ପାକିସ୍ତାନକୁ ୯ ଉଇକେଟରେ ହରାଇଲା ନ୍ୟୁଜିଲାଣ୍ଡ
ହାମିଲ୍ଟନ, ୨୧ା୧୨ (ଏପି)-ସ୍ଥାନୀୟ ସେଡନ ପାର୍କଠାରେ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ୯ ଉଇକେଟରେ ବିଜୟ ଲାଭ କରିଛି। ଓପନର ଟିମ୍ ସିଫର୍ଟଙ୍କ ଉପଯୋଗୀ ୮୪ରନ ଏବଂ କେନ୍ ଓ୍ବିଲିୟମସନଙ୍କ ସହ ତାଙ୍କର ୧୨୯ରନର...
ତୃତୀୟ, ଚତୁର୍ଥ ଟେଷ୍ଟ ଭେନ୍ୟୁ ଅଦଳବଦଳ ସମ୍ଭାବନା
ଆଡିଲେଡ୍,୨୧।୧୨(ପି.ଟି.): ସିଡ୍ନୀରେ କୋଭିଡ୍-୧୯ ମହାମାରୀ ପ୍ରକୋପ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବୃଦ୍ଧି ଘଟିଛି। ଫଳରେ ତୃତୀୟ ଓ ଚତୁର୍ଥ ଟେଷ୍ଟର ଭେନ୍ୟୁରେ ଅଦଳବଦଳ କରିବାକୁ ଅଷ୍ଟ୍ରେଲିଆ ବିଚାର କରୁଛି। ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି)ରେ ତୃତୀୟ ଓ ବ୍ରିସ୍ବେନର...
ଅଲ୍ଭାରେଜଙ୍କୁ ସୁପର-ମିଡିଲଓ୍ବେଟ୍ ଟାଇଟଲ
ସାନ୍ ଆଣ୍ଟୋନିଓ, ୨୧ା୧୨ (ଏପି): ଅଲାମୋଡମଠାରେ ପୂର୍ବରୁ ଅପରାଜିତ ରହିଥିବା କାଲମ ସ୍ମିଥ୍ଙ୍କୁ ପରାସ୍ତ କରି ମେକ୍ସିକୋ ବକ୍ସର କାନେଲୋ ଅଲ୍ଭାରେଜ ଡବ୍ଲ୍ୟୁବିଏ ଓ ରିଙ୍ଗ୍ ସୁପର ମିଡିଲଓ୍ବେଟ୍ ଚାମ୍ପିୟନଶିପ୍ ଏବଂ ଖାଲିପଡ଼ିଥିବା ଡବ୍ଲ୍ୟୁବିସି ସୁପର ମିଡିଲଓ୍ବେଟ୍ ଟାଇଟଲ ଜିତିଛନ୍ତି।...
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ୪ ସ୍ବଦେଶୀ ଖେଳ ସାମିଲ ହେବ
ନୂଆଦିଲ୍ଲୀ,୨୧।୧୨(ପି.ଟି.): ହରିୟାଣାରେ ୨୦୨୧ରେ ଆୟୋଜନ ହେବାକୁ ଯାଉଥିବା ଖେଲେ ଇଣ୍ଡିଆ ୟୁଥ୍ ଗେମ୍ସରେ ୪ଟି ସ୍ବଦେଶୀ ଖେଳ ସାମିଲ ହେବ। ଏ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଗଟ୍କା, କାଲାରିପାୟାଟ୍ଟୁ, ଥାଙ୍ଗ୍-ଟା ଓ ମାଲ୍ଲାଖମ୍ବାକୁ ଏହି ୟୁଥ୍ ଗେମ୍ସରେ...
ଇଣ୍ଡିଆନ ସୁପର ଲିଗ୍: ହାଇଦ୍ରାବାଦ୍ର ପ୍ରଥମ ପରାଜୟ
ଭାସ୍କୋ,୨୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରିଛି। ହାଇଦ୍ରାବାଦ ଚଳିତ ସେସନରେ ପ୍ରଥମ ପରାଜୟ ବରଣ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ...
ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର
ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ କଥା ଉଠିଲେ, ସେହି ସହର କଥା ମନେପଡିଯାଏ। ସେମିତି କିଛି କ୍ରିକେଟରଙ୍କ ବିଷୟରେ...
ଇଣ୍ଡିଆନ ସୁପର ଲିଗ୍ : ହାଇଦ୍ରାବାଦ୍ର ପ୍ରଥମ ପରାଜୟ
ସ୍କୋ,୨୦।୧୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରିଛି। ହାଇଦ୍ରାବାଦ ଚଳିତ ସିଜନରେ ପ୍ରଥମ ପରାଜୟ ବରଣ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ...
ବିସିସିଆଇକୁ ଦିଲୀପ ଭେଙ୍ଗସରକରଙ୍କ ପରାମର୍ଶ
ମୁମ୍ବାଇ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍ ଟେଷ୍ଟରେ ଭାରାତୀୟ ଦଳ ମାତ୍ର ୩୬ ରନ୍ରେ ଅଲଆଉଟ୍ ହେବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏକ ପରାମର୍ଶ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ଭେଙ୍ଗସରକର। ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)...
କି ଦୋଷ କଲେ ଅନୁଷ୍କା ଶର୍ମା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭାବସ୍ଥାକୁ ଉପଭୋଗ କରୁଛନ୍ତି। ତେବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଅନୁଷ୍କା ଶର୍ମା ଅନେକ ଥର ଟ୍ରୋଲର ଟାର୍ଗେଟରେ ଆସିଛନ୍ତି। ଏବେ ପୁଣି...
ଭାରତୀୟ ଦଳ ପାଇଁ ଖୁସି ଖବର
ଦୁବାଇ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ଲଜ୍ଜାଜନକ ପରାଜୟ ବରଣ କରିଛି। ଦଳ ପାଇଁ ଗୋଟିଏ ଭଲ ଖବର ହେଲା ଅଧିନାୟକ ବିରାଟ କୋହଲି ଟପ୍ ର଼୍ୟାଙ୍କଧାରୀ ଷ୍ଟିଭ୍ ସ୍ମିଥଙ୍କ ନିକଟତର ହୋଇଛନ୍ତି। ଆଡିଲେଡ୍...
ଅନୁଷ୍କା ଓ ବିରାଟଙ୍କ ଘରକୁ ଆସିବାକୁ ଥିବା କୁନି ଅତିଥିଙ୍କ ଲାଗି ବ୍ରେଟ ଲି କହିଲେ ଏମିତି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନୂଆ ଅତିଥିଙ୍କ ଅପେକ୍ଷାରେ ଅଛନ୍ତି। ୨୦୨୧ ଜାନୁୟାରୀରେ ଅନୁଷ୍କା ଏବଂ ବିରାଟଙ୍କ ଘରକୁ ଏହି କୁନି ଅତିଥି ଆସିବାକୁ ଥିବା ବେଳେ ବିରାଟ ଏବଂ...
ଭାରତୀୟ ଦଳ ପାଇଁ ଖରାପ ଖବର!
ଆଡିଲେଡ୍,୨୦।୧୨: ଘରୋଇ ଅଷ୍ଟ୍ରେଲିଆଠାରୁ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିବା ପରେ ଭାରତୀୟ ଦଳକୁ ଚାରିଆଡୁ ସମାଲୋଚନା କରାଯାଉଛି। ଏହି ସମୟରେ ଭାରତୀୟ ଦଳ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବୋଲର ମହମ୍ମଦ ସାମି...
Archives


