ଏହି କ୍ରିକେଟର୍ କରିଥିଲେ ଏମିତି ରେକର୍ଡ ଯାହା ଆଜିପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି ୨୬୦୮ ଖେଳାଳି
ପାକିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଖେଳାଳି ଭାବେ ଜଣାଶୁଣା। ଆଜି ମଧ୍ୟ ତାଙ୍କ ନାମରେ ତାଙ୍କର ଏକ ବିଶେଷ ରେକର୍ଡ ରହିଛି,...
ମାତାଙ୍କ ଶରଣରେ ଧୋନୀ
ରାଞ୍ଚି,୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି ଅଛି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମ.ଏସ ଧୋନୀଙ୍କ ଦଳର ଭାଗ୍ୟ ପରିବର୍ତ୍ତନ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। ଆଇପିଏଲ ୨୦୨୦ରେ...
ଏତେ ସୁନ୍ଦରୀ ସ୍ତ୍ରୀ ଥାଇ ଜଣେ ଡିପ୍ରେସନ୍କୁ କେମିତି ଯାଇପାରିବ: କୋହଲିଙ୍କୁ ଏହି କ୍ରିକେଟର୍ଙ୍କ ପ୍ରଶ୍ନ
ନୂଆଦିଲ୍ଲୀ,୧।୩: ପୂର୍ବତନ ଭାରତୀୟ ଉଇକେଟ କିପର ଫାରୁଖ ଇଞ୍ଜିନିୟର ବିରାଟ କୋହଲିଙ୍କ ଡିପ୍ରେସନକୁ ନେଇ ମଜା ଉଡାଇଛନ୍ତି। ଯଦି ତୁମର ସ୍ତ୍ରୀ ଏତେ ସୁନ୍ଦର ତେବେ ତୁମେ କିପରି ଡିପ୍ରେସନ୍କୁ ଯାଇପାରିବ ବୋଲି ଏକ ସାକ୍ଷାତକାରରେ ଫାରୁକ ଏହି କଥା...
ଓଡ଼ିଶାରେ ହେବ ଆଇଡବ୍ଲ୍ୟୁଏଲ୍: ଏଆଇଏଫ୍ଏଫ୍
ନୂଆଦିଲ୍ଲୀ, ୧।୩ (ପି.ଟି.)- ହିରୋ ଇଣ୍ଡିଆନ୍ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍) ୨୦୨୦-୨୧ ଓଡ଼ିଶାରେ ଆୟୋଜନ ହେବ। ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ତରଫରୁ ରବିବାର ସ୍ପଷ୍ଟ କରାଯାଇଛି। ଟୁର୍ନାମେଣ୍ଟର ତାରିଖ ଖୁବ୍ ନିକଟରେ ଘୋଷଣା କରାଯିବ। ଓଡ଼ିଶା ସରକାର ଇଭେଣ୍ଟର...
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ରୋହିତ, ଅଶ୍ୱିନ, ଅକ୍ଷରଙ୍କ ଉନ୍ନତି
ଦୁବାଇ,୧।୩(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ତାରକା ଓପନର ରୋହିତ ଶର୍ମା କ୍ୟାରିୟର ଶ୍ରେଷ୍ଠ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ର଼୍ୟାଙ୍କିଙ୍ଗ୍ର ବ୍ୟାଟିଂ ତାଲିକାରେ ରୋହିତ ୬ଟି ସ୍ଥାନ ଉପରକୁ ଉଠି ଅଷ୍ଟମକୁ...
ସ୍ବର୍ଣ୍ଣ ସହ ଭିନେଶଙ୍କ ପ୍ରତ୍ୟାବର୍ତ୍ତନ
କିଭ୍ (ୟୁକ୍ରେନ୍), ୧।୩(ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ୍ ଏଠାରେ ଚାଲିଥିବା ଆଉଟଷ୍ଟାଣ୍ଡିଂ ୟୁକ୍ରେନିଆନ ରେସଲର୍ସ ଆଣ୍ଡ୍ କୋଚେସ ମେମୋରିଆଲ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। କରୋନା ଭାଇରସ ଯୋଗୁ ଦୀର୍ଘ ଦିନ ପରେ ମ୍ୟାଟ୍କୁ ଫେରିଥିବା...
ଓଡ଼ିଶା ଓମେନ୍ସ ଲିଗ୍ ଉଦ୍ଘାଟିତ: ଉଦ୍ଘାଟନୀ ମ୍ୟାଚ୍ରେ ସ୍ପୋର୍ଟ୍ସ ହଷ୍ଟେଲର ବୃହତ୍ ବିଜୟ
ଭୁବନେଶ୍ୱର,୧।୩(ସ୍ପୋର୍ଟ୍ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଓମେନ୍ସ ଲିଗ୍ ଫୁଟବଲ ଉଦ୍ଘାଟିତ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍ବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ)ର ମିଳିତ ଆନୁକୂଲ୍ୟରେ ଏହି ମେଗା ଇଭେଣ୍ଟ ରବିବାର ଆରମ୍ଭ ହୋଇଛି।...
ଇଣ୍ଡିଆନ ସୁପର ଲିଗ୍: ଗୋଆକୁ ପ୍ଲେ ଅଫ୍ ଟିକେଟ, ହାଇଦ୍ରାବାଦ୍ ଆଉଟ୍
ମାର୍ଗାଓ,୧।୩: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଚଳିତ ସେସନରେ ଏଫ୍ସି ଗୋଆ ପ୍ଲେ ଅଫ୍ରେ ପ୍ରବେଶ କରିଛି। ଅନ୍ୟପଟେ ହାଇଦ୍ରାବାଦ୍ ଏଫ୍ସିକୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ ପଡିଛି। ସ୍ଥାନୀୟ ଫଟୋର୍ଡା ଷ୍ଟାଡିୟମ୍ରେ ରବିବାର ଗୋଆ ଓ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ।...
ବିଜୟ ହଜାରେ ଟ୍ରଫି: ଉତ୍ତରପ୍ରଦେଶଠାରୁ ହାରିଲା ଓଡ଼ିଶା
ଭୁବନେଶ୍ୱର,୧।୩(ସ୍ପୋର୍ଟ୍ସ ବ୍ୟୁରୋ): ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଆଉ ଏକ ପରାଜୟ ବରଣ କରିଛି। ବେଙ୍ଗାଲୁରୁର ଜଷ୍ଟ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶାକୁ ଉତ୍ତରପ୍ରଦେଶ (ୟୁପି) ୧୭୦ଟି ବଲ ବାକି ରଖି ୬ ଉଇକେଟରେ ଅତି...
ଆଇପିଏଲ ଭେନ୍ୟୁ ଉପରେ ଆପତ୍ତି ଉଠାଇଲେ ହାଇଦ୍ରାବାଦ, ରାଜସ୍ଥାନ, ପଞ୍ଜାବ
ମୁମ୍ବାଇ,୧।୩ : ଆଗାମୀ ଆଇପିଏଲ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚୂଡ଼ାନ୍ତ କରିଥିବା ୬ଟି ଭେନ୍ୟୁ ଉପରେ ଆପତ୍ତି ଉଠାଇଛନ୍ତି ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଆପତ୍ତି ଉଠାଇଥିବା ଫ୍ରାଞ୍ଚାଇଜର ହୋମ ଗ୍ରାଉଣ୍ଡକୁ...
ଥମୁନି ଆରସିବି ବ୍ୟାଟ୍ସମ୍ୟାନଙ୍କ ଶତକ ଧାରା
ବାଙ୍ଗାଲୋର,୧।୩ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓପନର ତଥା କର୍ନାଟକ ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକଲ ଏବେ ଚମତ୍କାର ଫର୍ମରେ। ଚଳିତ ବିଜୟ ହଜାରେ ଟ୍ରଫିରେ ଜାରି ରହିଛି ତାଙ୍କ ଶତକ ଧାରା। ଓଡ଼ିଶା ବିପକ୍ଷରେ ୧୫୨ ଓ କେରଳ...
ଇଣ୍ଡିଆନ ସୁପର ଲିଗ୍: ଲିଗ୍ ଓ୍ବିନର୍ସ ଶିଲ୍ଡ ଜିତିଲା ମୁମ୍ବାଇ
ଭୁବନେଶ୍ୱର,୧।୩: ଚଳିତ ଇଣ୍ଡିଆନ ସୁପର ଲିଗ୍(ଆଇଏସ୍ଏଲ୍)ର ଅନ୍ତିମ ଲିଗ୍ ମ୍ୟାଚ୍ରେ ମୁମ୍ବାଇ ସିଟ୍ ଏଫ୍ସି ୨-୧ ଗୋଲରେ ଏଟିକେ ମୋହନବାଗାନ(ଏଟିକେଏମ୍ବି)କୁ ପରାସ୍ତ କରିଛି। ଏଥି ସହ ମୁମ୍ବାଇ ତାଲିକାର ଶୀର୍ଷରେ ରହି ଲିଗ୍ ଓ୍ବିନର୍ସ ଶିଲ୍ଡ ହାସଲ କରିଛି। କୋଚ୍...
Archives


