ଖେଳ

ବିସିସିଆଇ ଏଥିକ୍ସ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ, ୧୭ା୬ (ପି.ଟି.)- ବିସିସିଆଇର ଏଥିକ୍ସ ଅଫିସର ଓ ଅମ୍ବୁଡ୍ସମ୍ୟାନ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଡି.କେ. ଜୈନଙ୍କ କାର୍ଯ୍ୟକାଳ ମିଆଦ ଏକ ବର୍ଷ ବୃଦ୍ଧି କରିଛି ଦେଶର କ୍ରିକେଟ ବୋର୍ଡ। ଜୈନ ୨୦୧୯ ଫେବୃୟାରୀରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ବିସିସିଆଇର...

ଇଂଲଣ୍ଡକୁ ଚ୍ୟାଲେଞ୍ଜ ଦେବ ଓ୍ବେଷ୍ଟଇଣ୍ଡିଜ ପେସ୍‌ ବାହିନୀ

ଲଣ୍ଡନ, ୧୭ା୬ (ପି.ଟି.)- ବିଶ୍ୱର ଯେକୌଣସି କ୍ରିକେଟ ଦଳକୁ ଚ୍ୟାଲେଞ୍ଜ ଦେଇପାରିବ ବୋଲି କହିଛନ୍ତି ଆସିଷ୍ଟାଣ୍ଟ କୋଚ୍‌ ରୋଡି ଇଷ୍ଟଓ୍ବିକ୍‌। ଅତୀତରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ପେସ୍‌ ବାହିନୀ ପ୍ରତିଷ୍ଠା ଅର୍ଜନ କରିଥିଲା। ଏହାର ମୁଖ୍ୟ କାରଣ ହେଲା ଦଳ ଫିଟ୍‌ନେସ୍‌କୁ...

‘ଟି୨୦ ବିଶ୍ୱକପ୍‌ ଆୟୋଜନ ଅବାସ୍ତବ ମନେ ହେଉଛି’

ମେଲବୋର୍ନ, ୧୭ା୬ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ଟି୨୦ ବିଶ୍ୱକପ୍‌ ଆୟୋଜନ ଅବାସ୍ତବ ମନେ ହେଉଛି ବୋଲି କହିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ଚେୟାରମ୍ୟାନ ଇଅର୍ଲ ଏଡିଙ୍ଗ୍ସ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ୧୬ଟି ଦଳ ଦେଶକୁ ଆସିବା ସହଜ ନୁହେଁ। ସମଗ୍ର...

ବଢ଼ୁଛି ଆଇପିଏଲ ଆଶା

ନୂଆଦିଲ୍ଲୀ, ୧୭ ।୬- ଚଳିତ ବର୍ଷର ଟି୨୦ ବିଶ୍ୱକପ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିଲେ ହେଁ ଇଣ୍ଡିଆନ ପ୍ରିମିୟରଲିଗ୍‌(ଆଇପିଏଲ) ଆୟୋଜନ ଆଶା ବଢ଼ିବାରେ ଲାଗିଛି। କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଟି୨୦ ବିଶ୍ୱକପ୍‌ ଆୟୋଜନ ଅବାସ୍ତବ...

ଓଡ଼ିଶା ଏଫ୍‌ସିରେ ଥୋଇବା ସାମିଲ

ଭୁବନେଶ୍ୱର, ୧୭ ।୬(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଯୁବ ଫୁଟବଲର ଥୋଇବା ସିଂ ମୋଇରାଙ୍ଗଥେମ୍‌ ଓଡ଼ିଶା ଏଫସି ଦଳରେ ଯୋଗ ଦେଇଛନ୍ତି। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ ପୂର୍ବରୁ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ୧୭ ବର୍ଷୀୟ ସେଣ୍ଟ୍ରାଲ ମିଡ୍‌ଫିଲ୍ଡରଙ୍କ ସହ ୩...

କଳିଙ୍ଗ ଷ୍ଟାଡିୟମ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି

ନୂଆଦିଲ୍ଲୀ, ୧୭ ।୬(ପି.ଟି.)- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଉତ୍ତମ କ୍ରୀଡ଼ା ଭିତ୍ତିଭୂମି ଥିବା ଦେଶର ୮ଟି ସ୍ଥାନକୁ ଚିହ୍ନଟ କରିଛନ୍ତି। ଏହା ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ୪ଟି ସ୍ଥାନ ଅନ୍ତର୍ଭୁକ୍ତ। ଏଗୁଡ଼ିକୁ ଖେଲୋ...

୩ ଥର ସଚିନଙ୍କୁ ଆଉଟ୍‌ କରିଥିଲେ, ଏବେ ଘର ଘର ବୁଲି ଏସି ସଜାଡୁଛନ୍ତି ଏହି ଖେଳାଳି

କୁହାଯାଏ ଯେ ଥରେ ଜଣେ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ସେ ମାଲାମାଲ ହୋଇଯାନ୍ତି। ବ୍ୟାଙ୍କ ବାଲାନ୍ସ, ବଙ୍ଗଳା, କାର ଭଳି ସବୁ ସୁବିଧା ଅନ୍ତର୍ଜାତୀୟ କ୍ରିକେଟଙ୍କୁ ମିଳିଥାଏ। କିନ୍ତୁ ଏହା ସବୁ ଦେଶର ଖେଳାଳିଙ୍କ ଭାଗ୍ୟରେ ଜୁଟି...

ସପରିବାରେ ଯାଇପାରିବେନି ପାକିସ୍ତାନ ଖେଳାଳି

କରାଚୀ, ୧୬ା୬ (ପି.ଟି.)-ଇଂଲଣ୍ଡ ଟୁର୍‌ ବେଳେ ଖେଳାଳି ଓ ଅଫିସିଆଲମାନେ ସେମାନଙ୍କ ସାଥିରେ ପରିବାର ନେଇ ଯିବାକୁ ଅନୁମତି ଦେବ ନାହିଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। କୋଭିଡ୍‌-୧୯ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ...

କ୍ରିକେଟ ଅଷ୍ଟ୍ରେଲିଆ ସିଇଓ କେଭିନଙ୍କ ଇସ୍ତଫା

ମେଲବୋର୍ନ, ୧୬ା୬ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କେଭିନ ରବଟର୍‌ସ ମଙ୍ଗଳବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଆଇସିସି ଟି୨୦ ବିଶ୍ୱକପ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲେ କାମଚଳା ଦାୟିତ୍ୱ ତୁଲାଇବେ। କୋଭିଡ୍‌-୧୯...

୧୯୯୯ ଭାରତ ଭ୍ରମଣକୁ ମନେ ପକାଇଲେ ଓ୍ବାସିମ୍‌ ଆକ୍ରାମ୍‌: ଭୁଲିହେବ ନାହିଁ ଚେନ୍ନାଇବାସୀଙ୍କ ଭଲ ପାଇବା

ଇସଲାମାବାଦ୍‌, ୧୬।୬:କ୍ରିକେଟ ଖେଳରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପୂର୍ବତନ କ୍ରିକେଟର ଓ୍ବାସିମ୍‌ ଆକ୍ରାମ୍‌ ମନେ ପକାଇଛନ୍ତି। ୧୯୯୯ରେ ପାକିସ୍ତାନ ଟିମ୍‌ ଭାରତ ଭ୍ରମଣରେ ଆସିଥିଲା। ଏହା ସ୍ବତନ୍ତ୍ର ଥିଲା ବୋଲି ସେ କହିଛନ୍ତି। ୧୦ ବର୍ଷ...

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଏମିତି ଥିଲା ଧୋନୀଙ୍କ ପ୍ରତିକ୍ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ସମସ୍ତଙ୍କ ଚକିତ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀକୁ ନେଇ ନିର୍ମିତ ‘ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ରେ ଧୋନୀଙ୍କ ଭୂମିକାରେ ଅଭିନୟ କରି ଲକ୍ଷ ଲକ୍ଷ...

ପୁଅକୁ ଜୀବନର ପ୍ରକୃତ ମୂଲ୍ୟ ଶିଖାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ ଶିଖର ଧାଓ୍ବନ

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହୁଛନ୍ତି। ଭାରତୀୟ ଦଳର ଷ୍ଟାର୍‌ ସପନର ଶିଖର ଧାଓ୍ବନ ନିଜ ଫ୍ୟାନଙ୍କ ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri