ଖେଳ

ହକି ଇଣ୍ଡିଆର ଦୁଇ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ହକି ଇଣ୍ଡିଆର ୨ କର୍ମଚାରୀ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଜାତୀୟ ଅଲିମ୍ପିକ କମିଟି (ଏନ୍‌ଓସି) ଓ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକର କର୍ମଚାରୀଙ୍କ କୋଭିଡ୍‌-୧୯ ଟେଷ୍ଟ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)...

ଖେଳରତ୍ନ ପାଇଁ ରୋହିତ, ନୀରଜଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ମର୍ଯ୍ୟାଦାପୂର୍ଣ୍ଣ ଖେଳରତ୍ନ ପୁରସ୍କାର ପାଇଁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ତାରକା ଆଥଲେଟ୍‌ ନୀରଜ ଚୋପ୍ରାଙ୍କ ନାମ ସୁପାରିସ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ରୋହିତ ଏବଂ ଆଥଲେଟିକ୍‌ ଫେଡେରେଶନ ଅଫ୍‌...

କଳିଙ୍ଗ ଷ୍ଟାଡିୟମ ପ୍ରକମ୍ପିତ

ଭୁବନେଶ୍ୱର, ୩୧।୫(କ୍ରୀଡ଼ା ପ୍ରତିନିଧି)-କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନରେ କଳିଙ୍ଗ ଷ୍ଟାଡିୟମ ପ୍ରକମ୍ପିତ ହୋଇଛି। ହକି କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, କ୍ରୀଡ଼ା ନିର୍ଦ୍ଦେଶକ...

ଧୋନୀଙ୍କଠାରେ ଏବେ ବି ବହୁତ କ୍ରିକେଟ ବାକି ଅଛି: ଅନିରୁଦ୍ଧ

ନୂଆଦିଲ୍ଲୀ,୩୦।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି। ଧୋନୀଙ୍କ ପାଖରେ ଏବେବି ବହୁତ କ୍ରିକେଟ ବାକି ରହିଛି ବୋଲ ସେ କହିଛନ୍ତି। କ୍ରିକେଟ ନେଇ...

ବିଦେଶୀ ଖେଳାଳିଙ୍କ ବିନା ଆଇପିଏଲ୍‌ର ମାନେ କିଛି ନାହିଁ: ଓ୍ବାଡିଆ

ନୂଆଦିଲ୍ଳୀ,୩୦।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ହୋଇଥିବାରୁ ବିଦେଶୀ ଖେଳାଳିଙ୍କ ବିନା ଏହା ଆୟୋଜନ ହୋଇପାରିବ ନାହିଁ ବୋଲି କିଙ୍ଗ୍ସ ଏକାଦଶ ପଞ୍ଜାବର ଅନ୍ୟତମ ମାଲିକ ନେସ୍‌ ଓ୍ବାଡିଆ କହିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ଜର୍ମାନୀରେ ୩ ମାସ ଫସି ରହିବା ପରେ ଭାରତ ଫେରିଲେ ଆନନ୍ଦ

ଚେନ୍ନାଇ,୩୦।୫(ପି.ଟି.): ଶେଷରେ ପୂର୍ବତନ ବିଶ୍ୱ ଚେସ୍‌ ଚାମ୍ପିୟନ ବିଶ୍ୱନାଥନ୍‌ ଆନନ୍ଦ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କୋଭିଡ୍‌-୧୯ ମହାମାରୀ କାରଣରୁ ଲାଗୁ ଥିବା ଯାତ୍ରା କଟକଣା ପାଇଁ ସେ ଜର୍ମାନୀରେ ୩ ମାସ ଫସି ରହିଥିଲେ। ଆନନ୍ଦ ଶନିବାର ଭାରତ ପ୍ରତ୍ୟାବର୍ତ୍ତନ...

ସେପ୍ଟେମ୍ବରରେ ଆୟୋଜନ ହେବ ଇଟାଲିଆନ୍‌ ଓପନ୍‌

ମିଲାନ,୩୦।୫(ଏଏଫ୍‌ପି): ଆସନ୍ତା ସେପ୍ଟେମ୍ବରରେ ରୋମ୍‌ରେ ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଆୟୋଜନ ହେବ। ଏହି ଏଟିପି ଓ ଡବ୍ଲ୍ୟୁଟିଏ ରୋମ କ୍ଲେ- କୋର୍ଟ ଟୁର୍ନାମେଣ୍ଟ ଆୟୋଜନ ନେଇ ଇଟାଲିଆନ ଟେନିସ ଫେଡେରେଶନ ଅଧ୍ୟକ୍ଷ ଆଞ୍ଜେଲୋ ବିନାଘି ସୂଚନା ଦେଇଛନ୍ତି। ଚଳିତ...

ଫୋର୍ବସ ସର୍ବାଧିକ ଆୟକାରୀ ଆଥଲେଟ୍‌ ତାଲିକା:କୋହଲି ଏକ ମାତ୍ର ଭାରତୀୟ

ନ୍ୟୁୟର୍କ,୩୦।୫(ପି.ଟି.): ଜଣାଶୁଣା ପତ୍ରିକା ଫୋର୍ବସ ବିଶ୍ୱର ସର୍ବାଧିକ ଆୟକାରୀ ଆଥଲେଟ ତାଲିକା ପ୍ରକାଶିତ କରିଛି। ଏଥିରେ ଏକମାତ୍ର ଭାରତୀୟ କ୍ରିକେଟର ଭାବେ ସ୍ଥାନ ପାଇଛନ୍ତି ଭାରତୀୟ କ୍ରିକେଟ ସୁପରଷ୍ଟାର ବିରାଟ କୋହଲି। ୨୦୨୦ ତାଲିକାରେ ସେ ୨୬ ମିଲିୟନ ଆମେରିକୀୟ...

ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ

ଭୁବନେଶ୍ୱର, ୩୦।୫(କ୍ରୀଡ଼ା ପ୍ରତିନିଧି): ମେ’ ୨୯ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ଏଭରେଷ୍ଟ ଆରୋହଣକାରୀ ଯୋଗବ୍ୟାସ ଭୋଇଙ୍କ ସହିତ କେସିଙ୍ଗାର ପର୍ବତାରୋହୀ ହରେଶ ବଗର୍ତ୍ତୀ ଓ ମହେଶ କୁମାର କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ରୁପ୍ରା ଗ୍ରାମପଞ୍ଚାୟତ ନିକଟସ୍ଥ...

ଅଲିମ୍ପିକ ସଂହତି ପାଣ୍ଠି କମିଟିରେ ଅଧୀପ

କଟକ ଅଫିସ,୩୦ା୫: ଇଣ୍ଡିଆନ ଅଲିମ୍ପିକ ଆସୋସିଏଶନ(ଆଇଓଏ)ର ଅଲିମ୍ପିକ ସଂହତି ପାଣ୍ଠି କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଶାର ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଅଧୀପ ଦାସ। ଆଇଓଏ ସଭାପତି ଡ. ନରିନ୍ଦର ଧ୍ରୁବ ବାତ୍ରା ଶୁକ୍ରବାର ଏହି ଘୋଷଣା କରିଛନ୍ତି।...

ଫର୍ମୁଲା ଓ୍ବାନ୍‌ ଟିମ୍‌ ବିକ୍ରି କରିପାରେ ଓ୍ବିଲିୟମ୍ସ

ଲଣ୍ଡନ, ୩୦ା୫ (ଏଏଫ୍‌ପି):ଆର୍ଥିକ ସଙ୍କଟ ଦୃଷ୍ଟିରୁ ଓ୍ବିଲିୟମ୍ସ ଏହାର ଫର୍ମୁଲା ଓ୍ବାନ୍‌ ଟିମ୍‌ ବିକ୍ରି କରିବା ଲାଗି ବିଚାର କରୁଛି। ୨୦୧୯ ବର୍ଷ ଶେଷରେ ଓ୍ବିଲିୟମ ଗ୍ରାଁପ୍ରି ହୋଲ୍‌ଡିଙ୍ଗ୍ସ ଗ୍ରୁପ୍‌ ୧୩ ନିୟୁତ ପାଉଣ୍ଡ(୧୫.୯ ନିୟୁତ)ଆମେରିକୀୟ ଡଲାର କ୍ଷତି ସହିଛି।...

ଜୁନ୍‌ରେ ଟେନିସ୍‌କୁ ଫେରିବେ ମୁରେ

  ଲଣ୍ଡନ, ୩୦ା୫ (ଏଏଫ୍‌ପି)-ଇଞ୍ଜୁରି ସମସ୍ୟାରୁ ମୁକ୍ତି ପାଇଛନ୍ତି ବ୍ରିଟିଶ ଟେନିସ୍‌ ଖେଳାଳି ଆଣ୍ଡି ମୁରେ। ୟୁନାଇଟେଡ୍‌ କିଙ୍ଗଡମ୍‌ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଚ୍ୟାରିଟି ପାଇଁ ତାଙ୍କ ଭାଇ ଜେମି ଜୁନ୍‌ ୨୩ରେ ଏକ ଟୁର୍ନାମେଣ୍ଟ ଆୟୋଜନ କରିଛନ୍ତି। ରୁଦ୍ଧଦ୍ୱାରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri