କରୋନା ପଜିଟିଭ୍ ସତ୍ତ୍ୱେ ପଡିଆରେ ମ୍ୟାଚ୍ ଖେଳୁଥିଲେ ଏହି ଖେଳାଳି
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏବଂ ଅନ୍ୟାନ୍ୟ କ୍ରିକେଟ ବୋର୍ଡ କରୋନାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଉଛି। ଅନ୍ୟପଟେ ପାକିସ୍ତାନର ଜଣେ ଘରୋଇ କ୍ରିକେଟର କରୋନା ଆକ୍ରାନ୍ତ ସତ୍ତ୍ୱେ ମ୍ୟାଚ ଖେଳିବା ଜାରି ରଖିଥିବା ସୂଚନା ମିଳିଛି।...
ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍…
ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ହେଉଛି ହାପି ବର୍ଥ ଡେ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ...
ତେଜସ୍ବୀ ଯାଦବଙ୍କ ଅଧିନାୟିକତ୍ୱରେ ବଦଳିଥିଲା ବିରାଟ କୋହଲିଙ୍କ ଭାଗ୍ୟ
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୨ ବର୍ଷ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୮, ନଭେମ୍ବର ୫ରେ ଜନ୍ମ ହୋଇଥିବା ବିରାଟ କୋହଲି ଆଜି ଦୁନିଆର ସର୍ବୋତ୍ତମ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲି କ୍ରିକେଟର ୩ଟି ଫର୍ମାଟରେ...
ଭୋ ଭୋ ହୋଇ କାନ୍ଦୁଥିଲେ ବିରାଟ କୋହଲି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବିଶ୍ୱର ନମ୍ବର ୱାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ନଭେମ୍ବର ୫, ୧୯୮୮ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା କୋହଲି ଆଜି ବିଶ୍ୱର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରିଗଣିତ ହୋଇଛନ୍ତି। କଠିନ ପରିଶ୍ରମ ଏବଂ ପିତାଙ୍କ...
କ୍ରିକେଟର ‘ବିରାଟ’ ବାଦ୍ଶାହ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ବିଶ୍ୱକ୍ରିକେଟରେ ରାଜ୍ କରୁଥିବା କୋହଲି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ସେ ପଛରେ ପକାଇ...
ମାରାଡୋନାଙ୍କ ଆସ୍ତ୍ରୋପଚାର ସଫଳ
ବୁଏନ ଆୟାର୍ସ,୫।୧୧(ଏପି): ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କ ମସ୍ତିସ୍କରେ ରକ୍ତସ୍ରାବକୁ ରୋକିବା ଏହି ଅସ୍ତ୍ରୋପଚାର କରାଯାଇଥିଲା। ୬୦ତମ ଜନ୍ମଦିନ ପାଳନ କରିବା ପରେ ତାଙ୍କର ଏହି ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା। ଅସ୍ତ୍ରୋପଚାର...
ଲୁକ୍ ରୋଞ୍ଚି ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍
ଓ୍ବେଲିଂଟନ,୫।୧୧(ଏପି): ଉଇକେଟକିପର ବ୍ୟାଟ୍ସମ୍ୟାନ ଲୁକ୍ ରୋଞ୍ଚି ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ବ୍ୟାଟିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ସେ ଦାୟିତ୍ୱ ଗ୍ରହଣ କରିବେ। ରୋଞ୍ଚି ନ୍ୟୁଜିଲାଣ୍ଡରେ ଜନ୍ମ ନେଇଥିଲେ ମଧ୍ୟ ପ୍ରଥମେ ପଡୋଶୀ ଅଷ୍ଟ୍ରେଲିଆ ତରଫରୁ...
ମହିଳା ଟି୨୦ ଚ୍ୟାଲେଞ୍ଜ୍: ଭେଲୋସିଟି ବିଜୟୀ
ଶାରଜା, ୫।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ବୁଧବାର ବ୍ରେକ୍ ଥିବାବେଳେ ଆରମ୍ଭ ହୋଇଛି ମହିଳା ଟି୨୦ ଚ୍ୟାଲେଞ୍ଜ୍ ପ୍ରତିଯୋଗିତା। ଲୋ ସ୍କୋରିଂ ବିଶିଷ୍ଟ ପ୍ରଥମ ମ୍ୟାଚରେ ଭେଲୋସିଟି ୫ ଉଇକେଟରେ ସୁପରନୋଭାସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ସୁପରନୋଭାସ୍...
ଶାନ୍ତନୁ ଶତପଥୀଙ୍କ ବିୟୋଗରେ ଓସିଏର ଶୋକ
ଭୁବନେଶ୍ୱର,୫।୧୧(ସ୍ପୋଟ୍ସବ୍ୟୁରୋ): ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଶାନ୍ତନୁ ଶତ୍ପଥୀଙ୍କ ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ତରଫରୁ ଶୋକ ପ୍ରକାଶ କରାଯାଇଛି। ମଙ୍ଗଳବାର ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଶାନ୍ତନୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ତରଫରୁ...
ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ରୋହିତ
ଶାରଜା,୫।୧୧(ପି.ଟି.): ଏବେ ସୁସ୍ଥ ଅଛି ଓ ହାର୍ମଷ୍ଟ୍ରିଙ୍ଗ୍ ଇଞ୍ଜୁରି ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭଲ ଅଛି ବୋଲି ଭାରତୀୟ ତାରକା ଓପନର ରୋହିତ ଶର୍ମା କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଇଞ୍ଜୁରି କାରଣରୁ ସେ ୨ ସପ୍ତାହ ଖେଳି...
ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସାମୁଏଲ୍ସଙ୍କ ଅବସର
କିଙ୍ଗଷ୍ଟନ,୫।୧୧(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସ ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଓ୍ବେଷ୍ଟଇଣ୍ଡିଜର ଦୁଇଟି ଟି୨୦ ବିଶ୍ୱକପ୍ ଫାଇନାଲ ବିଜୟରେ ଟପ୍ ସ୍କୋରର ସାବ୍ୟସ୍ତ ହୋଇଥିବା ସାମୁଏଲ୍ସଙ୍କ କ୍ୟାରିୟର ବିବାଦରେ ଛନ୍ଦି ହୋଇପଡିଥିଲା। ଦୁର୍ନୀତି ଅଭିଯୋଗରେ...
ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍: କୋହଲି, ରୋହିତ ଶୀର୍ଷରେ ଅପରିବର୍ତ୍ତିତ
ଦୁବାଇ, ୫।୧୧(ପି.ଟି.)- ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍ର ବ୍ୟାଟ୍ସମ୍ୟାନ ବିଭାଗରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମା ଶୀର୍ଷ ଦୁଇସ୍ଥାନ ଅଧିକାର କରିଛନ୍ତି। ବୋଲିଂ ବିଭାଗରେ ଯଶପ୍ରୀତ୍ ବୁମ୍ରା ମଧ୍ୟ...
Archives


