ଆଇପିଏଲ୍ରେ ୨୦୦ ମ୍ୟାଚ୍ ଖେଳିବାରେ ପ୍ରଥମ ଖେଳାଳି ହେଲେ ଧୋନୀ
ଆବୁଧାବି, ୧୯।୧୦: ଆଇପିଏଲ୍ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍ରେ ସୋମବାର ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ...
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର୍ କିଙ୍ଗ୍ସ
ଆବୁଧାବି, ୧୯।୧୦: ଆଇପିଏଲ୍ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍ରେ ସୋମବାର ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର୍...
ଦ୍ୱିତୀୟ ସୁପର୍ ଓଭର ଟାଇ ରହିଥିଲେ କେମିତି ସ୍ଥିର ହୋଇଥାନ୍ତା ମ୍ୟାଚ୍ର ଫଳାଫଳ
ଦୁବାଇ, ୧୯।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ରୋମାଞ୍ଚକ ମ୍ୟାଚ୍ ଦେଖିବାକୁ ମିଳିଥିଲା। ୨୦ ଓଭର ଖେଳ ପରେ ଦୁଇ ଦଳ ସ୍କୋର ୧୭୬-୧୭୬ରେ ସମାନ...
ଆଇପିଏଲ୍ ଇତିହାସରେ ପ୍ରଥମଥର ଲାଗି ଗୋଟିଏ ଦିନରେ ୩ ସୁପର୍ ଓଭର
ଦୁବାଇ, ୧୯।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ ବର୍ଷର ଇତିହାସରେ ‘ସୁପର୍ ସନ୍ଡେ’ ପ୍ରଥମଥର ‘ଫନ୍ ଡେ’ ବା ମଜାର ଦିନ ବୋଲି ପ୍ରମାଣିତ ହୋଇଛି। ଆଇପିଏଲ୍ ଇତିହାସରେ ପ୍ରଥମଥର ଲାଗି...
ଦିଲ୍ଲୀ ଦଳରେ ଅମିତ୍ ମିଶ୍ରାଙ୍କ ସ୍ଥାନ ନେଲେ ଏହି ଖେଳାଳି
ଦୁବାଇ, ୧୯।୧୦: ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ଲେଗ୍-ସ୍ପିନର ଅମିତ୍ ମିଶ୍ରା ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍ ଅଧାରୁ ବାହାର ହୋଇଯାଇଛନ୍ତି। ଫଳରେ ଅମିତ୍ଙ୍କ ବଦଳ ଖେଳାଳି ଭାବରେ କର୍ନାଟକ ଲେଗ୍-ସ୍ପିନର ପ୍ରବୀଣ ଦୁବେଙ୍କୁ କ୍ୟାପିଟାଲ୍ସ ଦଳରେ ସାମିଲ କରାଯାଇଛି।...
ସୁପର ଓଭର୍ ପୂର୍ବରୁ ରାଗି ଯାଇଥିଲେ କ୍ରିସ୍ ଗେଲ୍
ଦୁବାଇ,୧୯।୧୦: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଦୁଇଟି ସୁପର ଓଭରରେ ଜିତିବା ପରେ କିଙ୍ଗସ ଏକାଦଶ ପଞ୍ଜାବ ଦଳର ମନୋବଳ ଦୃଢ ହୋଇଛି। ସୁପର ଓଭର ପୂର୍ବରୁ ପଞ୍ଜାବ ଖେଳାଳିମାନେ ନର୍ଭସ ଥିବା ଜଣାପଡୁଥିଲେ। କିନ୍ତୁ ଟି-୨୦ର ସବୁଠାରୁ ବିସ୍ଫୋରକ...
ପରିବାର ଚଳାଇବା ପାଇଁ ଘରେ ମଦ ତିଆରିକରି ବିକ୍ରି କରୁଛନ୍ତି ସ୍ବର୍ଣ୍ଣ ପଦକ ବିଜେତା ଏହି ଖେଳାଳି
ଯେତେବେଳେ କେହି ଜଣେ ସ୍ବର୍ଣ୍ଣ ପଦକ ଜିତିଥାନ୍ତି, ତାଙ୍କ ପରିବାର ସହ ପଡୋଶୀ ମଧ୍ୟ ବହୁତ ଖୁସି ହୋଇଥାନ୍ତି। ସେମିତି ଜଣେ ହେଲେ ଝାରଖଣ୍ଡର ଭିମଲା ମୁଣ୍ଡା। ଭିମଲା କରାଟେରେ ସ୍ବର୍ଣ୍ଣ ପଦକ ଜିତି ନିଜ ଅଞ୍ଚଳର ନାମ ଉଚ୍ଚ...
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍ ଓ୍ବାର୍ଣ୍ଣର
ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର ଇଣ୍ଡିଆନ ପ୍ରିମିୟର ଲିଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ। ରବିବାର ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଡେଭିଡ ୱାର୍ଣ୍ଣର ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଆଇପିଏଲରେ ୫...
କୋଚ୍ଙ୍କ ନକଲ କରୁଥିଲାବେଳେ ଧରାପଡିଲେ ଏହି ଖେଳାଳି
ଦୁବାଇ, ୧୯।୧୦: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ୧୩ତମ ସିଜିନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରୁଛି। ୯ଟି ମ୍ୟାଚ୍ରୁ ୭ଟିରେ ବିଜୟ ହାସଲ କରି ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ଗତ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷ...
ଆଇପିଏଲ୍ ମ୍ୟାଚ୍ରେ ଅମ୍ପାୟରଙ୍କୁ ଦେଖି ଦର୍ଶକ ହେଲେ ଆଶ୍ଚର୍ଯ୍ୟ
ୟୁଏଇରେ ଖେଳାଯାଉଥିବା ଆଇପିଏଲ୍ ୨୦୨୦ରେ ଏକ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ସୁପର୍ ଓଭରରେ ପରାସ୍ତ କରିଛି କୋଲକତା ନାଇଟ୍ ରାଇଡର୍ସ। ଏହି ମ୍ୟାଚ୍ର ଅମ୍ପାୟର ଥିବା ପଶ୍ଚିମ ପାଠକ ବେଶ୍ ଚର୍ଚ୍ଚାରେ ଥିଲେ। ସେ ପଡିଆକୁ ଆସିବା ମାତ୍ରେ ତାଙ୍କୁ...
ବିରାଟ-ଅନୁଷ୍କାଙ୍କ ରୋମାଣ୍ଟିକ୍ ଫଟୋ ଉଠାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍, ଦେଖିଲେ କହିବେ ସାବାସ୍
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ ଶେୟାର ମଧ୍ୟ କରୁଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ...
ମୋହନବାଗାନକୁ ୭ ମାସ ପରେ ଆଇ-ଲିଗ୍ ଟ୍ରଫି
କୋଲକାତା, ୧୯ା୧୦ (ପି.ଟି.): ଆଇ-ଲିଗ୍ ଚାମ୍ପିୟନ ହେବାର ୭ ମାସ ପରେ ମୋହନବାଗାନକୁ ଶେଷରେ ଟ୍ରଫି ମିଳିଛି। ରବିବାର ଏଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ଦଳକୁ ଏହା ପ୍ରଦାନ କରାଯାଇଛି। ମାର୍ଚ୍ଚ ୧୦ରେ ଗୋଲ୍ରେ ପୂର୍ବତନ ଚାମ୍ପିୟନ ଆଇଜଲ ଏଫ୍ସିକୁ...
Archives


