ଇଣ୍ଡିଆନ ସୁପରଲିଗ୍: ଇଷ୍ଟବେଙ୍ଗଲକୁ ହରାଇଲା ମୁମ୍ବାଇ
ବାମ୍ବୋଲିମ୍, ୨।୧୨- ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫସି ୩-୦ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ୩ ମ୍ୟାଚରୁ ୨ୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କ୍ରମାଗତ...
ଚାମ୍ପିୟନ୍ସ ଲିଗ୍: ଫ୍ରାପାର୍ଟ ପ୍ରଥମ ମହିଳା ରେଫରି
ନିଅନ୍ (ସୁଇଜରଲାଣ୍ଡ), ୨ା୧୨ (ଏପି)-ଷ୍ଟିଫାନି ଫ୍ରାପାର୍ଟ ପ୍ରଥମ ମହିଳା ରେଫରି ଭାବେ ପୁରୁଷ ଚାମ୍ପିୟନ୍ସ ଲିଗ୍ର ଏକ ମ୍ୟାଚ ପରିଚାଳନା କରିବାକୁ ଯାଉଛନ୍ତି। ୟୁନିୟନ ଅଫ୍ ୟୁରୋପିଆନ୍ ଫୁଟ୍ବଲ ଆସୋସିଏଶନ୍ସ (ୟୁଫା) ତରଫରୁ ମଙ୍ଗଳବାର ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି...
ଫିଫା ବିଶ୍ୱକପ୍: ପ୍ରଥମେ ମହିଳା ଦଳ ଯୋଗ୍ୟତା ହାସଲ କରିବ
ମୁମ୍ବାଇ, ୨ା୧୨ (ପି.ଟି.)-ପୁରୁଷ ଦଳ ଅପେକ୍ଷା ଜାତୀୟ ମହିଳା ଦଳ ପ୍ରଥମେ ଫିଫା ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିବ ବୋଲି ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ସଭାପତି ପ୍ରଫୁଲ ପଟେଲ କହିଛନ୍ତି। ମହିଳା ଦଳ ୨୦୨୭ ଫିଫା ବିଶ୍ୱକପ୍...
ହାମିଲଟନ କୋଭିଡ୍ ପଜିଟିଭ୍
ସାଖୀର (ବାହାରିନ୍), ୨ା୧୨ (ଏପି)-କୋଭିଡ୍ ଟେଷ୍ଟରେ ୭ଥର ବିଶ୍ୱଚାମ୍ପିୟନ ଲୁଇସ୍ ହାମିଲଟନଙ୍କର ପଜିଟିଭ୍ ଆସିଛି। ମର୍ସିଡିଜ୍ ଏଏମ୍ଜି ପେଟ୍ରୋନାସ୍ ଫର୍ମୁଲା ଓ୍ବାନ ଟିମ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଫଳରେ ଆସନ୍ତା ରବିବାର ହେବାକୁଥିବା ସାଖୀର ଗ୍ରାଁ ପ୍ରିରେ ସେ...
ଆମେରିକାର ମେଜର ଲିଗ୍ କ୍ରିକେଟରେ କେକେଆର ନିବେଶ କରିବ
କୋଲକାତା,୨।୧୨(ପି.ଟି.): ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଗ୍ରୁପ୍ ଆମେରିକାର ମେଜର ଲିଗ୍ କ୍ରିକେଟରେ ନିବେଶ କରିବ। ମେଜର ଲିଗ୍ କ୍ରିକେଟର ଉନ୍ନତି ପାଇଁ ମଙ୍ଗଳବାର କେକେଆର ଗ୍ରୁପ୍ ଏହି ମଲ୍ଟି- ମିଲିୟନ ଡଲାର ଟି୨୦...
ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ: ଘରକୁ ଫେରିଲେ ଇଶାନ ପୋରେଲ
ନୂଆଦିଲ୍ଲୀ,୨।୧୨(ପି.ଟି.): ଉଦୀୟମାନ ବେଙ୍ଗଲ ଦ୍ରୁତ ବୋଲର ଇଶାନ ପୋରେଲ ଅଷ୍ଟ୍ରେଲିଆରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନେଟ୍ରେ ଅଭ୍ୟାସ କରୁଥିବା ବେଳେ ସେ ହାମ୍ଷ୍ଟ୍ରିଙ୍ଗ୍ ଇଞ୍ଜୁରିର ଶିକାର ହୋଇଥିଲେ। ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ରେ ପହଞ୍ଚିବା ପରେ ତାଙ୍କ ଇଞ୍ଜୁରିର ଠିକ...
ସାନ୍ତ୍ୱନାମୂଳକ ବିଜୟ ଲକ୍ଷ୍ୟରେ ଭାରତ: ସଇନିଙ୍କ ବଦଳରେ ନଟରାଜନ କିମ୍ବା ଶାର୍ଦ୍ଦୁଳ ଖେଳିବେ
କାନବେରା,୨।୧୨(ପି.ଟି.): ଅଷ୍ଟ୍ରେଲିଆଠାରୁ ପ୍ରଥମ ଦୁଇଟି ଦିନିକିଆରେ ପରାସ୍ତ ହେବା ପରେ ଭ୍ରମଣକାରୀ ଭାରତ ତୃତୀୟ ମ୍ୟାଚ୍ ଜିତି ସିରିଜ ହ୍ବାଇଟ୍ଓ୍ବାଶ୍କୁ ଏଡେଇବାକୁ ପ୍ରୟାସ କରିବ। ସିରିଜରେ ୦-୨ରେ ପଛରେ ପଡି ଭାରତ ସିରିଜ ହାତଛଡ଼ା କରିସାରିଛି। ବୁଧବାର ସ୍ଥାନୀୟ ମନୁକା...
ୟୁଟ୍ୟୁବ୍ରେ ‘ମନ କି ବାତ୍’ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ସର୍ବାଧିକ ଡିସ୍ ଲାଇକ୍
ନୂଆଦିଲ୍ଲୀ, ୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ରହିଛି। ଏହି ମାସିକିଆ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ରେକର୍ଡ ଡିସ୍ ଲାଇକ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ପିଆଇବି ଓ...
ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ କୋହଲି
କାନବେରା, ୧।୧୨ : ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ରହିଛି ଏକ ବଡ଼ ରେକର୍ଡ ହାସଲ କରିବାର ସୁଯୋଗ। ବିଶ୍ୱର ଏହି ମହାନ ବ୍ୟାଟ୍ସମ୍ୟାନ ଏବେ ଅନ୍ତର୍ଜାତୀୟ ଦିନିକଆ ଫର୍ମାଟରେ ୧୨ ହାଜର ରନ୍ ଠାରୁ ମାତ୍ର...
ଏଲ୍ପିଏଲ୍ରେ ଏହି ଯୁବ ଖେଳାଳିଙ୍କ ଉପରେ ରାଗିଗଲେ ଆଫ୍ରିଦି: କହିଲେ ‘ପୁଅ ତୁମେ ଜନ୍ମହେବା ପୂର୍ବରୁ ମୁଁ ଶତକ ମାରୁଥିଲି’
ନୂଆଦିଲ୍ଲୀ,୧।୧୨: ଲଙ୍କା ପ୍ରିମିୟର ଲିଗ୍(ଏଲ୍ପିଏଲ୍)ରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଆଫଗାନିସ୍ତାନର ଜଣେ ଯୁବ ଖେଳାଳିଙ୍କ ସହ ବଚସା କରିଥିବା ଦେଖିବାକୁ ମିଳିଛି। ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ନବିନଉଲ ହକଙ୍କ ସହ ଆଫ୍ରିଦି ଯୁକ୍ତିତର୍କ କରିଥିଲେ। ଏହାର କିଛି...
କୋହଲିଙ୍କ ବଡ଼ ଫ୍ୟାନ୍ ହେଲେ ଇଂଲଣ୍ଡର ଏହି ଅଧିନାୟକଙ୍କ ପୁଅ: ବ୍ୟାଟିଂ ବେଳେ…
ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ସମୟର ସବୁଠାରୁ ବେଶି ଲୋକପ୍ରିୟ କ୍ରିକେଟ ତାରକାଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ୟତମ। ଦେଶ ତଥା ବିଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ବ୍ୟାଟିଂ...
ଏହି ଶୀର୍ଷ ଖେଳାଳିଙ୍କୁ ‘ଡରିବାର ଆବଶ୍ୟକତା ନାହିଁ’ ବୋଲି କହିଲେ ଅଷ୍ଟ୍ରେଲିଆ ଅଧିନାୟକ
କାନବେରା,୧।୧୨: ଭାରତ ବିପକ୍ଷରେ ଖେଳୁଥିବା ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ନିଜର ଦବଦବା ଜାହିର କରିଛି ଅଷ୍ଟ୍ରେଲିଆ ଟିମ୍। ହେଲେ ଦଳର ଶୀର୍ଷ ଦ୍ରୁତ ବୋଲର ମିଶେଲ ଷ୍ଟାର୍କଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ଅଧିନାୟକ ଆରୋନ ଫିଞ୍ଚ...
Archives


