ମୁମ୍ବାଇ ସିନିୟର ଦଳରେ ଅର୍ଜୁନ ତେନ୍ଦୁଲକର
ମୁମ୍ବାଇ,୩।୧(ପି.ଟି.): ପ୍ରଥମଥର ପାଇଁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଯୁବ ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ମୁମ୍ବାଇର ବର୍ଦ୍ଧିତ ୨୨ ଜଣିଆ ଦଳରେ...
ଇଣ୍ଡିଆନ ସୁପର ଲିଗ୍: କେରଳକୁ ହରାଇଲା ମୁମ୍ବାଇ
ବାମ୍ବୋଲିନ୍,୩।୧: ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଖେଳଯାଇଥିବା ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୨-୦ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ମୁମ୍ବାଇ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଖେଳିବା ସହ କେରଳକୁ ଗୋଲ ସ୍କୋର କରିବାର...
ସୌରଭ ଗାଙ୍ଗୁଲିଙ୍କୁ ହୃଦ୍ଘାତ
କୋଲକାତା, ୩ା୧ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମୃଦୁ ହୃଦ୍ଘାତ ହୋଇଛି। ଶନିବାର ସକାଳେ ଜିମ୍ରୁ ଫେରିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି...
ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଲା ରେଷ୍ଟୁରାଣ୍ଟରେ ଖାଇବା
ସିଡ୍ନୀ,୨।୧: ଦଳୀୟ ଖେଳାଳିଙ୍କ ହୋଟେଲରେ ନ ଖାଇ ରେଷ୍ଟୁରାଣ୍ଟରେ ଖାଇବା ୫ ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଛି। ଉପଅଧିନାୟକ ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମନ ଗିଲ, ନବଦୀପ ସାଇନି ଓ ପୃଥ୍ବୀ ଶ’ଙ୍କୁ ଆଇସୋଲେଶନରେ ରଖାଯାଇଛି। ଏହି ଖେଳାଳିମାନଙ୍କ...
ସିନିୟର ମୁମ୍ବାଇ ଦଳରେ ଅର୍ଜୁନ ତେନ୍ଦୁଲକର
ମୁମ୍ବାଇ,୨ା୧- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ମୁମ୍ବାଇର ସିନିୟର ଦଳରେ ଯାଗା ମିଳିଛି। ଏହା ସ୍ପଷ୍ଟ କରିଛନ୍ତି ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା ସଲିଲ ଅଙ୍କୋଲା। ଆଗକୁ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ...
ଅଷ୍ଟ୍ରେଲିଆରେ ଆଇସୋଲେଶନ ନିୟମ ଭାଙ୍ଗିଲେ ୫ ଖେଳାଳି: ତଦନ୍ତ ନିର୍ଦ୍ଦେଶ ରିପୋର୍ଟକୁ ଖଣ୍ଡନ କଲା ବିସିସିଆଇ
ନୂଆଦିଲ୍ଲୀ,୨ା୧- ଅଷ୍ଟ୍ରେଲିଆରେ ଥିବା ଟିମ୍ ଇଣ୍ଡିଆର ୫ ଖେଳାଳି ଆେଇସୋଲେଶନ ନିୟମ ଭଙ୍ଗ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହି ଅଭିଯୋଗ କରିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି। ଏ...
୨୦୨୧ ଆଇପିଏଲରେ ଖେଳିବେ ନାହିଁ ଷ୍ଟେଇନ
ନୂଆଦିଲ୍ଲୀ,୨ା୧- ଦକ୍ଷିଣ ଆଫ୍ରିକୀୟ ପେସର ଡେଲ ଷ୍ଟେଇନ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଓହରି ଯାଇଛନ୍ତି। କ୍ରିକେଟରୁ କିଛି ସମୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଷ୍ଟେଇନ। ତାଙ୍କ ସହ ୨୦୨୦ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର...
କ୍ରିସ୍ ଗେଲ୍ଙ୍କ ଘୋଷଣା: ୪୫ ବର୍ଷ ଯାଏ ସନ୍ୟାସ ନେବେ ନାହିଁ, ବୋଲର୍ଙ୍କ ନିଦ ହଜାଇବେ
ଦୁବାଇ,୨।୧: ୟୁନିଭର୍ସ ବସ୍ ନାମରେ ଖ୍ୟାତ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍ କ୍ରିସ୍ ଗେଲ କ୍ରିକେଟରୁ ସନ୍ୟାସ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏବେ ସନ୍ୟାସ ନେବା କଥା ଚିନ୍ତା କରିନାହିଁ। ମୋ ପାଖରେ ଆହୁରି ୫...
ଭାରତୀୟ ଖେଳାଳିଙ୍କ ଅଜାଣତରେ ହୋଟେଲ୍ ବିଲ୍ ଦେଲେ ପ୍ରଶଂସକ: ରୋହିତ ଶର୍ମା ଜାଣିବା ପରେ…
ମେଲବୋର୍ନ,୨।୧: ଭାରତରେ କ୍ରିକେଟର କ୍ରେଜ ଅଧିକ। ଖେଳ ପ୍ରତି ସମ୍ମାନ ତଥା ଖେଳାଳିଙ୍କ ପ୍ରତି ଥିବା ଭଲପାଇବାକୁ ଭଳିକି ଭଳି ଉପାୟରେ ଦେଖାଇଥାନ୍ତି ପ୍ରଶଂସକ। ସେଭଳି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବଡ଼ ପ୍ରଶଂସକ ସୁଧିର ଗୌତମ ଭାରତୀୟ ଟିମ୍ର...
ଆସିଫଙ୍କ ବଡ଼ ଖୁଲାସା: ନିଜକୁ ୧୭-୧୮ ବର୍ଷ କହୁଥିବା ପାକିସ୍ତାନର ବୋଲର୍ ବାସ୍ତବରେ ୨୭-୨୮ ବର୍ଷ ବୟସ୍କ
କରାଚି,୨।୧: କ୍ରିକେଟରେ ଖେଳାଳିଙ୍କ ବୟସଜନିତ ଠକେଇ ବେଶ ଚିନ୍ତାର ବିଷୟ ପାଲଟେ। ବର୍ତ୍ତମାନ ସମୟରେ ପାକିସ୍ତାନ କ୍ରିକେଟର ଅନେକ ଖେଳାଳି ବୟସକୁ ନେଇ ରାଡାରରେ ଅଛନ୍ତି। ତେବେ ନିଜକୁ ୧୭-୧୮ ବର୍ଷ ବୟସର ବୋଲି ଦାବି କରୁଥିବା କିଛି ପାକିସ୍ତାନୀ...
ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି କ୍ରିକେଟର
ଇଂଲଣ୍ଡର ଭେଟେରାନ ବୋଲର ଷ୍ଟୁଆର୍ଟ ବ୍ରଡ୍ ନଜର ପ୍ରେମିକା ମୋଲି କିଙ୍ଗ୍ଙ୍କ ସହ ନିର୍ବନ୍ଧ କରିଛନ୍ତି। ବ୍ରେଡ୍ ସୋସିଆଲ ମିଡିଆରେ ଏକ ଫଟୋ ଶେୟାରକରି ଏହି ସୂଚନା ଦେଇଛନ୍ତି। ମୋଲି ପେଶାରେ ଜଣେ ମଡେଲର। ୨୦୧୮ ମସିହାରୁ ମୋଲି ଏବଂ...
ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲୀ
କୋଲକାତା,୨।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ଜିମ୍ରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ହାତ, ଛାତି ଏବଂ ପିଠିରେ...
Archives


