ଇଂଲଣ୍ଡଙ୍କୁ ଚେତାଇଲେ ନାସିର ହୁସେନ: କହିଲେ ଭାରତ…
ଚେନ୍ନାଇ,୧୧।୨: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ୨୨୭ରନ୍ରେ ବିଜୟ ଲାଭ କରିଥିଲା ଇଂଲଣ୍ଡ ଦଳ। ବୋଲିଂ, ଫିଲ୍ଡିଂ ଏବଂ ବ୍ୟାଟିଂକୁ ନେଇ ଖେଳାଳିମାନଙ୍କ ପ୍ରଶଂସା କରାଯାଉଛି। ଘରୋଇ ମଇଦାନରେ ଭାରତକୁ ପରାସ୍ତ କରିବା ପ୍ରଶଂସାର କଥା ବୋଲି କୁହାଯାଉଛି। ଏଭଳି...
ଏହି ଅଭିଜ୍ଞ ଖେଳାଳିଙ୍କୁ କିଣିପାରେ ଚେନ୍ନାଇ ସୁପର କିଙ୍ଗ୍ସ, ଧୋନୀଙ୍କୁ ମିଳିବ…
ନୂଆଦିଲ୍ଲୀ,୧୧।୨: କିଛିଦିନରେ ଆରମ୍ଭ ହେବ ଆଇପିଏଲ୍୨୦୨୧ ପାଇଁ ନିଲାମୀ ପ୍ରକ୍ରିୟା। ଫେବୃୟାରୀ ୧୮ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୪ତମ ସିଜନ୍ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜନ କରାଯିବ। ଟିମ୍ରୁ ବାହାର ହୋଇଥିବା ଖେଳାଳିମାନେ ଏଥିରେ ଉପଲବ୍ସ ରହିବେ। ସେମାନଙ୍କ...
୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ଏଭଳି କରିପାରି ନ ଥିଲେ ଧୋନୀ, ହେଲେ ପନ୍ତ କଲେ ରେକର୍ଡ
ଚେନ୍ନାଇ,୧୧।୨: ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆରେ ସିରିଜ୍ ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଉଇକେଟକିପର ରିଷଭ ପନ୍ତଙ୍କୁ ଏମ୍ଏସ୍ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି। ବ୍ୟାଟିଂଠାରୁ ଆରମ୍ଭ କରି ଉଇକେଟ ପଛରେ ଭୂମିକାକୁ ସେ ବେଶ ଭଲ ଭାବେ ତୁଲାଉଛନ୍ତି।...
ଭାରତକୁ ବଡ ଝଟ୍କା, ଇଂଲଣ୍ଡ ବିପକ୍ଷ ସିରିଜ୍ରୁ ବାଦ୍ ପଡିଲେ ଏହି କ୍ରିକେଟର୍
ମୁମ୍ବାଇ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତକୁ ବଡ ଝଟ୍କା ଲାଗିଛି। ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବାକି ତିନିଟି ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇଥିବା ଜଣାପଡିଛି। ଅଷ୍ଟ୍ରେଲିଆ...
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: କୋହଲି ଖସିଲେ, ରୁଟ୍ ଉଠିଲେ
ଦୁବାଇ,୧୧।୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ପଞ୍ଚମ ସ୍ଥାନକୁ ଖସିଛନ୍ତି। ଅନ୍ୟପଟେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଦୁଇଟି ସ୍ଥାନ ଉପରକୁ ପଞ୍ଚମରେ ରହିଛନ୍ତି। ସେହିପରି...
ଦ୍ୱିତୀୟ ଟେଷ୍ଟ: ନେଟ୍ସରେ ଅକ୍ଷରଙ୍କ ଅଭ୍ୟାସ, ପ୍ରଥମ ଦିନରୁ ବଲ୍ ଟର୍ନ ହେବା ସମ୍ଭାବନା
ନୂଆଦିଲ୍ଲୀ,୧୧।୨(ପି.ଟି.): ଚେନ୍ନାଇରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଅତିକମ୍ରେ ଗୋଟିଏ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଛି। ପ୍ରଥମ ଟେଷ୍ଟରେ ନୌରାଶ୍ୟଜନକ ପ୍ରଦର୍ଶନ କରିଥିବା ନଦିମ ଏହି ମ୍ୟାଚ୍ରୁ ବାଦ୍...
ଅଷ୍ଟ୍ରେଲିଆନ୍ ଓପନ୍: ତୃତୀୟ ରାଉଣ୍ଡରେ ଜୋକୋଭିଚ୍, ଥିମ୍, ରାଓନିକ୍
ମେଲବୋର୍ନ,୧୧।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍ ବୁଧବାର ତୃତୀୟ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଟପ୍ ସିଡ୍ ନୋଭାକ ଜୋକୋଭିଚ୍ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।...
ଇଣ୍ଡିଆନ ସୁପର ଲିଗ୍: ସମ୍ମାନ ପାଇଁ ଓଡ଼ିଶା ଏଫ୍ସି ଖେଳିବ
ଗୋଆ,୧୧।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସିର ପ୍ଲେ- ଅଫ୍ ଆଶା ଏକପ୍ରକାର ଶେଷ ହୋଇଛି। ଗୁରୁବାର ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ। ପ୍ଲେ- ଅଫ୍ ଦୌଡ଼ରୁ ବାଦ୍...
ଆଇଏସ୍ଏଲ୍: ଚେନ୍ନାଇନ୍କୁ ହରାଇଲା ଜାମଶେଦପୁର
ବାମ୍ବୋଲିମ,୧୧।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ଜାମଶେଦପୁର ଏଫ୍ସି ୧-୦ ଗୋଲରେ ଚେନ୍ନାଇନ୍ ଏଫ୍ସିକୁ ପରାସ୍ତ କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ରେ ୯୦ ତମ ମିନିଟ୍ରେ ଡେଭିଡ୍ ଗ୍ରାଣ୍ଡେ ଏକ ଚମତ୍କାର ଫିଲ୍ଡ ଗୋଲ...
ଆରସିବି ସହ ଯୋଡ଼ି ହେଲେ ବାଙ୍ଗର
ବାଙ୍ଗାଲୁରୁ, ୧୦ା୨- ଭାରତୀୟ ଦଳର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସହ ବ୍ୟାଟିଂ ପରାମର୍ଶଦାତା ଭାବେ ଯୋଡ଼ି ହୋଇଛନ୍ତି। ତାଙ୍କ ସହ କେବଳ ଗୋଟିଏ ସିଜନ ପାଇଁ ଚୁକ୍ତି କରିଛି...
ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିବେ ଟିମ୍ ଇଣ୍ଡିଆର ଏହି ଖେଳାଳି
ନୂଆଦିଲ୍ଲୀ, ୧୦ା୨- ଇଂଲଣ୍ଡ ବିପକ୍ଷରେ ଚେନ୍ନାଇଠାରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ଅତିକମ୍ରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ପ୍ରଥମ ମ୍ୟାଚ୍ରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଝାଡ଼ଖଣ୍ଡ ସ୍ପିନର ଶାହାବାଜ ନଦୀମ ଦଳରୁ ବାଦ୍ ପଡ଼ିବା...
ଭାରତୀୟ ଟିମ୍ରେ ସାମିଲ ହୋଇଥିଲେ, ହେଲେ ବିନା ଡେବ୍ୟୁରେ ଦଳରୁ ବାହାର ହୋଇଥିଲେ ଏହି ୩ କ୍ରିକେଟର
ନୂଆଦିଲ୍ଲୀ,୧୦।୨: ଭାରତ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବାକୁ ଅନେକ ଲୋକ ଆଶା ରଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ କିଛି ଭାଗ୍ୟବାନଙ୍କୁ ସୁଯୋଗ ମିଳିଥାଏ। ଭାରତ ଅଣ୍ଡର-୧୯, ଭାରତ ଏ ଏବଂ ଆଇପିଏଲ୍ ଆଦି ଫର୍ମାଟରେ ଖେଳାଳିମାନଙ୍କ ପ୍ରତିଭାକୁ ଆଗକୁ ଯିବାକୁ...
Archives


