କନ୍ୟା ସନ୍ତାନର ପିତା ହେଲେ ଏହି ଲୋକପ୍ରିୟ କ୍ରିକେଟର
ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ଦ୍ରୁତ ବୋଲର ଉମେଶ ଯାଦବଙ୍କ ଘରକୁ ଆସିଛି ନୂଆ ଅତିଥି। ଯାଦବଙ୍କ ପତ୍ନୀ ଶୁକ୍ରବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଯାଦବଙ୍କ...
ଯାଦବଙ୍କ ସ୍ଥାନରେ ନଟରାଜନ
ସିଡନୀ,୧।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତୀୟ ଦଳରେ ପରିବର୍ତ୍ତନସ୍ବରୂପ ଉମେଶ ଯାଦବଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସୁଯୋଗ ମିଳିଛି। ଯାଦବ ଆହତ ହୋଇଥିବା ଯୋଗୁ ତାଙ୍କ ସ୍ଥାନରେ ନଟରାଜନଙ୍କୁ ସାମିଲ କରାଯାଇଛି। ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଶାର୍ଦ୍ଦୁଳ...
ଭାରତୀୟ ଅଧିନାୟକଙ୍କ ପ୍ରଶଂସାରେ ଶତମୁଖ ଏହି ପାକିସ୍ତାନ କ୍ରିକେଟର: କହିଲେ ‘କୁଲ୍ କ୍ୟାପ୍ଟେନ୍’
ନୂଆଦିଲ୍ଲୀ,୧।୧: ଭାରତୀୟ ଦଳ ମେଲବର୍ନ ଟେଷ୍ଟକୁ ୮ ଉଇକେଟରେ ଜିତିି ଅଷ୍ଟ୍ରେଲିଆଠାରୁ ଆଡିଲେଡ୍ ଟେଷ୍ଟର ପ୍ରତିଶୋଧ ନେଇଥିଲା। କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ଦଳର ନେତୃତ୍ୱରେ ଦଳର ଏହି ବିଜୟ ଯୋଗୁ ସିରିଜ ଏବେ ୧-୧ ସମାନ ସ୍ତରରେ ପହଞ୍ଚିଛି।...
ଯୁବରାଜଙ୍କୁ କ୍ୟାନ୍ସର ହୋଇଥିବା ନେଇ ପ୍ରଥମେ ଜାଣିବାକୁ ପାଇଥିଲେ ଧୋନୀ, ହେଲେ ଲୁଚାଇ ଆସୁଥିଲେ କୋହ
ନୂଆଦିଲ୍ଲୀ,୧।୨୧: ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୮ ବର୍ଷ ପରେ ବିଶ୍ୱକପ୍ ଜିତିଥିଲା ଭାରତୀୟ ଟିମ୍। ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ। ତାଙ୍କୁ ପ୍ଲେୟର ଅଫ୍ ଦ ଟୁର୍ନାମେଣ୍ଟ ମଧ୍ୟ ଚୟନ କରାଯାଇଥିଲା। ଏହା...
ନିଜକୁ ପ୍ରଥମ ସ୍ଥାନରେ ଦେଖି ଆଶ୍ଚର୍ଯ୍ୟ ହେଲେ ଏହି କ୍ରିକେଟର୍
ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୱିଲିୟମସନ ୧୨୯...
୮ ବର୍ଷ ପରେ ପଡିଆକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଥିରୁଭାନନ୍ତପୁରମ୍,୧।୧: ପ୍ରାୟ ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତୀୟ କ୍ରିକେଟର୍ ଏସ୍ ଶ୍ରୀସନ୍ତ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଘରୋଇ ସିରିଜ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଦ୍ରୁତ ବୋଲର ଶ୍ରୀସନ୍ତଙ୍କୁ କେରଳ ଦଳରେ...
୫ ମାସ ପୂରଣ କଲେ ଛୋଟ ପାଣ୍ଡ୍ୟା
ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ୨୦୨୦ ଜୁଲାଇ ୩୦ରେ ମାତାପିତା ହୋଇଥିଲେ। ଡିସେମ୍ବର ୩୦ରେ ଦୁହଁିଙ୍କ ଶିଶୁ ଅଗସ୍ତ୍ୟ ପାଞ୍ଚ ମାସ ପୂରଣ କରିଛନ୍ତି। ଏହି ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା।...
ପରିସ୍ଥିତିରେ ପଡ଼ି ପର୍ନଷ୍ଟାର ପାଲଟିଲେ ଏହି ଟେନିସ ଖେଳାଳି, ଅନ୍ଲାଇନ୍ରେ ବିକୁଛନ୍ତି ହଟ୍ ଫଟୋ
କରୋନା ମହାମାରୀ ୨୦୨୦ରେ କିିଛି ଲୋକଙ୍କୁ ପରିସ୍ଥିତର ଦାସ କରିଦେଇଛି। କିଛି ଲୋକଙ୍କ ଚାକିରି ଯାଇଛି ତ ଆଉ କାହାର ଜୀବନ ମଧ୍ୟ ଯାଇଛି। ଖେଳଜଗତରେ ମଧ୍ୟ ଏହି ମହାମାରୀ ବେଶ୍ ପ୍ରଭାବ ପକାଇଛି। କରୋନା ଯୋଗୁ ଦୀର୍ଘଦିନ ଧରି...
ମନର ଯନ୍ତ୍ରଣା ପ୍ରକାଶ କଲେ ଏହି କ୍ରିକେଟର୍
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ ହୋଇଥିବା ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ ଏହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏକଦିବସୀୟ ସିରିଜରେ ଭାରତ ବିପକ୍ଷରେ ଦୁଇଟି ଶତକ ମାରିଥିବା ସ୍ମିଥ ଭାରତ...
‘ନୂଆ ବର୍ଷ, ନୂଆ ଆଶା’
ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-କରୋନା ମହାମାରୀ ପାଇଁ ବିଗତବର୍ଷ କ୍ରୀଡ଼ାବିତ୍ଙ୍କ ଲାଗି ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ନୂଆ ବର୍ଷରେ ନୂଆ ଆଶା। ବିଶ୍ୱରୁ ଖୁବ୍ଶୀଘ୍ର ଏହି ସଙ୍କଟ ସମୟ ଦୂରେଇ ଯିବା ସହ ସବୁକିଛି...
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଡକ୍ଓ୍ବର୍ଥରେ ଜିତିଲା ପାନ୍ଥର୍ସ
ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ରେ ଗୁରୁବାର ଗୋଟିଏ ମ୍ୟାଚ ସମ୍ଭବ ହୋଇଛି। ତେବେ ଫ୍ଲଡ୍ଲାଇଟ୍ରେ ସମସ୍ୟା ଯୋଗୁ ଡକ୍ଓ୍ବର୍ଥ ଲୁଇସ ନିୟମ ଅନୁସାରେ...
ଦ୍ୱିତୀୟ ଟେଷ୍ଟ ଖେଳିବେନି ଓ୍ବାଗ୍ନର
ଓ୍ବେଲିଂଟନ, ୧ା୧ (ଏପି)- ଡାହାଣ ଗୋଡର ଦୁଇ ଭଙ୍ଗା ଆଙ୍ଗୁଠି ସତ୍ତ୍ୱେ ପାକିସ୍ତାନ ବିପକ୍ଷ ନ୍ୟୁଜିଲାଣ୍ଡର ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚର ଅଧିକାଂଶ ସମୟ ଖେଳିଥିଲେ ମଧ୍ୟ ସେ ଦ୍ୱିତୀୟ ଟେଷ୍ଟ ଖେଳିପାରିବେ ନାହିଁ। କାରଣ ଇଞ୍ଜୁରିମୁକ୍ତ ହେବା ଲାଗି...
Archives


