ମା’ ହେଲେ ଏହି ପ୍ରସିଦ୍ଧ ଖେଳାଳି
ରେସଲର ବବିତା ଫୋଗାଟ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ପୁଅର ପ୍ରଥମ ଫଟୋ ଶେୟାର କରିଥିଲେ। ଫଟୋ ଶେୟାର କରି ହରିୟାଣାର ଚାରଖୀ ଦାଦ୍ରି ଜିଲାର ବଲାଲି ଗାଁରେ ରହୁଥିବା ବବିତା ଏକ ସୁନ୍ଦର...
ହନୁମା ବିହାରୀ ‘କ୍ରିକେଟର୍ ହତ୍ୟାକାରୀ’
କୋଲକତା,୧୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ବିନା ହାର୍ ଜିତ୍ରେ ଶେଷ ହୋଇଛି। ୪୦୭ ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ବ୍ୟାଟ୍ସମ୍ୟାନ୍ ହାର୍ ନ ମାନି ମ୍ୟାଚ୍କୁ ଡ୍ର’ କରିବାରେ...
ତୃତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଲାଗିଲା ଡବଲ୍ ଝଟ୍କା
ସିଡନୀ,୧୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଖେଳାଳି ଆହତ ହେବା ଜାରି ରହିଛିି। ଏହା ସତ୍ତ୍ୱେ ଟିମ ଇଣ୍ଡିଆ ମେଲବୋର୍ନରେ ଏକ ଐତିହାସିକ ବିଜୟ ହାସଲ କରି ସିଡନୀରେ ଡ୍ର ’କରିଥିଲା। ଭାରତ ପାଇଁ...
ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ନିଜ ପ୍ରଶଂସକଙ୍କ...
ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କମିଟିରେ ରାଜେଶ
ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି)-କେନ୍ଦ୍ର ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଓଡ଼ିଶାର ରାଜେଶ ହାଁସଦା। ସମ୍ପ୍ରତି କିଟ୍ ଓ କିସ୍ରେ ଆର୍ଚେରୀ କୋଚ୍ଭାବେ କାର୍ଯ୍ୟରତ ରାଜେଶ ଇଷ୍ଟଜୋନ୍ (ଆର୍ଚେରୀ)...
ପୁକୋଭସ୍କି ଆହତ
ସିଡ୍ନୀ, ୧୨ା୧ (ପି.ଟି.)-ଭାରତ ବିପକ୍ଷ ତୃତୀୟ ଡ୍ର’ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ଓ୍ବିଲ୍ ପୁକୋଭସ୍କି ଆହତ ହୋଇଛନ୍ତି। ସ୍କାନ ପାଇଁ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲକୁ ନିଆଯାଇଥିଲା। ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ ଚତୁର୍ଥ ଦିବସ ଖେଳ ବେଳେ...
କେନିନ୍ଙ୍କୁ ହରାଇଲେ ସାକାରି
ଆବୁଧାବି, ୧୨ା୧ (ଏପି)-ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ସୋଫିଆ କେନିନ୍ ସିଜନ ଆରମ୍ଭ ଆବୁଧାବି ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଗ୍ରୀକ୍ ଖେଳାଳି ତଥା ୯ମ ସିଡ୍ ମାରିଆ ସାକାରି ୨-୬, ୬-୨, ୬-୦ ସେଟ୍ରେ କେନିନ୍ଙ୍କୁ...
ଏସ୍ଆର ଅନ୍ଲାଇନ୍ ଚେସ୍: ତନ୍ମୟ ଚାମ୍ପିୟନ
ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି):ଏସ୍ଆର ଚେସ୍ ସେଣ୍ଟର ଆନୁକୂଲ୍ୟରେ ସୋମବାର ଅନୁଷ୍ଠିତ ୨୫ତମ ଅନ୍ଲାଇନ୍ ଚେସ୍ ଚାମ୍ପିୟନଶିପ୍ରେ ଭୁବନେଶ୍ୱର ଷ୍ଟିଓ୍ବାର୍ଟ ସ୍କୁଲର ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର...
ଏଟିକେକୁ ହରାଇଲା ମୁମ୍ବାଇ
ଫତୋର୍ଦା, ୧୨।୧: ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ସୋମବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୧-୦ ଗୋଲରେ ଏଟିକେ ମୋହନବାଗାନକୁ ପରାସ୍ତ କରିଛି। ମ୍ୟାଚର ୬୯ତମ ମିନିଟରେ ମାର୍ତୋଲୋମ୍ୟୁ ଓଗ୍ବେଚେ ସ୍କୋର କରିଥିବା ଗୋଲଟି ଶେଷରେ...
ବାପୁ ନାଦକର୍ଣ୍ଣୀଙ୍କ ବିରଳ କ୍ରିକେଟ୍ ରେକର୍ଡ…
ଚେନ୍ନାଇ,୧୨।୧: ଟେଷ୍ଟ୍ କ୍ରିକେଟରେ ଜଣେ କଞ୍ଜୁସ୍ ବୋଲର ଭାବେ ଭାରତୀୟ କ୍ରିକେଟର ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୭ ବର୍ଷ ତଳେ ନାଦକର୍ଣ୍ଣୀ ଏକ ବିରଳ ରେକର୍ଡର ଅଧିକାରୀ ହୋଇଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୧୩୧ ବଲ ବୋଲିଂ...
ପ୍ରତି ମ୍ୟାଚ୍ରେ କେତେ ଟଙ୍କା ରୋଜଗାର କରନ୍ତି ଭାରତୀୟ ଖେଳାଳି
ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କ୍ରିକେଟରମାନଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛି। ବୋର୍ଡ ସୟଦ ମୁସ୍ତାକ ଅଲି ଟ୍ରଫି (୨୦୨୧) ପାଇଁ ଖେଳାଳିଙ୍କ ମ୍ୟାଚ ଫି ବୃଦ୍ଧି କରିଛି। ଗତ ରବିବାରଠାରୁ...
ପିତା ହେଲେ ବିରାଟ କୋହଲି
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ନିଜ...
Archives


