ଏହି ବର୍ଷ ଅବସର ନେବେ ଏହି ୪ ଭାରତୀୟ କିମ୍ବଦନ୍ତୀ! ସେମାନେ କିଏ ଜାଣନ୍ତୁ…
ନୂଆଦିଲ୍ଲୀ,୨୭।୮: ଭାରତୀୟ କ୍ରିକେଟ ଜଗତର ଅନେକ ଖେଳାଳି ଜଣକ ପରେ ଜଣେ ଅବସର ଘୋଷଣା କରୁଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟକୁ ଅଲବିଦା ମଧ୍ୟ…
କ୍ରିକେଟ ପ୍ରେମୀଙ୍କୁ ବଡ଼ ଝଟକା: IPLରୁ ସନ୍ୟାସ ଘୋଷଣା କରି ଚମକାଇଲେ ଏହି କିମ୍ବଦନ୍ତୀ
ନୂଆଦିଲ୍ଲୀ,୨୭।୮: ଆଇପିଏଲ କ୍ରିକେଟ ପ୍ରେମୀଙ୍କୁ ବଡ଼ ଝଟକା। ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର ଆର୍ ଅଶ୍ୱିନ। ସୋସିଆଲ ମିଡିଆରେ ଶେୟାର କରି ଅବସର ବିଷୟରେ ସୂଚନା ଦେଇଛନ୍ତି। ଘୋଷଣା କରି ସେ ଲେଖିଛନ୍ତି, ଆଜି ମୋର ଆଇପିଏଲ କ୍ୟାରିୟର ମଧ୍ୟ…
୮ ମାସରେ ୮ ଜଣ ଭାରତୀୟ କ୍ରିକେଟର୍ ନେଲେଣି ଅବସର: କାରଣ ଜାଣିଲେ ଚମକି ପଡ଼ିବେ
ନୂଆଦିଲ୍ଲୀ,୨୭।୮: ଭାରତୀୟ ଦଳ ବର୍ତ୍ତମାନ ପରିବର୍ତ୍ତନର ଏକ ପର୍ଯ୍ୟାୟରେ ଅଛି, ବର୍ଷ ବର୍ଷ ଧରି ବରିଷ୍ଠ ଖେଳାଳିମାନେ ଯେଉଁ ଦାୟିତ୍ୱ ତୁଲାଇ ଆସୁଥିଲେ ତାହା ଏବେ ଯୁବ ଖେଳାଳିଙ୍କ ହାତରେ ନ୍ୟସ୍ତ କରାଯାଉଛି। ଟେଷ୍ଟ କ୍ରିକେଟ ହେଉ କି ଟି-୨୦, ବର୍ତ୍ତମାନ…
ତେନ୍ଦୁଲକରଙ୍କୁ ଦେବାକୁ ପଡ଼ିଲା ନିଜର ପରିଚୟ, ଦେଲେ ମଜାଦାର ଉତ୍ତର
ନୂଆଦିଲ୍ଲୀ,୨୬।୮: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟରେ ତାଙ୍କ ପ୍ରଶଂସକଙ୍କ ସହ ଆଲୋଚନା କରିଥିଲେ ଏବଂ କିଛି ପ୍ରଶ୍ନର ମଜାଦାର ଉତ୍ତର ଦେଇଥିଲେ। ସଚିନଙ୍କ ସହ ‘ଆସ୍କ ମି ଏନିଥଙ୍ଗ’ ସେସନ ସମୟରେ,…
ଭାରତୀୟ ଦଳ ପ୍ରସ୍ତୁତ ରହିଛି: ମୁଖ୍ୟ କୋଚ୍
ବେଙ୍ଗାଲୁରୁ,୨୫ା୮: ଜାତୀୟ କ୍ୟାମ୍ପରେ ଟପ୍ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତୀୟ ଫୁଟବଲ ଦଳ ଆଗାମୀ କାଫା ନେଶନ୍ସ କପ୍ ଲାଗି ପ୍ରସ୍ତୁତ ଥିବା ନୂଆ ମୁଖ୍ୟ କୋଚ୍ ଖାଲିଦ ଜମିଲ ସୋମବାର କହିଛନ୍ତି। ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଚାମ୍ପିୟନ ମୋହନ…
ବିସିସିଆଇକୁ ଝଟକା: ମୁଖ୍ୟ ସ୍ପନସରଶିପ୍ରୁ ଓହରିଲା ଡ୍ରିମ ୧୧
ନୂଆଦିଲ୍ଲୀ,୨୫ା୮: ଫାଣ୍ଟାସି ସ୍ପୋଟର୍ସ କମ୍ପାନୀ ଡ୍ରିମ ୧୧ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ସ୍ପନସରଶିପ୍ ଚୁକ୍ତିରୁ ଓହରି ଯାଇଛି। ଏଥିଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ନୂଆ ସ୍ପନସର ଖୋଜା ପ୍ରକ୍ରିୟା ଆରମ୍ଭ କରାଯାଇଛି। କିନ୍ତୁ ଆସନ୍ତା ମାସରେ…
BCCIରୁ କେତେ ପେନସନ ପାଆନ୍ତି ଧୋନୀ? ଜାଣନ୍ତୁ…
ନୂଆଦିଲ୍ଲୀ,୨୫।୮: ଏମଏସ ଧୋନି ୨୦୨୦ରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଅନ୍ତ ଘଟାଇଥିଲେ। ଏହା ପରେ, ସେ କେବଳ ଆଇପିଏଲରେ ଖେଳୁଥିବା ଦେଖାଯାଆନ୍ତି, ଯେଉଁଠାରେ ସିଏସକେ ତାଙ୍କୁ ୨୦୨୫ ସିଜିନରେ ଖେଳିବା ପାଇଁ ୪ କୋଟି ଟଙ୍କା ଦରମା ଦେଇଥିଲା। ମିଡିଆ…
ଇତିହାସ ରଚିଲେ ବାଂଲାଦେଶୀ କ୍ରିକେଟର୍: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା
ଢାକା,୨୫।୮:ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୫୦୦ ଉଇକେଟ ପୂରଣ କରିଛନ୍ତି। ସେ ସିପିଏଲ ୨୦୨୫ (କାରିବିଆନ ପ୍ରିମିୟର ଲିଗ)ର ୧୧ତମ ମ୍ୟାଚ ସମୟରେ ଏହି ରେକର୍ଡ କରିଛନ୍ତି। ସେ ଟି-୨୦ରେ…
ସ୍ତ୍ରୀ-ପିଲାଙ୍କୁ ବିଦା କରିଦେଲେ ପୂଜାରା: ୨୪ ଘଣ୍ଟା ଭିତରେ ଘର ଖୋଜ କହି…
ନୂଆଦିଲ୍ଲୀ,୨୫।୯:ଭାରତୀୟ ଟେଷ୍ଟ କ୍ରିକେଟର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ୨୦୨୩ ପରଠାରୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ନିରନ୍ତର ପ୍ରୟାସ ସତ୍ତ୍ୱେ ପୁନରାଗମନ କରିପାରି ନ ଥିବାରୁ…
ହେଡ୍ କୋଚ ହେଲେ କୋଲକାତାର ରାଜକୁମାର: ଏହି ଦଳ ଦେଲା ଗୁରୁଦାୟିତ୍ୱ
ନୂଆଦିଲ୍ଲୀ,୨୫।୯:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟ ଜଗତରେ ଏକ ନୂତନ ଆରମ୍ଭ କରିଛନ୍ତି। ଦୀର୍ଘ ବର୍ଷ ଅପେକ୍ଷା ପରେ, ସେ ଏବେ କୋଚ ଭୂମିକାରେ ପାଦ ଦେଇଛନ୍ତି। ସେ ଭାରତୀୟ ଦଳର…
ଏସିଆ କପ୍ କ୍ରିକେଟ୍: ରଶିଦଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ଦଳରେ ୫ ସ୍ପିନର
କାବୁଲ, ୨୪ା୮: ସେପ୍ଟେମ୍ବର ୯ରୁ ୟୁଏଇରେ ଖେଳାଯିବାକୁଥିବା ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟ ଲାଗି ଘୋଷଣା କରାଯାଇଥିବା ଆଫଗାନିସ୍ତାନ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି ରଶିଦ ଖାନ୍। ଦଳରେ ୫ଜଣ ସ୍ପିନର ସ୍ଥାନ ପାଇଛନ୍ତି। ଅଧିନାୟକ ରଶିଦଙ୍କ ବ୍ୟତୀତ ଅନ୍ୟ ସ୍ପିପରମାନେ…
ହେଡ୍, ମାର୍ଶ, ଗ୍ରୀନଙ୍କ ଶତକ: ଅଷ୍ଟ୍ରେଲିଆର ବୃହତ୍ ବିଜୟ
ମ୍ୟାକେ,୨୪ା୮: ଟ୍ରାଭିସ୍ ହେଡ୍, ଅଧିନାୟକ ମିଚେଲ ମାର୍ଶ ଓ କାମେରନ ଗ୍ରୀନଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୨୭୬ ରନର ବିଶାଳ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍କୁ ଜିତି ନେଇଛି। ଏହା ଦକ୍ଷିଣ ଆଫ୍ରିକା ଲାଗି ଦିନିକିଆ ଫର୍ମାଟରେ…
Archives


