ଖେଳ

ବିଶ୍ୱ ଚାମ୍ପିଅନ ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କାବର୍ଷା କଲେ ମହାରାଷ୍ଟ୍ର ସରକାର, ଦେଲେ ଏତେ କୋଟି…

ନୂଆଦିଲ୍ଲୀ,୭।୧୧: ମହାରାଷ୍ଟ୍ର ସରକାର ବିଶ୍ୱକପ ବିଜୟୀ ଉପ-ଅଧିନାୟିକା ସ୍ମୃତି ମନ୍ଧାନା, ରାଧା ଯାଦବ ଏବଂ ଜେମିମାଙ୍କୁ ସମ୍ମାନିତ କରିଛନ୍ତି, ଯେଉଁମାନେ ସମସ୍ତେ ଭାରତର ବିଶ୍ୱକପ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ମୁଖ୍ୟମନ୍ତ୍ରୀ…

ପୁଣି ପାକିସ୍ତାନକୁ ଧୋଇଦେଲା ଭାରତ: ୨ ରନ୍‌ରେ ଜିତିଲା…

ନୂଆଦିଲ୍ଲୀ,୭।୧୧: ଆଜି ହଂକଂ ସିକ୍ସେସ ୨୦୨୫ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଭାରତ ପାକିସ୍ତାନକୁ ୨ ରନରେ ପରାସ୍ତ କରିଛି। ହଂକଂର ମଙ୍ଗ କକ୍‌ରେ ଖେଳାଯାଇଥିବା ଏହି ମ୍ୟାଚରେ, ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୮୬ ରନ…

ମ୍ୟାଚ୍‌ ମଝିରେ ହଠାତ୍‌ ଭୟଙ୍କର ରାଗିଗଲେ ସୂର୍ଯ୍ୟକୁମାର: କଲେ ଏମିତି କାମ

କାରାରା,୭।୧୧: ଭାରତର ଟି-୨୦ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ପଡ଼ିଆରେ ତାଙ୍କର ସଂଯମ ଆଚରଣ ପାଇଁ ଜଣାଶୁଣା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି-୨୦ ସମୟରେ, ତାଙ୍କୁ ରାଗ ମୁଡ୍‌ରେ ଦେଖିବାକୁ ମିଳିଥିଲା। ଗୋଟିଏ ସମୟରେ ସେ ନିଜର…

ଗୋଟିଏ ଓଭରରେ ୬ଟି ଛକା ମାରିଲେ ପାକିସ୍ତାନ ଷ୍ଟାର୍ ଆଫ୍ରିଦି

ନୂଆପଡ଼ା,୭।୧୧: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ୨୪ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଅବ୍ବାସ୍ ଆଫ୍ରିଦି ହଂକଂ ସିକ୍ସେସ୍‌ ଟୁର୍ଣ୍ଣାମେଣ୍ଟରେ ଏକ ବିରଳ ରେକର୍ଡର ସମକକ୍ଷ ହୋଇଛନ୍ତି। ଶୁକ୍ରବାର କୁଏତ୍ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ସେ ଗୋଟିଏ ଓଭରରେ ୬ଟି ଯାକ…

ଲକ୍ଷାଧିକ ଟଙ୍କା ଭରଣ ପୋଷଣ ପାଇ ବି ସନ୍ତୁଷ୍ଟ ନ ଥିଲେ ମହମ୍ମଦ ଶାମିଙ୍କ ଏକ୍ସ ଓ୍ବାଇଫ, ପହଞ୍ଚିଲେ ସୁପ୍ରିମକୋର୍ଟ, ବିଚାରପତି କହିଲେ…

ନୂଆଦିଲ୍ଲୀ,୭।୧୧: କ୍ରିକେଟର ମହମ୍ମଦ ଶାମିଙ୍କ ପୂର୍ବତନ ପତ୍ନୀ ହାସିନ ଜାହାନ ତାଙ୍କ ଭରଣପୋଷଣ ବୃଦ୍ଧି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର (ନଭେମ୍ବର ୭, ୨୦୨୫) କୋର୍ଟ ଏହି ଆବେଦନ ଉପରେ ପଶ୍ଚିମବଙ୍ଗ ସରକାର ଏବଂ ମହମ୍ମଦ ଶାମିଙ୍କୁ ନୋଟିସ ଜାରି…

ମାତ୍ର ୧୮ ବଲ୍‌ରେ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌: କ୍ରିକେଟ୍‌ ଜଗତରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ହଂକଂ ସିକ୍ସେସ ଟୁର୍ନାମେଣ୍ଟକୁ ବିଜୟ ସହିତ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ମାତ୍ର ୧୮ ବଲ୍‌ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ମ୍ୟାଚକୁ ୬ ଉଇକେଟ୍‌ରେ ଜିତିଥିଲା। ଏହି ପୁଲ ବି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜ୍ୟାକ…

ମୁଁ ୬ଟି ବିୟର୍‌ ପିଇଦେବି କହି ଫସିଲେ ଏହି କ୍ରିକେଟର୍‌: ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଳୀ,୭।୧୧: ଇଂଲଣ୍ଡ ବିପକ୍ଷ ଆସେସ ସିରିଜର ପ୍ରଥମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ନଭେମ୍ବର ୨୧ ତାରିଖରେ ପର୍ଥରେ ଖେଳାଯିବ। ପ୍ୟାଟ କମିନ୍ସଙ୍କ ଆଘାତ ଯୋଗୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ଦଳର ଅଧିନାୟକ ନିଯୁକ୍ତ…

ଏସିଆ କପ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ଦ୍ୱୈତ ଭୂମିକା ଉପରେ ବିସିସିଆଇର ଆପତ୍ତି, ମାମଲାକୁ ICC କୁ ନିଆଯିବ

ନୂଆଦିଲ୍ଲୀ,୭।୧୧: ଏସିଆ କପ ୨୦୨୫ ଶେଷ ହେବାର ପ୍ରାୟ ଛଅ ସପ୍ତାହ ବିତିଗଲାଣି, କିନ୍ତୁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ୨୮ ସେପ୍ଟେମ୍ବରରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ…

ବିସିସିଆଇ, ଅଗରକରଙ୍କ ଉପରେ ବର୍ଷିଲେ ମହମ୍ମଦ ଶାମିଙ୍କ କୋଚ୍‌, କହୁ କହୁ କହିଦେଲେ…

ନୂଆଦିଲ୍ଲୀ, ୭।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ମହମ୍ମଦ ଶାମିଙ୍କୁ ଟିମ ଇଣ୍ଡିଆରୁ ବାଦ ଦିଆଯିବା ପ୍ରସଙ୍ଗ ଜୋର ଧରିଛି। ୨୦୨୫/୨୬ ରଣଜୀ ଟ୍ରଫିର ପ୍ରଥମ ତିନୋଟି ମ୍ୟାଚରେ ୧୫ ଉଇକେଟ୍‌ ନେବା ସତ୍ତ୍ୱେ, ଦକ୍ଷିଣ ଆଫ୍ରିକା ବିପକ୍ଷ…

ଆଶ୍ଚର୍ଯ୍ୟଜନକ ରିଟେନସନ ତାଲିକା ପ୍ରକାଶ କଲା ମୁମ୍ବାଇ, ଜଣେ ୧୭ ବର୍ଷୀୟ ଖେଳାଳିଙ୍କ ଉପରେ କଲା…

ନୂଆଦିଲ୍ଲୀ,୬।୧୧: ଗୁରୁବାର ସମସ୍ତ ଦଳ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ରିଟେନସନ ତାଲିକା ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦଳକୁ ସର୍ବାଧିକ ପାଞ୍ଚ ଜଣ ଖେଳାଳିଙ୍କୁ ରିଟେନ କରିବାକୁ ଅନୁମତି ଦିଆଯାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ସମସ୍ତ ପାଞ୍ଚଟି ସ୍ଥାନ ପୂରଣ…

ଏହି ୫ ସହରରେ T20 ବିଶ୍ୱକପ୍ ୨୦୨୬ କରିବାକୁ BCCIର ନିଷ୍ପତ୍ତି, ଏଠାରେ ହେବ ଫାଇନାଲ୍

ମୁମ୍ବାଇ,୬।୧୧: ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବାକୁ ଥିବା ପୁରୁଷ T20 ବିଶ୍ୱକପ୍ ୨୦୨୬ (ମାର୍ଚ୍ଚ-ଏପ୍ରିଲ୍) ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ICCକୁ ପଠାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, BCCI…

ସୁନ୍ଦରଙ୍କ ଚମତ୍କାର ବୋଲିଂ: ଭାରତର ଜବରଦସ୍ତ ବିଜୟ

କାରାରା,୬।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ୨-୧ରେ ସିରିଜ୍‌ରେ ଆଗୁଆ ହୋଇଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ପରାସ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?