ଖେଳ

ଫାଇନାଲ୍‌ ପୂର୍ବରୁ ଗାଭାସ୍କରଙ୍କ ନିଆରା ପ୍ରତିଶ୍ରୁତି: ଭାରତ ଜିତିଲେ କରିବି ଏମିତି କାମ

ନୂଆଦିଲ୍ଲୀ,୩୧।୧୦: ଟିମ ଇଣ୍ଡିଆ ଏକ ଜବରଦସ୍ତ ପ୍ରଦର୍ଶନ ସହିତ ମହିଳା ବିଶ୍ୱକପ ୨୦୨୫ର ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ୍‌ରେ ୭ ଥର ଚାମ୍ପିଅନ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ଇତିହାସ ରଚିଥିଲା। ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଏକ ମଜାଦାର…

ଜେମିମାଙ୍କୁ ନେଇ ଏମିତି କହିଦେଲେ କୋହଲି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ୨୦୨୫ ମହିଳା ବିଶ୍ୱକପ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ଦଳ ଗୋଟିଏ ବି ମ୍ୟାଚ ହାରି ନ ଥିଲା ଏବଂ ଅଷ୍ଟ୍ରେଲିଆ ୭ ଥର ବିଶ୍ୱକପ ବିଜେତା। ୨୦୨୨ରେ ଅଷ୍ଟ୍ରେଲିଆ ମଧ୍ୟ ମହିଳା ବିଶ୍ୱକପ…

ବାପାଙ୍କୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦିଲେ ଜେମିମା: ଭାଇ କଲେ ଏମିତି କାମ… ଭାଇରାଲ ହେଉଛି Video

ନଭୀ ମୁମ୍ବାଇ,୩୧।୧୦: ମହିଳା ବିଶ୍ୱକପ ସେମିଫାଇନାଲରେ ଭାରତ ଏକ ଦମଦାର ବିଜୟ ହାସଲ କରିଛି। ନକଆଉଟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହି ସେମିଫାଇନାଲରେ ଜେମିମା ରୋଡ୍ରଗ୍ସ ୧୨୭ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ୧୩…

ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ସହ ଏକାଧିକ ବିଶ୍ୱ ରେକର୍ଡ ଭାଙ୍ଗିଲା ଭାରତ

ନବୀ ମୁମ୍ବାଇ,୩୧।୧୦: ଗୁରୁବାର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ମହିଳା ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୫ ଉଇକେଟ୍ ଓ ୯ ବଲ୍ ବାକିଥାଇ ହରାଇ ରେକର୍ଡ ୩୩୯ ରନ୍ ଲକ୍ଷ୍ୟ ପୂରଣ କରି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛି। ରବିବାର…

ମ୍ୟାଚ୍ ବିଜୟୀ ଇନିଂସ ପରେ କାନ୍ଦି ପକାଇଲେ ଜେମିମାହ ରଡ୍ରିଗ୍ସ; ଖୁଲାସା କଲେ ରଣନୀତି

ନବୀ ମୁମ୍ବାଇ,୩୧।୧୦: ଅଷ୍ଟ୍ରେଲିଆକୁ ୫ ଉଇକେଟ୍‌ରେ ହରାଇ ଭାରତ ମହିଳା ବିଶ୍ୱକପ୍ ଫାଇନାଲ୍‌କୁ ପ୍ରବେଶ କରିଛି। ରବିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍ ଖେଳିବ। ଅଷ୍ଟ୍ରେଲିଆ ବିଦାୟ ନେବାରୁ ନୂଆ ଚାମ୍ପିଅନ୍ ହେବ। ଜେମିମାହ ରଡ୍ରିଗ୍ସ ୧୩୪ ବଲ୍‌ରେ ଅପରାଜିତ ୧୨୭…

“ପ୍ରତିଦିନ କାନ୍ଦୁଥିଲି”: ଭାରତକୁ ଐତିହାସିକ ବିଜୟ ଦେବା ପରେ ଭାବପ୍ରବଣ ହେଲେ ଜେମିମାହ ରଡ୍ରିଗ୍ସ

ନବୀ ମୁମ୍ବାଇ,୩୧।୧୦: ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ୍‌ରେ ଭାରତ ରେକର୍ଡ ୩୩୯ ରନ୍ ଲକ୍ଷ୍ୟ ପିଛା କରି ୪୮.୩ ଓଭର୍‌ରେ ୫ ଉଇକେଟ୍ ହରାଇ ୩୪୧ ରନ୍ କରି ବିଜୟୀ ହୋଇ ମହିଳା ବିଶ୍ୱକପ୍ ଫାଇନାଲ୍‌କୁ ଯୋଗ୍ୟତା…

IPLକୁ ଫେରିବେ ଯୁବରାଜ ସିଂ! ଏହି ଦଳରେ ଦେବେ ଯୋଗ, ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୧୦: ପୂର୍ବ ସିଜିନ ତୁଳନାରେ IPL ୨୦୨୬ରେ ଅନେକ ପରିବର୍ତ୍ତନ ହେବାର ଆଶା କରାଯାଉଛି। ଅଭିଷେକ ନାୟାରଙ୍କୁ କୋଲକାତା ନାଇଟ ରାଇଡର୍ସ (KKR) ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଛି। କେନ ୱିଲିୟମ୍ସନ ଏବଂ ଭାରତ ଅରୁଣଙ୍କୁ ଚୁକ୍ତିବଦ୍ଧ କରିସାରିଥିବା ଲକ୍ଷ୍ନୌ ସୁପର…

ଫାଇନାଲରେ ପହଞ୍ଚାଇଲେ ଜେମିମା

ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୩୩୯ ରନର…

ଜେମିମାଙ୍କ ଦମ୍‌ଦାର ଶତକ: ଅଷ୍ଟ୍ରେଲିଆକୁ ଧୂଳିଚଟେଇ ବିଶ୍ୱକପ୍‌ ଫାଇନାଲ୍‌ରେ ଭାରତ

ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫଳରେ ତୃତୀୟଥର ଭାରତ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍‌କୁ ଯାଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଫୋଏବେ…

କୋହଲିଙ୍କ ଜର୍ସି ପିନ୍ଧି କମବ୍ୟାକ୍‌ କଲେ ରିଷଭ ପନ୍ତ! ବିରାଟଙ୍କଠୁ ନେଇଗଲେ କି ୧୮ ନମ୍ବର? ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୧୦: ପ୍ରାୟ ତିନି ମାସ ପରେ ରିଷଭ ପନ୍ତ କ୍ରିକେଟ ମଇଦାନକୁ ଫେରିଛନ୍ତି। ଆଜି ବେଙ୍ଗାଲୁରୁରେ ଭାରତ ଏ ଏବଂ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଅନୌପଚାରିକ ଟେଷ୍ଟ ଆରମ୍ଭ ହୋଇଛି। ପନ୍ତ ଏହି ମ୍ୟାଚରେ ଭାରତ ଏ ଦଳର ଅଧିନାୟକ…

ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୁହିଁ ଖୋଲିଲେ ଶ୍ରେୟସ: କହିଲେ…

ସିଡ୍‌ନୀ,୩୦ା୧୦: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଗୁରୁତର ଆହତ ହେବା ପରେ ଭାରତୀୟ ଦଳର ଷ୍ଟାର ବ୍ୟାଟର ଶ୍ରେୟସ ଆୟର ପ୍ରଥମ ଥର ପାଇଁ ଗୁରୁବାର ମୁହଁ ଖୋଲିଛନ୍ତି। ଏକ କ୍ୟାଚ୍‌ ନେବାକୁ ଉଦ୍ୟମ କଲା ବେଳେ ୩୦ ବର୍ଷୀୟ…

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିଦେବେ ରୋହିତ ଶର୍ମା! MI ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୧୦: IPL ୨୦୨୬ରେ ଅଭିଷେକ ନାୟାର କୋଲକାତା ନାଇଟ ରାଇଡର୍ସର ମୁଖ୍ୟ କୋଚ ହେବେ। ଅଭିଷେକ ପୂର୍ବରୁ ପାଞ୍ଚ ବର୍ଷ ପାଇଁ କୋଲକାତା ନାଇଟ ରାଇଡର୍ସ ସହିତ ଜଡିତ ଥିଲେ, କିନ୍ତୁ ଏହା ପ୍ରଥମ ଥର ପାଇଁ ସେ IPL ଦଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri