ମହିଳା ତ୍ରି-ରାଷ୍ଟ୍ରୀୟ କ୍ରିକେଟ୍: ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଭାରତ
ମେଲବୋର୍ନ, ୬।୨ (ପି.ଟି.): ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଶୁକ୍ରବାର ଇଂଲଣ୍ଡକୁ ଭେଟିବ। ଭାରତ ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗିତାରେ ଦୁଇ ମ୍ୟାଚ୍ ଖେଳି ଗୋଟିଏ ଲେଖାଏ...
ଚ୍ୟାରିଟି କ୍ରିକେଟ୍ ମ୍ୟାଚ୍ ମେଲବୋର୍ନଙ୍କୁ ସ୍ଥାନାନ୍ତର
ସିଡ୍ନୀ, ୬।୨ (ପି.ଟି.)- ଅଷ୍ଟ୍ରେଲିଆ ବଶ୍ଫାୟାର (ଜଙ୍ଗଲ ପୋଡ଼ି) ଘଟଣାରେ କ୍ଷତିଗସ୍ତ ଲୋକଙ୍କ ପାଇଁ ଖେଳାଯିବାକୁ ଥିବା ଚ୍ୟାରିଟି କ୍ରିକେଟ୍ ମ୍ୟାଚ୍କୁ ମେଲବୋର୍ନ ଜନସନ୍ ଓଭାଲକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହା ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସ୍ସିଜି)ରେ ଶନିବାର ଖେଳାଯିବ...
ଡୋପ୍ ଟେଷ୍ଟରେ ବିଫଳ ହେଲେ ଗ୍ରାଣ୍ଡସ୍ଲାମ ବିଜୟିନୀ
ପ୍ୟାରିସ, ୬।୨ (ଏଏଫ୍ପି)- ପୂର୍ବତନ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ ଡବଲ୍ ଟାଇଟଲ୍ ବିଜୟିନୀ ଆମେରିକାର ଆବିଗେଲ୍ ସ୍ପିଅର୍ସ ଟେନିସରୁ ବାସନ୍ଦ ହୋଇଛନ୍ତି। ଡୋପ୍ ଟେଷ୍ଟରେ ବିଫଳ ହେବା ଯୋଗୁ ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍) ସ୍ପିଅର୍ସଙ୍କୁ ୨୨ ମାସ ଲାଗି...
ନିଜ ମାଟିରେ ପଦାର୍ପଣ ଦିନିକିଆରେ ହାରିଲା ନେପାଳ
କାଠମାଣ୍ଡୁ, ୬।୨- ନେପାଳ କ୍ରିକେଟ୍ ଦଳ ଏହାର ଘରୋଇ ମାଟିରେ ପ୍ରଥମଥର ଏକ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍ ଖେଳିଛି। ଓମାନ ବିପକ୍ଷ ଏହି ମ୍ୟାଚ୍ ସହ ନେପାଳରେ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପଦାର୍ପଣ କରିଥିଲା। ତେବେ ଏହି ମ୍ୟାଚ୍ରେ ନେପାଳକୁ...
ପାକିସ୍ତାନ ମ୍ୟାଚ୍ ପୂର୍ବରୁ ମା’ଙ୍କୁ ଫୋନରେ ଏମିତି କହିଥିଲେ ଯଶସ୍ବୀ
ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦ ଉଇକେଟରେ ହରାଇ ଅଣ୍ଡର୍-୧୯ ବିଶ୍ୱକପର ଫାଇନାଲ ପ୍ରବେଶ କରିଛି ଭାରତ। ଜବରଦସ୍ତ ଫର୍ମରେ ଥିବା ୧୮ ବର୍ଷୀୟ ଯଶସ୍ବୀ ନିଜର ପ୍ରଥମ ବିଶ୍ୱକପ୍ ଶତକ ମାରିଛନ୍ତି। ସେମିଫାଇନାଲରେ ସେ ୧୧୩ ବଲରେ ୮ ଚୌକା ଓ...
ଅଭିଷେକ ସିଏବିର ସର୍ବକନିଷ୍ଠ ସଭାପତି
କୋଲକାତା, ୬।୨ (ପି.ଟି.)- ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ସ୍ବର୍ଗତ ଜଗମୋହନ ଡାଲମିୟାଙ୍କ ପୁଅ ଅଭିଷେକ ସିଏବିର ନୂଆ ସଭାପତି ହୋଇଛନ୍ତି। କ୍ରିକେଟ୍ ଆସୋସିଏଶନ ଅଫ୍ ବେଙ୍ଗଲ (ସିଏବି) ଅଷ୍ଟାଦଶ ସଭାପତି ଭାବେ ସେ ନିଦ୍ୱର୍ନ୍ଦ୍ୱରେ...
ଗୁପ୍ଚୁପ୍ ପ୍ରସ୍ତୁତ କରୁଛନ୍ତି ଧୋନୀ
ଭାରତକୁ ୨ଟି ବିଶ୍ୱକପ୍ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କ ଫଟୋ...
ଏଫ୍ଆଇଏଚ ହକି ପ୍ରୋ ଲିଗ୍: ବେଲ୍ଜିୟମ ପହଞ୍ଚିଲା, ୮ରୁ ମ୍ୟାଚ
ଭୁବନେଶ୍ୱର, ୬।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍ ହକି ପ୍ରୋ ଲିଗ୍ ମ୍ୟାଚ ଖେଳିବା ପାଇଁ ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ ଦଳ ବେଲଜିୟମ ବୁଧବାର ଭୁବନେଶ୍ୱରରେ ପହଞ୍ଚତ୍ଛି। ଚଳିତ ମାସ ୮ ଓ ୯ ତାରିଖରେ ଭାରତ ଓ...
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ସଫଳ ଆୟୋଜନ ଉପରେ କ୍ରୀଡ଼ାମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର, ୬।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ମାସ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଓଡ଼ିଶାରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ ଉପରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ବୁଧବାର କ୍ରୀଡ଼ାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ...
ରଣଜୀ ଟ୍ରଫି: ରାଜେଶଙ୍କ ଶତକ ସତ୍ତ୍ୱେ ଓଡ଼ିଶା ୨୯୩ରେ ସୀମିତ
କଟକ ଅଫିସ,୬ା୨- ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ଦ୍ୱିତୀୟ ଦିବସ ଖେଳ ବୁଧବାର ଶେଷ ହୋଇଛି। ଉଇକେଟ କିପର ରାଜେଶ ଧୂପର(୧୧୦ ରନ) ପ୍ରଥମଶ୍ରେଣୀ କ୍ରିକେଟରେ ପ୍ରଥମ ଶତକ...
ମନ୍ଥର ବୋଲିଂ: ଭାରତ ଦଣ୍ଡିତ
ହାମିଲଟନ,୬।୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ମନ୍ଥର ବୋଲିଂ କାରଣରୁ ଭାରତୀୟ କ୍ରିକେଟରମାନେ ଅର୍ଥଦଣ୍ଡର ସମ୍ମୁଖୀନ ହୋଇଛନ୍ତି। ଖେଳାଳିମାନଙ୍କ ମ୍ୟାଚ୍ ପାଉଣାର ୮୦ ପ୍ରତିଶତ ଜରିବାନ ଆକାରରେ ଦେବାକୁ କୁହାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏଲିଟ୍ ପ୍ୟାନେଲ...
ମହିଳା ହକି ଦଳର ନ୍ୟୁଜିଲାଣ୍ଡ ଟୁର୍: ବିଜୟ ସହ ଅଭିଯାନ ଶେଷ କଲା ଭାରତ
ଅକ୍ଲାଣ୍ଡ, ୬।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ଏହାର ନ୍ୟୁଜିଲାଣ୍ଡ ଟୁର୍ ଶେଷ କରିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ନଭନୀତ କୌର ୨ଟି ଓ...
Archives


