ଖେଳ

ଭାରତୀୟ ଖେଳାଳିଙ୍କୁ ନେଇ ହେଉ ଆଇପିଏଲ୍‌

ନୂଆଦିଲ୍ଲୀ, ୨ା୪ (ପି.ଟି.) କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ବ୍ୟୟବହୁଳ ଇଭେଣ୍ଟ କେବେ ହେବ ଅବା ସମ୍ପୂର୍ଣ୍ଣ ବାତିଲ କରିଦିଆଯିବ ତାହା ଏପ୍ରିଲ ୧୪ରେ ସ୍ପଷ୍ଟ ହେବ।...

ବିଶ୍ୱକପ୍‌ ବିଜୟ ଶାର୍ଟକୁ ନିଲାମ କରିବେ ବଟ୍‌ଲର

ଲଣ୍ଡନ, ୨ା୪ (ପି.ଟି.)-ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜୋସ୍‌ ବଟଲର ଗତବର୍ଷ ବିଶ୍ୱକପ୍‌ ଫାଇନାଲରେ ପରିଧାନ କରିଥିବା ତାଙ୍କ ଶାର୍ଟକୁ ନିଲାମ କରିବେ। କୋଭିଡ୍‌-୧୯ ମହାମାରୀ ଆକ୍ରାନ୍ତଙ୍କ ସେବା କାର୍ଯ୍ୟରେ ଲାଗିଥିବା ହସ୍ପିଟାଲଗୁଡ଼ିକ ପାଇଁ ସେ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ଲାଗିଛନ୍ତି।...

ଟୁର୍‌ ଡି’ ଫ୍ରାନ୍ସ ଆୟୋଜନ ନେଇ ସନ୍ଦେହ

ପ୍ୟାରିସ,୨ା୪ (ଏଏଫ୍‌ପି)-ଚଳିତ ବର୍ଷ ଟୁର୍‌ ଡି’ ଫ୍ରାନ୍ସ ସାଇକ୍ଲିଂ ରେସ୍‌ ହେବ କି ନା ସେ ନେଇ ଆୟୋଜକଙ୍କ ତରଫରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ। କାର୍ଯ୍ୟସୂଚୀ ଅନୁସାରେ ଏହି ପ୍ରତିଯୋଗିତା ଜୁନ୍‌ ୨୭ରେ ଆରମ୍ଭ ହୋଇ ଜୁଲାଇ ୧୯ରେ...

ଫୁକୁଶିମାରେ ଗୋଟିଏ ମାସ ରହିବ ଅଲିମ୍ପିକ ଜ୍ୟୋତି

ଟୋକିଓ, ୨ା୪ (ଏପି)- ସାଧାରଣରେ ପ୍ରଦର୍ଶନ ଉଦ୍ଦେଶ୍ୟରେ ଜାପାନର ଉତ୍ତର-ପୂର୍ବାଞ୍ଚଳ ଅନ୍ତର୍ଗତ ଫୁକୁଶିମାରେ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତି ରହିବ। ବୁଧବାର ଫୁକୁଶିମାସ୍ଥିତ ଜେ-ଭିଲେଜ୍‌ ନ୍ୟାଶନାଲ ଟ୍ରେନିଂ ସେଣ୍ଟରଠାରେ ଟୋକିଓ ଅଲିମ୍ପିକ ଓ ଜିଲା କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ...

କୋଭିଡ୍‌- ୧୯: ପୂର୍ବତନ ଫୁଟବଲ କ୍ଲବ ସଭାପତିଙ୍କ ମୃତ୍ୟୁ

ଡକାର (ସେନେଗାଲ),୧।୪ (ଏପି): କରୋନା ଭାଇରସ ସଂକ୍ରମଣରେ ଫ୍ରେଞ୍ଚ୍‌ ଫୁଟବଲ କ୍ଲବ ମାର୍ସେଲିର ସଭାପତି ପେପ୍‌ ଡିଓଫ୍‌ ମୃତ୍ୟୁବରଣ କରିଛନ୍ତି। ପେପ୍‌ ୬୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକରେ ଏହା ପ୍ରଥମ କରୋନା ଭାଇରସ ସମ୍ପର୍କିତ...

ଓ୍ବର୍ନଙ୍କ ସର୍ବକାଳୀନ ଭାରତୀୟ ଏକାଦଶରେ ଗାଙ୍ଗୁଲି ଅଧିନାୟକ

ନୂଆଦିଲ୍ଲୀ,୧।୪(ପି.ଟି.): ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ ଓ୍ବର୍ନ ତାଙ୍କର ସର୍ବକାଳୀନ ଭାରତୀୟ ଏକାଦଶ ଘୋଷଣା କରିଛନ୍ତି। ସେ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରିଛନ୍ତି।...

କୋଭିଡ-୧୯: କର୍ମଚାରୀଙ୍କ ଦରମା କାଟିଲା ନ୍ୟୁଜିଲାଣ୍ଡ ରଗ୍‌ବୀ

ଓ୍ବେଲିଂଟନ,୧।୪(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ନ୍ୟୁଜିଲାଣ୍ଡ ରଗ୍‌ବୀ (ଏନ୍‌ଜେଡ୍‌ଆର) ପାଖାପାଖି ୬୦ ମିଲିୟନ ଆମେରିକୀୟ ଡଲାର କ୍ଷତି ସହିବ ବୋଲି ଆଶଙ୍କା ପ୍ରକାଶ କରିଛି। ଫଳରେ ନୁଜିଲାଣ୍ଡ ରଗ୍‌ବୀ ତା’ର ସମସ୍ତ କର୍ମଚାରୀଙ୍କ ଦରମା କାଟିବାକୁ ନିଷ୍ପତ୍ତି ନେଇଛି। ଯଦି...

କୋଭିଡ-୧୯: ମ୍ୟାକ୍‌ଏନ୍‌ରୋ କରୋନା ପଜିଟିଭ୍‌

ଓ୍ବାଶିଂଟନ,୧ା୪(ଏ.ପି.)- ଆମେରିକାର ପୂର୍ବତନ ଡେଭିସ କପ୍‌ ଅଧିନାୟକ ପାଟ୍ରିକ୍‌ ମେକ୍‌ଏନ୍‌ରୋ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଏ ନେଇ ସମସ୍ତଙ୍କୁ ଜଣାଇଛନ୍ତି। ମେକ୍‌ଏନ୍‌ରୋ ହେଉଛନ୍ତି ୮ଥର ମେଜର ଚାମ୍ପିୟନ...

କରୋନା ସହାୟତା: ହକି ଇଣ୍ଡିଆର ୨୫ ଲକ୍ଷ ଟଙ୍କା ଦାନ

ନୂଆଦିଲ୍ଳୀ,୧।୪(ପି.ଟି.): କୋଭିଡ-୧୯ ମହାମାରୀକୁ ରୋକିବା ଅଭିଯାନରେ ସାମିଲ ହୋଇଛି ହକି ଇଣ୍ଡିଆ। ଏଥିପାଇଁ ହକି ଇଣ୍ଡିଆ ୨୫ ଲକ୍ଷ ଟଙ୍କା ଦାନ କରିଛି। ବୁଧବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରାଯାଇଛି। କରୋନା ମହାମାରୀକୁ ରୋକିବାକୁ ଦେଶ...

କରୋନା ସହାୟତା ତାଲିକାରେ ଦେବାଶିଷ, ବିପ୍ଳବ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧ା୪- କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଚାଲିଥିବା ଲଢ଼େଇରେ ନିଜ ଅବଦାନ ରଖିଛନ୍ତି ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଓ ଓଡ଼ିଶା ରଣଜୀ ଟ୍ରଫି ଦଳର ସିନିୟର ସଦସ୍ୟ ବିପ୍ଳବ...

ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ସୁଯୋଗ ଅପେକ୍ଷାରେ କନଓ୍ବେ

ଦୁବାଇ, ୧ା୪ (ପି.ଟି.)-ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ଲାଗି ଆଗ୍ରହ ରଖିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ । ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଅନୁମତି ହାସଲ କରିସାରିଛନ୍ତି। ସମ୍ଭବତଃ ସେ ଭାରତ ଏ’ କିମ୍ବା ବାଂଲାଦେଶ...

କରୋନା ପ୍ରଭାବ: ଡେନର୍ବିଙ୍କ ପାଇଁ ବିମାନ ବ୍ୟବସ୍ଥା କଲେ ସ୍ବିଡେନ ସରକାର

ନୂଆଦିଲ୍ଲୀ, ୧ା୪ (ପି.ଟି.)- କରୋନା ଭାଇରସ ସଂକ୍ରମଣ ଜନିତ କାରଣ ଯୋଗୁ ଏବେ ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଅନ୍ୟ କ୍ରୀଡ଼ା ଭଳି ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଦଳର ଟ୍ରେନିଂ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri