୬୩ ବର୍ଷରେ ଆଇପିଏଲ୍ ଖେଳିବାକୁ ମନ ବଳାଇଲେ ବିଶିଷ୍ଟ ବ୍ୟବସାୟୀ, ରଖିଲେ ୨ଟି ସର୍ତ୍ତ
ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜିନ୍ ଆରମ୍ଭ ହୋଇଛି। କ୍ରିକେଟ ଖବର ଏବେ ସମସ୍ତଙ୍କ ମନରେ ଚାଲିଛି । ବିଶିଷ୍ଟ ବ୍ୟବସାୟୀ ତଥା ଆରପିଜି ଗ୍ରୁପ୍ର ଚେୟାରମ୍ୟାନ ହର୍ଷ ଗୋଏଙ୍କା ମଧ୍ୟ ଆଇପିଏଲ୍ ଦେଖନ୍ତ। କେବଳ ଏତିକି ନୁହେଁ,...
ଏହି କ୍ରିକେଟର୍ଙ୍କ କାହାଣୀ ଶୁଣିଲେ ଆଖିଲେ ଆସିଯିବ ଲୁହ: ଆଇପିଏଲ୍ରେ କଲେ ଧମାକା
ମୁମ୍ବାଇ,୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)ରେ ସୋମବାର ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଟକ୍କର ହୋଇଥିଲା। ଏହି ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାମ ଶେଷ ବଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ବାମହାତୀ ଦ୍ରୁତ ବୋଲର...
ଏହି ଖେଳାଳିଙ୍କ ସହ ମସ୍ତିକଲେ ବଲିଉଡ୍ର ବାଜିରାଓ: ଫଟୋ ଶେୟାର କରି କହିଲେ…
ଗୋଟିଏ ପଟେ ଆଇପିଏଲ୍ ୨୦୨୧ କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଭରିରହିଥିବା ବେଳେ ଅନ୍ୟପଟେ ବଲିଉଡ୍ କଳାକାରମାନେ ନିଜର ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ତେବେ ଯେତେବେଳେ ବଲିଉଡ୍ କଳାକାର ଏବଂ କ୍ରିକେଟର ଏକାସହ ମିଶିଯାଉଛନ୍ତି କମାଲ...
ଗୋଟିଏ ଘରେ ସପରିବାର ରହୁଛନ୍ତି ଆଇପିଏଲ୍ର ଏହି ଖେଳାଳି, ବାପା ଚଲାଉଥିଲେ ଅଟୋ, ଆତ୍ମହତ୍ୟା କରିଥିଲେ ଭାଇ
ଆଇପିଏଲ୍ ୧୪ତମ ସଂସ୍କରଣର ଚତୁର୍ଥ ମ୍ୟାଚ୍ ପ୍ରୀତି ଜିଣ୍ଟାଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ରନ୍ରେ ରାଜସ୍ଥାନ ରୟାଲକୁ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସମସ୍ତଙ୍କ ହୃଦୟ ଜିତିଛି। ବିଶେଷକରି ଚେତନ ସକରିୟା ନିଜର ଡେବ୍ୟୁ...
ମାତ୍ର ୧୪ ଓଭରରେ ପାକିସ୍ତାନକୁ ଧୋଇଦେଲା ଦକ୍ଷିଣ ଆଫ୍ରିକା
ଜୋହାନ୍ସବର୍ଗ,୧୪।୪: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -୨୦ ମ୍ୟାଚରେ ଭ୍ରମଣକାରୀ ଦଳ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଜୋହାନ୍ସବର୍ଗରେ ଖେଳାଯାଇଥିବା ଏହି ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକା ୧୪ ଓଭରରେ ପାକିସ୍ତାନକୁ ଧୋଇ ଦେଇଥିଲା।...
ମାତ୍ର ୨୦ ବଲ୍ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍: ଭାଙ୍ଗିଲେ ଅନେକ ରେକର୍ଡ
ମୁମ୍ବାଇ,୧୩।୪: ଆଇପିଏଲର ୧୪ ତମ ସିଜନରେ କିଙ୍ଗସ ଏକାଦଶ ପଞ୍ଜାବ ବିଜୟର ସହିତ ଖାତା ଖୋଲିଛି। ଏକ ରୋମାଞ୍ଚକର ମ୍ୟାଚରେ ପୂର୍ବତନ ଚାମ୍ପିୟନ ରାଜସ୍ଥାନ ରୟାଲ୍ସକୁ ମାତ୍ର ୪ ରନ୍ରେ ପରାସ୍ତ କରିଛି। ଏହି ବିଜୟରେ କେଏଲ ରାହୁଲ ଏବଂ...
ଧୋନୀଙ୍କ ଉଇକେଟ ଆଭେଶଙ୍କ ସ୍ବପ୍ନ ଥିଲା
ମୁମ୍ବାଇ, ୧୩ା୪ (ପି.ଟି.)- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷ ଆଇପିଏଲ୍ ଓପନରରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କ ଧୋନୀଙ୍କ ଉଇକେଟ ହାସଲ ଦ୍ୱାରା ଦିଲ୍ଲୀ କ୍ୟାପିଟାଲ୍ସ ପେସ୍ ବୋଲର ଆଭେଶ ଖାଁଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର...
କୁଦରମେତୋଭାଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ
ଚାଲର୍ସଟନ, ୧୩ା୪ (ଏପି)-ରୁଷିଆର ଭେରୋନିକା କୁଦରମେତୋଭା କ୍ଲେ-କୋର୍ଟରେ ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଭଲଭୋ କାର୍ ଓପନ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଡାନ୍କା କୋଭିନିକ୍ଙ୍କୁ ୬-୪, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ସିଜନର...
ଦ୍ୱିତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ
ଜୋହାନ୍ସବର୍ଗ,୧୩ା୪-ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ଦୁଇ ଦଳ ମଧ୍ୟରେ ଚାଲିଥିବା ୪ ମ୍ୟାଚବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି। ଦୁଇ ଦଳ...
ଏଫ୍ଆଇଏଚ୍ ପ୍ରୋ ଲିଗ୍: ଆର୍ଜେଣ୍ଟିନାକୁ ୩-୦ରେ ହରାଇଲା ଭାରତ
ବୁଏନ୍ସ ଆରିଜ, ୧୩।୪- ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକିରେ ଭାରତ ଅଲିମ୍ପିକ୍ ଚାମ୍ପିୟନ ଆର୍ଜେଣ୍ଟିନା ବିପକ୍ଷରେ ଡବଲ ବିଜୟ ହାସଲ କରିଛି। ପୂର୍ବ ମ୍ୟାଚରେ ଶୁଟ୍ ଆଉଟ ୩-୨ ଗୋଲରେ ବିଜୟୀ ହୋଇଥିବା ଭାରତ ସୋମବାର ଦ୍ୱିତୀୟ ମ୍ୟାଚରେ ଘରୋଇ...
ଓ୍ବାଙ୍ଖଡେରେ ଛକା ବର୍ଷା : ମ୍ୟାଚ୍ ନୁହେଁ ମନ ଜିତିଲେ ସାମସନ
ମୁମ୍ବାଇ, ୧୨ା୪- ଓ୍ବାଙ୍ଖଡେ ଷ୍ଟାଡିୟମ ଏବେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପାଲଟିଛି ସ୍ବର୍ଗ। ସୋମବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ଛକାର ବର୍ଷା। ମ୍ୟାଚ୍ରେ ମୋଟ ୨୪ ଛକା ମାରିଥିଲେ ଉଭୟ ଦଳର...
ବିରଳ ରେକର୍ଡର ଅଧିକାରୀ ହେଲେ ଗେଲ୍
ମୁମ୍ବାଇ, ୧୨ା୪- ୟୁନିଭର୍ସ ବସ ଭାବେ ଜଣାଶୁଣା କ୍ରିସ୍ ଗେଲ୍ ସୋମବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ସେ ଲଗାଇଛନ୍ତି ୩୫୦ ଛକା। କୌତୁହଳର ବିଷୟ ହେଲା ଯେ,...
Archives


