ଖେଳ

ଇଣ୍ଟରନେଟ୍‌ ସର୍ଚ୍ଚରେ ଏକ ନମ୍ବର ସ୍ଥାନରେ ବିରାଟ କୋହଲୀ: ଦ୍ୱିତୀୟ ସ୍ଥାନରେ ଧୋନୀ

ନୂଆଦିଲ୍ଲୀ,୨୧।୧: କ୍ରିକେଟ୍‌ ଖେଳରେ ଶ୍ରେଷ୍ଠତ୍ୱ ଜାରି ରଖିଥିବା ବିରାଟ କୋହଲୀ ଇଣ୍ଟରନେଟ୍‌ ସର୍ଚ୍ଚରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛନ୍ତି। ୨୦୧୫ ଡିସେମ୍ବର ରୁ ୨୦୧୯ ଡିସେମ୍ବର ମଧ୍ୟରେ ସର୍ବାଧିକ ୟୁଜର ବିରାଟଙ୍କୁ ସର୍ଚ୍ଚ କରିଛନ୍ତି। ଏନେଇ ହୋଇଥିବା ଏକ...

ଜେକେଏସ ରାଜ୍ୟ କରାଟେ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଓକିନଓ୍ବା କରାଟେ ସ୍କୁଲ ଆନୁକୂଲ୍ୟରେ ଜାପାନ କରାଟେ ସୋତୋକାଇ(ଜେକେଏସ) କରାଟେ ଚାମ୍ପିୟନଶିପ୍‌ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ସଫଳତାର ସହିତ ସମ୍ପନ୍ନ ହୋଇଛି। କେବଳ ଜେକେଏସ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ୭୦୦ ପ୍ରତିଯୋଗୀ ଓ...

ମନୋଜ ତିଓ୍ବାରୀଙ୍କ ତ୍ରିଶତକ

କଲ୍ୟାଣୀ (ପଶ୍ଚିମ ବଙ୍ଗ), ୨୧ା୧ (ପି.ଟି.)- ହାଇଦ୍ରାବାଦ ବିପକ୍ଷ ଗ୍ରୁପ୍‌ ଏ’ ରଣଜୀ ଟ୍ରଫି ମ୍ୟାଚରେ ସିନିୟର ବ୍ୟାଟ୍ସମ୍ୟାନ ମନୋଜ ତିଓ୍ବାରୀଙ୍କ ତ୍ରିଶତକ ସହାୟତାରେ ବେଙ୍ଗଲ ନିଜ ସ୍ଥିତିକୁ ସୁଦୃଢ କରିଛି। ଦେଶ ତରଫରୁ ୧୨ ଅନ୍ତର୍ଜାତୀୟ ଦିନିକିଆ ଏବଂ...

ଗଲ୍ଫ ସିଜନ ଆରମ୍ଭରୁ ଲଖିଙ୍କୁ ସଫଳତା

ଭୁବନେଶ୍ବର, ୨୧ା୧(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ଏକ ନମ୍ବର ମହିଳା ଗଲ୍ଫର ଲଖି ସ୍ବାଇଁ ଚଳିତ ସିଜନ ଆରମ୍ଭରୁ ସଫଳତା ପାଇଛନ୍ତି। ଭୁବନେଶ୍ବର ଗଲ୍ଫ କୋର୍ସର ନୂଆ ସିଜନ (୨୦୧୯-୨୦)ର ପ୍ରଥମ ଦୁଇ ପ୍ରତିଯୋଗିତା ହୋଲ୍‌-ଇନ୍‌-ୱାନ ଏବଂ କଳିଙ୍ଗ ଟ୍ରଫିର ମହିଳା...

ଓଡ଼ିଶା ଏଫସି ସହ ନନ୍ଦକୁମାରଙ୍କ ଚୁକ୍ତିମିଆଦ ବୃଦ୍ଧି

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଣ୍ଡିଆନ ସୁପର ଲିଗ୍‌ ଦଳ ଓଡ଼ିଶା ଏଫସି ଓ୍ବିଙ୍ଗର ନନ୍ଦକୁମାର ସେକରଙ୍କ ଚୁକ୍ତିମିଆଦକୁ ବୃଦ୍ଧି କରିଛି। ଏହି ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଭୁବନେଶ୍ୱର ଭିତ୍ତିକ କ୍ଲବ ସହ ୨୦୨୩ ପର୍ଯ୍ୟନ୍ତ ରହିବେ। ଏ ସମ୍ପର୍କରେ କ୍ଲବ ଏବଂ...

ପ୍ରତ୍ୟାଶାଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ବାଳିକା ସନ୍ତରଣରେ ଓଡ଼ିଶାର ପ୍ରତ୍ୟାଶା ରାୟଙ୍କୁ ଦ୍ୱିତୀୟ ପଦକ ମିଳିଛି। ସୋମବାର ଅନୁଷ୍ଠିତ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟରେ ସେ ରୌପ୍ୟ...

୩ୟ ଟେଷ୍ଟ :ଇନିଂସ ବିଜୟ ସହ ଇଂଲଣ୍ଡର ଅଗ୍ରଣୀ

ପୋର୍ଟ ଏଲିଜାବେଥ୍‌, ୨୦।୧ (ଏଏଫ୍‌ପି)- ସ୍ଥାନୀୟ ସେଣ୍ଟ ଜଜର୍‌ସ ପାର୍କଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ୩ୟ ଟେଷ୍ଟ ମ୍ୟାଚ୍‌କୁ ଭ୍ରମଣକାରୀ ଇଂଲଣ୍ଡ ଏକ ଇନିଂସ ଓ ୫୩ ରନରେ ବିଜୟୀ ଲାଭ କରିଛି। ଏହି ବିଜୟ ସହ ଜୋ...

ଅଷ୍ଟ୍ରେଲିଆନ୍‌ ଓପନ୍‌ : ସେରେନା, ଜୋକୋଭିଚ୍‌, ଫେଡ୍‌ରରଙ୍କ ବିଜୟ ଅଭିଯାନ

ମେଲବୋର୍ନ, ୨୦।୧ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ତଥା ଅଷ୍ଟ୍ରେଲିଆନ ଓପନ୍‌ର ୧୦୮ତମ ସଂସ୍କରଣ ସୋମବାରଠାରୁ ସ୍ଥାନୀୟ ମେଲବୋର୍ନ ପାର୍କଠାରେ ଆରମ୍ଭ ହୋଇଛି। ମହିଳା ଓ ପୁରୁଷ ବିଭାଗରେ ତିନି କିମ୍ବଦନ୍ତୀ ଖେଳାଳି ସେରେନା ଓ୍ବିଲିୟମ୍ସ, ନୋଭାକ ଜୋକୋଭିଚ୍‌ ଓ...

ଆଟ୍‌ଲେଟିକୋ ମାଡ୍ରିଡ୍‌ରେ ଯୋଗଦେବେ ପିଏସ୍‌ଜି ଷ୍ଟାର

ଲୋରିଏଣ୍ଟ(ଫ୍ରାନ୍ସ),୨୦।୧(ଏଏଫ୍‌ପି)- ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) କ୍ଲବର ଷ୍ଟାର ଇଡିନସନ କାଭାନି ଦଳ ଛାଡ଼ିବା ନେଇ ଜଣାଇ ଦେଇଛନ୍ତି। ସେ ଲା ଲିଗା ଲିଗ୍‌ କ୍ଲବ ଆଟ୍‌ଲେଟିକୋ ମାଡ୍ରିଡ୍‌ରେ ଯୋଗଦେବେ। ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆମେ ଏବେ...

ଟାଟା ମୁମ୍ବାଇ ମାରାଥନରେ ଧାବକଙ୍କ ମୃତ୍ୟୁ

ମୁମ୍ବାଇ,୨୦।୧- ଟାଟା ମୁମ୍ବାଇ ମାରାଥନରେ ଘଟିଛି ଅଘଟଣ। ରବିବାର ଅନୁଷ୍ଠିତ ମାରାଥନବେଳେ ଜଣେ ୬୪ ବର୍ଷୀୟ ଧାବକ ହୃଦ୍‌ଘାତରେ ପ୍ରାଣ ହରାଇଥିବା ଅଫିସିସିଆଲ କହିଛନ୍ତି। ମୃତକଙ୍କ ନାମ ଗଜାନନ ମାଲଜାଲକର। ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ତାଙ୍କ ଘର...

କୋହଲିଙ୍କ ଚିତା ଫଟୋ ଭାଇରାଲ

ବେଙ୍ଗାଲୁରୁ,୨୦।୧- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଚମତ୍କାର କ୍ୟାଚ୍‌ ନେଇ ମାର୍ନୁସ ଲାବୁସେନଙ୍କୁ ଆଉଟ୍‌ କରିଥିଲେ। ସେହି କ୍ୟାଚ୍‌ବେଳେ କୋହଲିଙ୍କ ଛାଇ ପୂରା ଚିତାବାଘ ଭଳି ଦେଖାଯାଉଥିଲା। ଏହି ଫଟୋ...

କୋହଲି ଦ୍ରୁତତମ ଅଧିନାୟକ

ବେଙ୍ଗାଲୁରୁ,୨୦।୧ – ବିରାଟ କୋହଲି ଦିନିକିଆ ଫର୍ମାଟ୍‌ରେ ଅଧିନାୟକ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର ଦ୍ରୁତତମ ଅଧିନାୟକ। ୫ ହଜାର ରନ୍‌ କରିବା ପାଇଁ କୋହଲିଙ୍କୁ ମାତ୍ର ୮୨...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri