କ୍ରିକେଟରେ ସବୁଠୁ ଦୁଃଖଦ ଦିନ: ସମଗ୍ର କ୍ରିକେଟ ଜଗତ ଶୋକରେ ଯାଇଥିଲା ବୁଡି
ସିଡନୀ,୨୭।୧୧:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ୬ ବର୍ଷ ପୂର୍ବେ ଆଜିର ଦିନରେ ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍ ଫିଲ ହ୍ୟୁଜ ଜୀବନର ଯୁଦ୍ଧରେ ହାରି ଯାଇଥିଲେ। ୨୦୧୪, ନଭେମ୍ବର ୨୭ରେ ଏହି ଅଷ୍ଟ୍ରେଲୀୟ କ୍ରିକେଟରଙ୍କ...
ହାତରେ କଳା ଫିତା, ଖାଲି ପାଦରେ ପଡିଆକୁ ଆସିଲେ ଖେଳାଳି
ସିଡନୀ,୨୭।୧୧: କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଦୀର୍ଘ ୯ ମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପଡିଆକୁ ଓହ୍ଲାଇଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ...
ବୁମ୍ରାଙ୍କ ବଲ୍ରେ ଇତିହାସ ରଚିଲେ ଏହି ଅଷ୍ଟ୍ରେଲିଆ ଖେଳାଳି
ସିଡନୀ,୨୭।୧୧: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ଇତିହାସ ସୃଷ୍ଟି କରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ଡିନ ଜୋନ୍ସଙ୍କୁ ପଛରେ ପକାଇ ସେ ଏକ ରେକର୍ଡ ହାସଲ କରିଛନ୍ତି। ଫିଞ୍ଚ ଏକଦିବସୀୟ କ୍ରିକେଟରେ ୫୦୦୦ ରନ...
ରୋହିତ ଶର୍ମାଙ୍କୁ ନେଇ ଚକିତ କଲା ଭଳି କଥା କହିଲେ କୋହଲି
ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ୍ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରୋହିତ ଶର୍ମା ପ୍ରସଙ୍ଗରେ ନିଜ ମତ ରଖିଛନ୍ତି। ୟକୋହଲି କହିଛନ୍ତି ଯେ ରୋହିତ ଶର୍ମା କାହିଁକି ଅଷ୍ଟ୍ରେଲିଆ ଗସ୍ତ କରିନାହାଁନ୍ତି ସେ ଜାଣି ନାହାଁନ୍ତି। ବିରାଟ...
ଧୋନୀଙ୍କ ଟମାଟୋ କିଲୋ କେତେ ଜାଣନ୍ତି କି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଲେଣି, କିନ୍ତୁ ତାଙ୍କ ନାମ ଏବେ ବି ଚର୍ଚ୍ଚାରେ ଅଛି। କ୍ରିକେଟ ପରେ ଧୋନୀ ଏବେ ଚାଷ କାର୍ଯ୍ୟରେ ଧ୍ୟାନ ଦେଇଛନ୍ତି। ତାଙ୍କ...
କାହିଁକି ଅଷ୍ଟ୍ରେଲିଆ ଗସ୍ତରେ ଗଲେ ନାହିଁ ରୋହିତ ଶର୍ମା
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ତେବେ ଏହି ସିରିଜରେ ଟିମ ଇଣ୍ଡିଆ ଏହାର ସବୁଠାରୁ ବଡ ମ୍ୟାଚ ବିଜେତା ରୋହିତ ଶର୍ମାଙ୍କ ବିନା ପଡିଆକୁ ଓହ୍ଲାଇଛି। ରୋହିତ ଶର୍ମା ଅନଫିଟ୍...
ଦୀର୍ଘ ୯ ମାସ ପରେ ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ: ଟସ୍ ଜିତିଲା ଅଷ୍ଟ୍ରେଲିଆ
ସିଡନୀ,୨୭।୧୧: ଦୀର୍ଘ ୯ ମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଶୁକ୍ରାବର ଅର୍ଥାତ୍ ଆଜି ପଡିଆକୁ ଓହ୍ଲାଇଛି। କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି...
ଡେବ୍ୟୁ ମ୍ୟାଚ୍ରେ ‘ଶୂନ’: କିନ୍ତୁ କ୍ରିକେଟରେ ରଚିଥିଲେ ଇତିହାସ
ଭାରତୀୟ କ୍ରିକେଟରେ ପୂର୍ବତନ ଭାରତ କ୍ରିକେଟର ସୁରେଶ ରାଇନାଙ୍କ ସ୍ବତନ୍ତ୍ର ଅବଦାନ ରହିଛି। ଏକଦିବସୀୟ ଏବଂ ଟି -୨୦ କ୍ରିକେଟରେ ସୁରେଶ ରାଇନା ନିଜର ପରିଚୟ ସୃଷ୍ଟି କରିଥିଲେ। ରାଇନା ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ନଭେମ୍ବର ୨୭...
ମାରାଡୋନାଙ୍କୁ ଅନ୍ତିମ ବିଦାୟ
ବୁଏନସଏରିଜ୍: ଶୋକାକୁଳ ପରିବେଶରେ ଗୁରୁବାର ଡିଏଗୋ ମାରାଡୋନାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଫୁଟ୍ବଲପ୍ରେମୀମାନେ ସେମାନଙ୍କ ପ୍ରିୟ ଫୁଟ୍ବଲରଙ୍କୁ ଅନ୍ତିମ ବିଦାୟୀ ଜଣାଇବା ଲାଗି ପ୍ରବଳ ଭିଡ଼ ଜମାଇଥିଲେ। ବୁଏନସଏରିଜର କେନ୍ଦ୍ରସ୍ଥଳରେ ଅବସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କାସା ରୋସାଡାଠାରେ ପରିସ୍ଥିତି ନିୟନ୍ତ୍ରଣ...
କେସିଏ ପ୍ରେସିଡେଣ୍ଟ୍ସ କପ୍ ଖେଳିବେ ଶ୍ରୀସନ୍ଥ୍
କୋଚି : ଭାରତର ପୂର୍ବତନ ପେସ୍ ବୋଲର ଏସ୍. ଶ୍ରୀସନ୍ଥ୍ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବେ। କେରଳ କ୍ରିକେଟ ଆସୋସିଏଶନ (କେସିଏ) ଦ୍ୱାରା ଆୟୋଜିତ ସ୍ଥାନୀୟ ଏକ ଟୁର୍ନାମେଣ୍ଟରେ ସେ ଖେଳିବେ। ଆଇପିଏଲ୍ ସ୍ପଟ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...
ପ୍ରଭଞ୍ଜନ ସିନିୟର ଚୟନ କମିଟି ଅଧ୍ୟକ୍ଷ
ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସମ୍ବିଧାନ ଅନୁସାରେ ଏହାର ପରାମର୍ଶଦାତା କମିଟି ରାଜ୍ୟ ସିନିୟର କ୍ରିକେଟ ପାଇଁ ଗୁରୁବାର ଚୟନ କମିଟି ଗଠନ କରିଛି। ୮୮ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳିଥିବା ପୂର୍ବତନ ରଣଜୀ ଟ୍ରଫି ଅଧିନାୟକ ପ୍ରଭଞ୍ଜନ ମଲିକଙ୍କୁ ଚୟନ...
କେରଳ ୨, ନର୍ଥଇଷ୍ଟ ୨
ବାମ୍ବୋଲିମ୍(ଗୋଆ): ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ର ଗୁରୁବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ଓ ନର୍ଥଇଷ୍ଟ ୟୁନାଇଟେଡ ପଏଣ୍ଟ ଭାଗ କରିଛନ୍ତି। ପ୍ରଥମାର୍ଦ୍ଧରେ କେରଳ ଦଳ ୨-୦ ଗୋଲରେ ଅଗ୍ରଣୀ ରହିଥିଲେ ହେଁ ନର୍ଥଇଷ୍ଟ ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରତ୍ୟାବର୍ତ୍ତନ...
Archives


