ଖେଳ

ଇଂଲଣ୍ଡକୁ ବଡ ଝଟ୍‌କା: ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡିଲେ ଏହି ଖେଳାଳି

ଚେନ୍ନାଇ,୧୨।୨: ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ ଖେଳି ପାରିବେ ନାହିଁ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏକ ବିବୃତ୍ତିରେ କହିଛି ଯେ ଶନିବାରଠାରୁ ଚେନ୍ନାଇରେ ଡାହାଣ କହୁଣୀ...

ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେଲେ ୬ ଭାରତୀୟ ଖେଳାଳି, ବଢିଲା ଚିନ୍ତା

ବେଙ୍ଗାଲୁରୁ,୧୨।୨: ଭାରତୀୟ କ୍ରିକେଟରଙ୍କ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ ହୋଇଛନ୍ତି। ଚଳିତ ସପ୍ତାହରେ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ୬ ଜଣ ଭାରତୀୟ କ୍ରିକେଟର ଚାଲୁଥିବା ଦୁଇ କିଲୋମିଟର ଫିଟନେସ ଟେଷ୍ଟରେ ବିଫଳ ହୋଇଛନ୍ତି। ଏଥିରେ ଉଇକେଟ କିପର...

ସିନିୟର ମହିଳା ଫୁଟ୍‌ବଲ: ଭାରତୀୟ ଦଳରେ ପ୍ୟାରୀ

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଚଳିତ ମାସ ୧୪ରୁ ୨୪ ପର୍ଯ୍ୟନ୍ତ ତୁର୍କୀରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ପାଇଁ ଏହା ପ୍ରସ୍ତୁତି ସଦୃଶ ହେବ। ଏଥିପାଇଁ ଭାରତୀୟ ଦଳରେ...

ଦୀପକ ବେହେରାଙ୍କ ଅବସର

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଅଲରାଉଣ୍ଡର ଦୀପକ ରଞ୍ଜନ ବେହେରା ପ୍ରଥମ ଶ୍ରେଣୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଗତ ୧୩ ବର୍ଷ ଧରି ସେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରି ଆସିଥିଲେ। ୨୦୧୧ ନଭେମ୍ବର ୩ରୁ ୬ ପର୍ଯ୍ୟନ୍ତ...

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଦିଲ୍ଲୀକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀକୁ ୧୦ ଉଇକେଟରେ ହରାଇ ଓଡ଼ିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଟସ୍‌ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ...

ଆଇପିଏଲ୍‌ ଅକ୍‌ଶନର ସମ୍ମୁଖୀନ ହେବେ ୨୯୨ ଖେଳାଳି

ଚେନ୍ନାଇ, ୧୧।୨: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଆଇପିଏଲ୍‌ ଅକ୍‌ଶନ(ନିଲାମ ପ୍ରକ୍ରିୟା) ଲାଗି ମୋଟ ୨୯୨ ଖେଳାଳିଙ୍କ ନାମ ବଛାଯାଇଛି। ଏ ନେଇ ଗୁରୁବାର ସୂଚନା ଦେଇଛି ବିସିସିଆଇ। ଚଳିତ ଥର ଅକ୍‌ଶନ ଲାଗି ୧୧୧୪ ଖେଳାଳି ନାମ...

କେରଳ ବ୍ଲାଷ୍ଟର୍ସ ସହ ଡ୍ର ରଖିଲା ଓଡ଼ିଶା ଏଫ୍‌ସି

ମାର୍ଗାଓ, ୧୨। ୨ : ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ଏଫ୍‌ସି ତରଫରୁ ଡିଏଗୋ ମୌରିସିଓ...

ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଇଂଲଣ୍ଡ ଦଳ

ଲଣ୍ଡନ, ୧୨ା୨ (ପି.ଟି.)-ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଗୁରୁବାର ୧୬ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ସିନିୟର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟଲର ଓ ଜନିି ବେୟାରଷ୍ଟୋ ସ୍ଥାନ...

ଇଂଲଣ୍ଡ ଦଳକୁ ଶକ୍ତ ଝଟ୍‌କା

ଚେନ୍ନାଇ, ୧୧।୨- ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଦ୍ୱିତୀୟ ଟେଷ୍ଟରୁ ଭ୍ରମଣକାରୀ ଦଳର ଅନ୍ୟତମ ପେସର ଜୋଫ୍ରା ଆର୍ଚ୍ଚର ବାଦ୍‌ ପଡ଼ିଛନ୍ତି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଗୁରୁବାର...

ଚହଲଙ୍କ ସ୍ତ୍ରୀ ସହ ଶ୍ରେୟାସଙ୍କ ଭିଡିଓ ଭାଇରାଲ

ମୁମ୍ବାଇ, ୧୧।୨- ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ଶ୍ରେୟାସ ଆୟାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଭାଇରାଲ ହେଉଥିବା ଭିଡିଓରେ ଦୁହେଁ ନାଚୁଛନ୍ତି। ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଶେୟାର...

ଜାଫରଙ୍କ ସମର୍ଥନରେ ବାହାରିଲେ ଏହି କିମ୍ବଦନ୍ତୀ ଖେଳାଳି

ନୂଆଦିଲ୍ଲୀ, ୧୧।୨- ଉତ୍ତରାଖଣ୍ଡ ଦଳର କୋଚ୍‌ ତଥା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫରଙ୍କ ଉପରେ ଧର୍ମକୁ ଭିତ୍ତି କରି ଖେଳାଳିଙ୍କୁ ଚୟନ କରୁଥିବା ଅଭିଯୋଗ ଆଣିଥିଲା ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏଶନ (ସିଏୟୁ)। ଏଭଳି ବିବାଦୀୟ ଅଭିଯୋଗ ପରେ କୋଚ୍‌...

ଏହି ଖେଳାଳିଙ୍କ ପାଇଁ ଅନୁରୋଧ କଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ, ୧୧ା୨- ଦେଶର ନୂଆ ପେସ ସେନସେଶନ ଟି. ନଟରାଜନଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ତାମିଲନାଡୁ ଦଳରୁ ରିଲିଜ କରିଦିଆଯାଇଛି। ଏହି ବାମ ହାତୀ ପେସରଙ୍କୁ ବିଶ୍ରାମ ଦେବାକୁ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ) ନିକଟରେ ଅନୁରୋଧ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri