ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍ ପ୍ରବୀଣ ଆମ୍ରେ
ନୂଆଦିଲ୍ଲୀ,୬।୧- ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ ଆମ୍ରେ ସହାୟକ କୋଚ୍ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହୋଇଛନ୍ତି। ଆଗାମୀ ଦୁଇ ଆଇପିଏଲ ସିଜନ ପାଇଁ ପ୍ରବୀଣଙ୍କ ସହ ଚୁକ୍ତି କରାଯାଇଥିବା ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ବୁଧବାର କୁହାଯାଇଛି। ଦିଲ୍ଲୀ...
ସିଡ୍ନୀ ଟେଷ୍ଟ: ଦର୍ଶକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ
ସିଡ୍ନୀ,୬।୧- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦର୍ଶକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶକମାନେ ଷ୍ଟାଡିୟମରେ ପୂରା ସମୟ ମାସ୍କ ପିନ୍ଧିବେ। କେବଳ ଖାଇବା ଓ ପିଇବାବେଳେ ସେମାନେ...
ସିଡନୀ ଟେଷ୍ଟ ପାଇଁ ଭାରତ ଏକାଦଶ ଘୋଷଣା: ରୋହିତ ସାମିଲ, ଏହି ଖେଳାଳିଙ୍କୁ ମିଳିଲା ଡେବ୍ୟୁର ସୁଯୋଗ
ସିଡନୀ,୬।୧: ଗୁରୁବାରଠାରୁ ସିଡନୀରେ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳ ଏକାଦଶ ଘୋଷଣା କରିଛି। ଯୁବ ଫାଷ୍ଟ ବୋଲର ନବଦୀପ ସାଇନିଙ୍କୁ ଦଳରେ ସାମିଲ କରାଯାଇଛି। ସାଇନି ତାଙ୍କର ଟେଷ୍ଟ...
ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଟିମ୍ ପାଲଟିଲା ନ୍ୟୁଜିଲାଣ୍ଡ, ପଛରେ ପଡ଼ିଲା ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ
ଖ୍ରୀଷ୍ଟଚର୍ଚ୍ଚ,୬।୧: ବିଶ୍ୱର ଏକ ନମ୍ବର ଟେଷ୍ଟ କ୍ରିକେଟ୍ ଟିମ୍ ହୋଇଛି ନ୍ୟୁଜିଲାଣ୍ଡ। ଚିରପ୍ରତିନ୍ଦ୍ୱନ୍ଦୀ ଅଷ୍ଟ୍ରେଲିଆକୁ ପଛରେ ପକାଇ ଆଇସିସି ର଼୍ୟାକିଂରେ ପ୍ରଥମ ସ୍ଥାନ ହାସଲ କରିଛି ଦଳ। ଜାନୁୟାରୀ ୩ରୁ ଏଠାରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟର...
ଏକଦା ଅଣ୍ଡରଓ୍ବାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଡ୍ରେସିଂ ରୁମ୍ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..
ନୂଆଦିଲ୍ଲୀ,୬।୧: ଭାରତୀୟ କ୍ରିକେଟ ଟିମ୍ର ପୂର୍ବ ଅଧିନାୟକ କପିଲ ଦେବଙ୍କ ଆଜି ହେଉଛି ୬୨ତମ ଜନ୍ମଦିନ। ଏହି ଅବସରରେ ଇଣ୍ଡିଆନ୍ ଟିମ୍କୁ ବିଶ୍ୱକପ୍ ଜିତାଇଥିବା ଏହି ପ୍ରଥମ ଅଧିନାୟକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ କପିଲ ଅନୁଶାସନକୁ ବ୍ରତ...
ଆଉ ଗୋଟିଏ ଦିନ ଡାକ୍ତରଖାନାରେ ରହିବାକୁ ଚାହୁଁଛନ୍ତି ଗାଙ୍ଗୁଲି
କୋଲକାତା,୬।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଉ ଗୋଟିଏ ଦିନ ଡାକ୍ତରଖାନାରେ ରହିବାକୁ ଚାହୁଁଛନ୍ତି। ବୁଧବାର ପରିବର୍ତ୍ତେ ଗୁରୁବାର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ସେ ବର୍ତ୍ତମାନ କୋଲକାତାର ଉଡ୍ଲ୍ୟାଣ୍ଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସାମାନ୍ୟ ହୃଦ୍ଘାତରେ...
ଆଦାନୀ ଓ୍ବିଲ୍ମର ବିଜ୍ଞାପନରୁ ବାଦ୍ ପଡିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୬।୧: ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍ଘାତର ଶିକାର ହେବାର ୩ ଦିନ ପରେ ଆଦାନୀ ଓ୍ବିଲ୍ମର ଲିମିଟେଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି କମ୍ପାନୀ ଗାଙ୍ଗୁଲିଙ୍କ...
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଟାଇଗର୍ସ ୨୯ ରନରେ ବିଜୟୀ
ଭୁବନେଶ୍ୱର,୬।୧(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ଟି୨୦ କ୍ରିକେଟ ଲିଗ୍ରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଟାଇଗର୍ସ ୨୯ ରନରେ ଓଡ଼ିଶା ଚିତାସ୍କୁ ପରାସ୍ତ କରିଛି। ମଙ୍ଗଳବାର ଟୁର୍ନାମେଣ୍ଟରେ ୧୯ତମ ମ୍ୟାଚ୍ରେ ଟସ୍ ଜିତି ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ...
୬୨ ବର୍ଷରେ ପାଦ ଦେଲେ କପିଲ୍ ଦେବ: ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ନେଇ ଥିଲେ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୬।୧: ଅଲ୍ରାଉଣ୍ଡର କ୍ରିକେଟ୍ ତାରକା କପିଲ୍ ଦେବଙ୍କୁ ବୁଧବାର ୬୧ ବର୍ଷ ପୂରଣ ହୋଇଛି। ସେ ୬୨ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କପିଲ୍ ଦେବ୍ ରାମଲାଲ୍...
ସୁମୋ ରେସ୍ଲରଙ୍କୁ କରୋନା
ଟୋକିଓ, ୬ା୧(ଏପି)-ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ସୁମୋ ରେସ୍ଲର ହାକୁହୋ କରୋନା ସଂକ୍ରମିତ ହୋଇଛନ୍ତି। ଆଘ୍ରାଣ ଶକ୍ତି ହରାଇବାପରେ ହାକୁହୋଙ୍କ କୋଭିଡ୍ ଟେଷ୍ଟ ହୋଇଥିବା ଜାପାନ ସୁମୋ ଆସୋସିଏଶନ (ଜେଏସ୍ଏ) କହିଛି। ମଙ୍ଗୋଲିଆରେ ଜନ୍ମିତ ଏହି ୩୫ବର୍ଷୀୟ ସୁମୋ ରେସ୍ଲର ରବିବାର ଟୋକିଓଠାରେ...
ଇଣ୍ଡିଆନ ସୁପର ଲିଗ୍: ବେଙ୍ଗାଲୁରୁକୁ ହରାଇଲା ମୁମ୍ବାଇ ସିଟି
ମାର୍ଗୋଆ,୬।୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ସିଟି ୩-୧ ଗୋଲରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ମୁମ୍ବାଇ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା।...
ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ
ଜୋହାନ୍ସବର୍ଗ, ୬ା୧(ଏ.ପି.)-ସ୍ଥାନୀୟ ଓ୍ବାଣ୍ଡର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଓ ଅନ୍ତିମ ଟେଷ୍ଟ ମ୍ୟାଚ ୩ ଦିନ ଭିତରେ ଶେଷ ହୋଇଛି। ଏଥିରେ ଦକ୍ଷିଣଆଫ୍ରିକା ୧୦ ଉଇକେଟରେ ବିଜୟ ଲାଭ କରିବା ସହ ସିରିଜ...
Archives


