁ ଚଳିତ ସପ୍ତାହରେ ଦୁବାଇଠାରେ ଗ୍ଲୋବ ସକର ପୁରସ୍କାର ବିତରଣ ଉତ୍ସବରେ ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।...

ହୋଇପାରିଥାନ୍ତେ ବଡ଼ ଖେଳାଳି, ଆହତ ସମସ୍ୟା ସବୁ ଛଡ଼ାଇନେଲା

ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ଖେଳାଳି ହେବାର ଯୋଗ୍ୟତା ଥିଲା। ହେଲେ ଆହତ ସମସ୍ୟା ପଲ ବାଲଥାଟିଙ୍କଠାରୁ ସବୁ କିଛି ଛଡ଼ାଇନେଲା। ୨୦୧୧ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିବା ବାଲଥାଟି ମୋହାଲିଠାରେ ୬୩...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri