ଇର୍ଫାନଙ୍କ ବିୟୋଗରେ କ୍ରୀଡ଼ାଜଗତରେ ଶୋକ: ଦୁଃଖ ପ୍ରକାଶ କଲେ ସଚିନ, ସେହ୍ବାଗ, କୋହଲି, ଯୁବି
ନୂଆଦିଲ୍ଳୀ,୨୯।୪: ବଲିଉଡ ଅଭିନେତା ଇର୍ଫାନ ଖାନ୍ଙ୍କ ପରଲୋକରେ ସାରା କ୍ରୀଡ଼ାଜଗତ ଶୋକ ପ୍ରକାଶ କରିଛି। ୫୪ ବର୍ଷରେ ଇର୍ଫାନ କ୍ୟାନ୍ସର କାରଣରୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ବୁଧବାର ମୃତ୍ୟୁବରଣ କରିଥିବା ବେଳେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଭାରତୀୟ ଅଧିନାୟକ...
ଟୋକିଓ ଅଲିମ୍ପିକ୍ସ: କୋଭିଡ୍-୧୯ ଟିକା ଜରୁରୀ ପ୍ରସଙ୍ଗକୁ ଆଇଓସିର ଅସ୍ବୀକାର
ସିଡନୀ,୨୯।୪ (ଏପି): ଅଲିମ୍ପିକ୍ସ ଆୟୋଜନ ପାଇଁ କୋଭିଡ୍-୧୯ ଟିକା ଜରୁରୀ ବୋଲି କେତେକ ବୈଜ୍ଞାନିକ ଓ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅସ୍ବୀକାର କରିଛି।...
ଥୋମାସ୍, ଉବର କପ୍ ଫାଇନାଲ୍ସ ପୁଣି ଘୁଞ୍ଚିଲା: ଅକ୍ଟୋବର ୩ରୁ ୧୧ ମଧ୍ୟରେ ଆୟୋଜନ ହେବ
ନୂଆଦିଲ୍ଲୀ,୨୯।୪ (ପି.ଟି.): ଦ୍ୱିତୀୟଥର ପାଇଁ ଥୋମାସ ଓ ଉବର କପ୍ ଫାଇନାଲ୍ସକୁ ଘୁଞ୍ଚାଯାଇଛି। କୋଭିଡ୍-୧୯ ମହାମାରୀ କାରଣରୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ୟାଡମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍) ଘୋଷଣା କରିଛି। ଏବେ ଏହି...
୪ରୁ ଟ୍ରେନିଂ ଆରମ୍ଭ କରିବେ ଲା ଲିଗା ଖେଳାଳି
ମାଡ୍ରିଡ,୨୯।୪ (ଏଏଫ୍ପି): ବିଶ୍ୱରେ କରୋନା ମହାମାରୀର ଆତଙ୍କ ଜାରି ରହିଥିଲେ ମଧ୍ୟ ସ୍ପେନ୍ର ଆଥଲେଟମାନେ ଆସନ୍ତା ୪ ତାରିଖରୁ ସେମାନଙ୍କର ଟ୍ରେନିଂ ଆରମ୍ଭ କରିପାରିବେ। ଏ ନେଇ ପୂର୍ବରୁ ସରକାର ଘୋଷଣା କରି ସାରିଛନ୍ତି। ଜଣଶୁଣା ସ୍ପାନିଶ ଫୁଟବଲ ଲିଗ୍...
ହସିଙ୍କ ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ: ସଚିନ, କୋହଲି, ସେହ୍ବାଗ ସାମିଲ
ସିଡ୍ନୀ, ୨୯।୪(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ ବ୍ୟାଟ୍ସମ୍ୟାନ ମାଇକ ହସି ତାଙ୍କର ସର୍ବଶ୍ରେଷ୍ଠ ବିରୋଧୀ ଏକାଦଶ ଘୋଷଣା କରିଛନ୍ତି। ଏଥିରେ ସେ ୩ଜଣ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛନ୍ତି। ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ, କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର...
ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ ଆୟୋଜନ ଅଧିକାର ହରାଇଲା ଭାରତ
ନୂଆଦିଲ୍ଲୀ, ୨୯ା୪ (ପି.ଟି.)- ଆୟୋଜକ ଫି’ ଦାଖଲ କରିପାରି ନ ଥିବାରୁ ଭାରତ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ ୨୦୨୧ ଆୟୋଜନ ଅଧିକାର ହରାଇଛି। ଇଭେଣ୍ଟର ଆୟୋଜନ ପାଇଁ ୨୦୧୭ରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିକୁ ରଦ୍ଦ କରାଯାଇଛି। ଇଣ୍ଟରନ୍ୟାଶନାଲ ଆମେଚର...
ଅରୁଣ କୁମାର ଆମେରିକା କ୍ରିକେଟ ଟିମ୍ କୋଚ୍
ଚେନ୍ନାଇ, ୨୯ା୪ (ପି.ଟି.)-ପୂର୍ବତନ କର୍ନାଟକ ବ୍ୟାଟ୍ସମ୍ୟାନ ଜେ. ଅରୁଣ କୁମାର ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ) କ୍ରିକେଟ ଟିମ୍ର କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଅରୁଣ କୁମାର କ୍ରିକେଟ ମହଲରେ ଜଣାଶୁଣା। ସେ ବହୁ ବର୍ଷ ଧରି କର୍ନାଟକ ଦଳ...
ଭ୍ୟାକ୍ସିନ ବିନା ଅଲିମ୍ପିକ୍ସ ଅବାସ୍ତବ
ଟୋକିଓ, ୨୯ା୪ (ଏପି): ଫଳପ୍ରଦ କରୋନା ଭାଇରସ ଭ୍ୟାକ୍ସିନ ନ ବାହାରିବା ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଚିନ୍ତା କରିବା ଅବାସ୍ତବ। ଜାପାନ ମେଡିକାଲ ଆସୋସିଏଶନ ସଭାପତି ୟୋଶିତାକେ ୟୋକୋକୁରା ମଙ୍ଗଳବାର କହିଛନ୍ତି। ତେବେ ଖୁବ୍ ଶୀଘ୍ର କରୋନାଭାଇରସ ପାଇଁ...
ନ୍ୟୁଜିଲାଣ୍ଡ ଫେରିଲେ ମାଇକ୍ ହେସନ
ନୂଆଦିଲ୍ଲୀ, ୨୯ା୪ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ରିକେଟ ଅପରେଶନ ଡାଇରେକ୍ଟର ମାଇକ୍ ହେସନ ମଙ୍ଗଳବାର ନ୍ୟୁଜିଲାଣ୍ଡ ଫେରିଯାଇଛନ୍ତି। କୋଭିଡ୍-୧୯ ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ କରାଯାଇଥିବାରୁ ସେ ମାସାଧିକ କାଳ...
ସରୱନଙ୍କୁ ‘ସାପ’ କହିଲେ ଗେଲ୍
ନୂଆଦିଲ୍ଲୀ, ୨୯।୪: କ୍ୟାରିବିୟାନ ପ୍ରିମିୟର ଲିଗ୍(ସିପିଏଲ)ର ଜାମାଇକା ତଲୱାସ ଫ୍ରାଞ୍ଚାଇଜ୍ କ୍ରିସ୍ ଗେଲ୍ଙ୍କୁ ଅପରିବର୍ତ୍ତିତ ରଖି ନାହିଁ। ଏହା ପଛରେ ପୂର୍ବତନ ୱେଷ୍ଟଇଣ୍ଡିଜ ଅଧିନାୟକ ରାମନରେଶ ସରୱନଙ୍କ ପ୍ରଚ୍ଛନ୍ନ ହାତରହିଛି ବୋଲି ଅନୁଭବ କରୁଛନ୍ତି ଗେଲ୍। ଏଥିପାଇଁ ସେ ସରୱନଙ୍କୁ...
କୋଭିଡ୍-୧୯: ଜାତୀୟ ଫେଡେରେଶନଗୁଡିକୁ ୟୁଫାର ଅନୁଦାନ
ପ୍ୟାରିସ୍,୨୮।୪(ଏପି): କୋଭିଡ୍-୧୯ ମହାମାରୀ ଦ୍ୱାରା ସାରା ବିଶ୍ୱ ଫୁଟବଲ ପ୍ରଭାବିତ ହୋଇଥିବାରୁ ୟୁନିୟନ ଅଫ୍ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଫା) ତା’ର ଜାତୀୟ ଫେଡେରେଶଗୁଡିକୁ ସାହାଯ୍ୟର ହାତ ବଢାଇଛି। ୟୁଇଏଫଏ ସବୁ ଫେଡେରେଶନଗୁଡିକୁ ୨୩୬.୮ ମିଲିୟନ ୟୁରୋ ବା ୨୫୫...
ଏଆଇଏଫ୍ଏଫ୍ର ଫିଟ୍ନେସ୍ ଅଭିଯାନ ଭିଡିଓ ହେଲା ଲୋକପ୍ରିୟ
ନୂଆଦିଲ୍ଲୀ,୨୮।୪ (ପି.ଟି.): କରୋନା ଭାଇରସ୍ ସଂକ୍ରମଣ କାରଣରୁ ସାରା ଦେଶରେ ଲକ୍ଡାଉନ୍ ଚାଲିଥିବା ବେଳେ ପ୍ରଶଂସକଙ୍କ ପାଇଁ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) ଫିଟ୍ସେନ ଅଭିଯାନ ଭିଡିଓ ଜାରି କରିଥିଲା। ପ୍ରଶଂସକଙ୍କ ମଧ୍ୟ ଫିଟ୍ନେସ୍ ନେଇ ସଚେତନତା ସୃଷ୍ଟିକରିବା...
Archives


