ଫେଡ୍ କପ୍: ଭାରତ ପ୍ରଥମ ଥର ପ୍ଲେ-ଅଫ୍ରେ
ଦୁବାଇ, ୮ା୩ (ପି.ଟି.)-ପ୍ରଥମ ଥର ପ୍ଲେ-ଅଫ୍ରେ ପ୍ରବେଶ କରି ଭାରତୀୟ ଫେଡ୍ କପ୍ ଟିମ୍ ଇତିହାସ ସୃଷ୍ଟି କରିଛି। ଅଙ୍କିତା ରାଇନାଙ୍କ ନେତୃତ୍ୱାଧୀନ ଦଳ ଏଠାରେ ଇଣ୍ଡୋନେସିଆ ବିପକ୍ଷରେ ୨-୧ରେ ବିଜୟ ହାସଲ କରିଛି। ପ୍ରଥମ ସିଙ୍ଗଲ୍ସରେ ଋତୁଜା ଭୋସ୍ଲେ...
ଇଣ୍ଡିଆନ୍ ଓ୍ବେଲ୍ସରୁ ଓହରିଲେ ଆଣ୍ଡ୍ରେସ୍କୁ
ଇଣ୍ଡିଆନ ଓ୍ବେଲ୍ସ,୮।୩(ଏଏଫ୍ପି)- ଏଠାରେ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଓ୍ବେଲ୍ସ ଟେନିସ ଟୁର୍ନାମେଣ୍ଟରୁ ଗତଥରର ଚାମ୍ପିୟନ ତଥା ବିଶ୍ୱର ୪ ନମ୍ବର ଖେଳାଳି ବାଇଆଙ୍କା ଆଣ୍ଡ୍ରେସ୍କୁ ଓହରିଯାଇଛନ୍ତି। କାନାଡ଼ାର ଏହି ମହିଳା ତାରକା ଖେଳାଳି ବାମ ଆଣ୍ଠୁରେ...
ଜନ୍ମଦିନକୁ ସ୍ମରଣୀୟ ଲକ୍ଷ୍ୟରେ ହର୍ମନପ୍ରୀତ୍
ମେଲବୋର୍ନ, ୮।୩- ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ରବିବାର ସ୍ଥାନୀୟ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ରେ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତୀୟ ଦଳର ଅଧିନାୟିକା ହର୍ମନପ୍ରୀତ୍ କୌରଙ୍କ ୩୧ତମ ଜନ୍ମଦିନ ରବିବାର ପଡ଼ୁଥିବାରୁ...
ଇଣ୍ଡିଆ ଲିଜେଣ୍ଡ୍ସର ସହଜ ବିଜୟ: ସେହ୍ବାଗ ମ୍ୟାନ୍ ଅଫ୍ ଦି ମ୍ୟାଚ୍
ସେହ୍ବାଗ ମୁମ୍ବାଇ, ୮ା୩-ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତାନେଇ ‘ରୋଡ୍ ସେଫ୍ଟି ଓ୍ବାଲର୍ଡ ସିରିଜ’ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଆରମ୍ଭ ହୋଇଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡ୍ସ ୭...
ଦୁଇ ଦଳକୁ ମୋଦିଙ୍କ ଶୁଭେଚ୍ଛା: ଫାଇନାଲ ପୂର୍ବରୁ ଦୁଇ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ଯୁଦ୍ଧ
ନୂଆଦିଲ୍ଲୀ,୮।୩(ପି.ଟି.)- ମହିଳା ଟି୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳିବା ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟୁଇଟରରେ ଯୁଦ୍ଧ ତଥା କଥା କଟାକଟି ଦେଖିବାକୁ ମିଳିଛି। ଦୁଇ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଭାରତ ଯେତେବେଳେ...
ଭାରତୀୟ ଦଳ ସହ ପପ୍ ସେନସେସନ ପେରୀଙ୍କ ସାକ୍ଷାତ
ମେଲବୋର୍ନ,୮।୩- ଫାଇନାଲ ମ୍ୟାଚ୍ର ଅବ୍ୟବହିତ ପୂର୍ବରୁ ଜଣାଶୁଣା ମହିଳା ପପ୍ ସିଙ୍ଗର କେଟି ପେରୀ ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଦଳର ସଦସ୍ୟମାନଙ୍କୁ ଭେଟିଛନ୍ତି। ପ୍ରଥମ ସନ୍ତାନର ଜନନୀ ହେବାକୁ ଯାଉଥିବା ପେରୀ ଓ ତାଙ୍କ ସ୍ବାମୀ ତଥା ହଲିଉଡ...
ଦିନିକିଆ ସିରିଜ୍: ଦକ୍ଷିଣ ଆଫ୍ରିକାର କ୍ଲିନ୍ ସୁଇପ୍
ପୋଚେଫ୍ସଟ୍ରୁମ୍, ୮।୩- ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଘରୋଇ ଦକ୍ଷିଣ ଆଫ୍ରିକା ୨୭ଟି ବଲ୍ ବାକି ରଖି ୬ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍ବିଶିଷ୍ଟ ଏହି ଦିନିକିଆରେ ସବୁ...
ଇଣ୍ଡିଆନ ସୁପର ଲିଗ୍: ଫାଇନାଲରେ ଚେନ୍ନାଇନ୍ ଏଫ୍ସି
ମାରଗାଓ, ୮।୩(ପି.ଟି.)- ପୂର୍ବରୁ ୨ଥର ଟାଇଟଲ ହାସଲ କରିଥିବା ଚେନ୍ନାଇନ ଏଫ୍ସି ପ୍ରଥମ ଦଳ ଭାବେ ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଫାଇନାଲରେ ପ୍ରବେଶ କରିଛି। ଏହି ହାଇପ୍ରୋଫାଇଲ ଲିଗ୍ର ସେକେଣ୍ଡ ଲେଗ ସେମିଫାଇନାଲରେ ଚେନ୍ନାଇନ ୨-୪ ଗୋଲରେ...
ଆଇସିସି ମହିଳା ଟି୨୦ ବିଶ୍ୱକପ୍: ପ୍ରଥମ ଟାଇଟଲ ଲକ୍ଷ୍ୟରେ ଭାରତ
ମେଲବୋର୍ନ, ୮।୩(ପି.ଟି.)- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍ର ସପ୍ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍ ଆୟୋଜନ ହେବ। ଟାଇଟଲ ପାଇଁ ଫାଇନାଲରେ ଗତଥରର ଚାମ୍ପିୟନ ତଥା ଆୟୋଜକ ଅଷ୍ଟ୍ରେଲିଆ ଓ...
ଭାରତ-କାତାର ମ୍ୟାଚ ସମ୍ପର୍କରେ ନିଷ୍ପତ୍ତି ମଙ୍ଗଳବାର
ନୂଆଦିଲ୍ଲୀ,୭ା୩ (ପି.ଟି.): ମାରାତ୍ମକ କରୋନା ଭାଇରସ ଆଶଙ୍କାରେ କାତାର ବିପକ୍ଷରେ ଖେଳାଯିବାକୁ ଥିବା ଭାରତର ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ସ ମ୍ୟାଚ୍କୁ ସ୍ଥଗିତ ରଖାଯାଇଥିବା ବିଷୟକୁ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)ଶନିବାର ସ୍ପଷ୍ଟ କରିଛି। ଏହି ମ୍ୟାଚ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ...
ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସ: ଫଙ୍ଗାଲ କ୍ୱାର୍ଟର ଫାଇନାଲରେ
ଅମାନ (ଜୋର୍ଡାନ),୭ା୩ (ପି.ଟି.): ଭାରତର ଷ୍ଟାର ବକ୍ସର ଅମିତ ଫଙ୍ଗାଲ (୫୨କେଜି) ଏଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ସେ ମଙ୍ଗୋଲିଆର ଏଙ୍ଖମାନାଦାଖ ଖାର୍ଖୁଙ୍କୁ ହରାଇ ଦେଇଛନ୍ତି। ଅଲିମ୍ପିକ ଟିକେଟ ହାସଲ କରିବା ଲାଗି...
ନିରପେକ୍ଷ ଭେନ୍ୟୁରେ ଖେଳାଯିବ ଏସିଆ କପ୍: ପିସିବି ସ୍ବୀକାର କଲା
କରାଚୀ,୭।୩(ପି.ଟି.)- ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ନିରପେକ୍ଷ ଭେନ୍ୟୁରେ ଅନୁଷ୍ଠିତ ହେବ। ଏହା ଶନିବାର ସ୍ବୀକାର କରିଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ଏହଶାନ ମାନି। ନିକଟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ,...
Archives


