ରାଜୀବ ଶୁକ୍ଳା ପୁଣି ହେବେ ବିସିସିଆଇ
ନୂଆଦିଲ୍ଲୀ, ୧୮ା୧୨ (ପି.ଟି.)-ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭେଟେରାନ କଂଗ୍ରେସ ନେତା ରାଜୀବ ଶୁକ୍ଳା ପୁଣିଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପସଭାପତି ହେବାକୁ ଯାଉଛନ୍ତି। ବୋର୍ଡର ସଦସ୍ୟମାନେ ତାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରିବା ଲାଗି...
ଏଲିଟ୍ ଗ୍ରୁପ୍ ବି’ରେ ଓଡ଼ିଶା
ମୁମ୍ବାଇ, ୧୮ା୧୨ (ପି.ଟି.)-ଆସନ୍ତା ଜାନୁୟାରୀ ୧୦ରୁ ୩୧ ପର୍ଯ୍ୟନ୍ତ ଜୈବ ସୁରକ୍ଷିତ ପରିବେଶରେ ସୟଦ ମୁସ୍ତାକ ଅଲି ଟି୨୦ ଚାମ୍ପିୟନଶିପ୍ ଖେଳାଯିବ। ଏଥିସହିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଘରୋଇ ସିଜନ ୨୦୨୦-୨୧ ଆରମ୍ଭ ହେବ। ପ୍ରତିଯୋଗିତାର ଲିଗ୍...
ଟେଷ୍ଟ କ୍ରିକେଟ୍ରେ ପ୍ରଥମ ଶତକ ମାରିଥିବା ଭାରତୀୟ କିଏ ଥିଲେ ଜାଣନ୍ତି କି
କ୍ରିକେଟରେ ଅନେକ ରେକର୍ଡ ସୃଷ୍ଟି ହୁଏ। ପ୍ରତ୍ୟେକ ମ୍ୟାଚ୍ କିଛି ରେକର୍ଡ ଭାଙ୍ଗି ମଧ୍ୟ ଥାଏ। ଟେଷ୍ଟରେ ୫୧ଟି ଟେଷ୍ଟ ଶତକ ହାସଲ କରି ସଚିନ ତେନ୍ଦୁଲକର ବିଶ୍ୱ କ୍ରିକେଟରେ ଶୀର୍ଷରେ ରହିଛନ୍ତି, କିନ୍ତୁ ଭାରତର ଲାଲା ଅମରନାଥ ପ୍ରଥମ...
ଟୋକିଓ ଅଲିମ୍ପିକ୍ସରୁ ରୁଷିଆ ବାସନ୍ଦ
ମସ୍କୋ, ୧୭ା୧୨- ଡୋପିଂ ନିୟମ ଭଙ୍ଗ କାରଣରୁ ରୁଷିଆକୁ ଅଲିମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ ଇଭେଣ୍ଟରୁ ବ୍ୟାନ ରୁଲିଂକୁ ସମର୍ଥନ କରିଛି କୋର୍ଟ ଅଫ୍ ଆର୍ବିଟ୍ରେଶନ ଫର ସ୍ପୋଟର୍ସ (କାସ)। ତେବେ ୪ ବର୍ଷର ବାସନ୍ଦାଦେଶ ସମୟସୀମାକୁ ଅଧା କରି...
ଏହି ଅଭିନେତାଙ୍କୁ ମିଳିଲା ମୁମ୍ବାଇ ରଣଜୀ ଟିମ୍ ଚୟନ ଦାୟିତ୍ୱ
କ୍ରିକେଟ ଏବଂ ଫିଲ୍ମ ଦୁନିଆ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଅଜୟ ଜାଡେଜା ଏବଂ ହରଭଜନ ସିଂହଙ୍କ ଭଳି କ୍ରିକେଟରମାନେ ଅଭିନେତା ହେବାକୁ ଚେଷ୍ଟା କରିସାରିଛନ୍ତି। ସେହିପରି ସୁନୀଲ ଶେଟ୍ଟୀ, ସୋହେଲ ଖାନ, ଅଫତାବ ଶିବଦାସାନି ଭଳି କଳାକାରମାନେ ମଧ୍ୟ...
ମୋତେ ନିର୍ଯ୍ୟାତନା ଦେଉଥିଲା ପାକିସ୍ତାନ ମ୍ୟାନେଜମେଣ୍ଟ : ଅମିର
ଇସଲାମାବାଦ, ୧୭।୧୨- ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଅମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ କ୍ରିକେଟ ବୋର୍ଡ ପିସିବି ମ୍ୟାନଜମେଣ୍ଟ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ହଠାତ୍ ଅବସର ନିଷ୍ପତ୍ତି ନେଇ ସଭିଙ୍କୁ ଚକିତ...
ରେସଲିଂ ବିଶ୍ୱକପ୍: ଅଂଶୁ ମଲିକଙ୍କୁ ରୌପ୍ୟ ପଦକ
ବେଲଗ୍ରେଡ୍, ୧୭।୧୨- ଏଠାରେ ଚାଲିଥିବା କୁସ୍ତି ବିଶ୍ୱକପ୍ରେ ଯୁବା ଅଂଶୁ ମଲିକ ଏକମାତ୍ର ମହିଳା ଯୋଦ୍ଧା ଭାବେ ରୌପ୍ୟ ପଦକ ଜିତିଛନ୍ତି। ୫୭ କିଗ୍ରା ବର୍ଗରେ ଏହି ସଫଳତା ହାସଲ କରିଛନ୍ତି ଅଂଶୁ। ଜୁନିୟର ବର୍ଗରୁ ଆସି ସିନିୟର ସ୍ଥରରେ...
୧୮ ବର୍ଷ ବୟସରେ କୋଚ୍ଙ୍କ ଝିଅକୁ ଭଲପାଇ ବସିଥିଲେ ଏହି ଖେଳାଳି
ଭାରତରେ ଖେଳ ମଧ୍ୟରେ କ୍ରିକେଟକୁ ସମସ୍ତେ ଭଲ ପାଆନ୍ତି। କ୍ରିକେଟ ବ୍ୟତିତ ଯଦି ଅନ୍ୟ କେଉଁ ଖେଳକୁ ଭାରତରେ ଗୁରୁତ୍ୱ ଦିଆଯାଏ ତେବେ ତାହା ହେଲା ଫୁଟବଲ୍। ଏବେ ଗୋଆରେ ଚାଲିଥିବା ହିରୋ ଇଣ୍ଡିଆନ୍ ସୁପର ଲିଗ୍ ସମସ୍ତଙ୍କର ମନୋରଞ୍ଜନ...
କୋହଲିଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ୨୩୩ ରନ୍ କଲା ଭାରତ
ଆଡିଲେଡ୍, ୧୭।୧୨- ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପ୍ରଥମ ତଥା ଦିବା-ରାତ୍ର ପିଙ୍କ୍ ବଲ ଟେଷ୍ଟ ମ୍ୟାଚ୍ ଗୁରୁବାର ଆରମ୍ଭ ହୋଇଯାଇଛି। ମ୍ୟାଚ୍ର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ୬ ଉଇକେଟ ହରାଇ ୨୩୩ ରନ୍...
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର
କରାଚି,୧୭।୧୨: ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ଏଥିସହ ସେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି) ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି।...
ମାର୍କେଟକୁ ଆସିଲା ଧୋନୀଙ୍କ ଫାର୍ମର ପରିବା, ବନ୍ଧାକୋବି କିଲୋ ପ୍ରତି ରହିଛି…
କ୍ରିକେଟରେ ଏକ ଚମତ୍କାର ଇନିଂସ ଖେଳିବା ପରେ ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନୀ ବ୍ୟବସାୟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ଫାର୍ମ ହାଉସ୍ କରି ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି। ତାଙ୍କ ଫାର୍ମର ପନିପରିବା ବର୍ତ୍ତମାନ...
ବିରାଟ କୋହଲିଙ୍କ ହାତରୁ ବୋହିଲା ରକ୍ତ: ଭାରତ ୪୦ ଓଭରରେ ୭୨/୨
ଆଡିଲେଡ,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଭାରତୀୟ ଦଳ ଧୀମା ବ୍ୟାଟିଂ କରିଛି। ଦଳ ୪୦ ଓଭରରେ ୨...
Archives


