ଭାବପ୍ରବଣ ହୋଇଗଲେ ବିରାଟ କୋହଲି
ଲଣ୍ଡନ,୩।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହାପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୀନେଶ କାର୍ତ୍ତିକଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଖୋଲାଖୋଲି ନିଜର ଭାବନା...
ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କହିଲେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଗର୍ବିତ…
ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଦଳ ଫାଇନାଲରୁ ବାହାର ହେବା ସହିତ ଗୋଲ୍ଡ ଏବଂ ସିଲିଭର୍ ପଦକ ଆଶା ଧୁଳିସାତ୍ ହୋଇଛି। ହକିରେ ଟିମ ଇଣ୍ଡିଆର ପରାଜୟ ପରେ କୋଟି...
ପୁରୁଷ ହକିରେ ଭାରତର ବ୍ରୋଞ୍ଜ ପଦକ ଆଶା…
ଟୋକିଓ/ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଭାରତର ଗୋଲ୍ଡ ଏବଂ ସିଲିଭର୍ ପଦକ ଆଶା ଧୁଳିସାତ୍ ହୋଇଛି। ତେବେ ବ୍ରୋଞ୍ଜ ପଦକ ଆଶା ରହିଛି। ଏହି ମ୍ୟାଚରେ ଭାରତ ଦୁଇଟି ଗୋଲ...
ବ୍ୟାୟାମରୁ ଜିମ୍ନାଷ୍ଟିକ୍ସର ଅଭ୍ୟୁଦୟ
ଟୋକିଓ, ୩।୮: ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସ ଏକ ଲୋକପ୍ରିୟ କ୍ରୀଡ଼ା ଭାବେ ଉଭୟ ଆଥଲେଟ ଓ ପ୍ରଶଂସକଙ୍କ ମଧ୍ୟରେ ଆଦୃତ ହୋଇଛି। ଆଧୁନିକ ଜିମ୍ନାଷ୍ଟିକ୍ସ ହେଉଛି ପୁରାତନ ଗ୍ରୀକ୍ ସଭ୍ୟତାର ଅବଦାନ। ଗ୍ରୀକ୍ ଶବ୍ଦ ‘ଜିମ୍ନାଜେନ’ରୁ ଜିମ୍ନାଷ୍ଟିକ୍ସର ନାମକରଣ ହୋଇଛି।...
କମଲପ୍ରୀତ୍ ୬ଷ୍ଠ ସ୍ଥାନରେ ରହିଲେ
ଟୋକିଓ, ୩ା୮ (ପି.ଟି.)-ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଡିସ୍କସ୍ ଥ୍ରୋୟର କମଲପ୍ରୀତ୍ କୌର ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସୋମବାର ବର୍ଷାରେ ବାଧାପ୍ରାପ୍ତ ଫାଇନାଲରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୬୩.୭୦ ମିଟର ରହିଥିଲା। ୨୫ ବର୍ଷୀୟା କୌର...
ବେଲାରୁଷ ଅଲିମ୍ପିଆନଙ୍କୁ ଭିଜା ମଞ୍ଜୁର କଲା ପୋଲାଣ୍ଡ
ଟୋକିଓ, ୩ା୮ (ଏପି):ପୋଲାଣ୍ଡ ସୋମବାର ବେଲାରୁଷର ଜଣେ ଅଲିମ୍ପିକ ସ୍ପ୍ରିଣ୍ଟର କ୍ରିଷ୍ଟିନା ସିମାନୋସକାୟାଙ୍କୁ ଭିଜା ମଞ୍ଜୁର କରିଛି। କ୍ରିଷ୍ଟିନା କହିଛନ୍ତି, ଟିମ୍ ଅଫିସିଆଲ ତାଙ୍କୁ ବାଧ୍ୟତାମୂଳକ ତାଙ୍କ ଦେଶକୁ ପଠାଇଦେବା ଲାଗି ଚେଷ୍ଟା କରିଥିଲୋ ନିଜ ଦେଶ ଫେରିଲେ ତାଙ୍କ...
ଭାରତକୁ ମିଳିଗଲା ନୂଆ ‘ଓ୍ବାଲ୍’
ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ । ତିନି ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ଅଲିମ୍ପିକ୍ସରେ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି।...
ଭାରତୀୟ ହକି ଦଳ ଜିତିବା ପରେ ଭାଷ୍ୟକାରଙ୍କ ଆଖିରେ ଥିଲା ଲୁହ: ଦେଖନ୍ତୁ ଭିଡିଓ
ଟୋକିଓ,୨।୮: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ସେମିଫାଇନାଲରେ ପହଞ୍ଚିଛି। ଭାରତୀୟ ପୁରୁଷ ଟିମ କ୍ୱାଟର୍ର୍ ଫାଇନାଲରେ ଗ୍ରେଟ ବ୍ରିଟେନକୁ ୩-୧ ଗୋଲରେ ହରାଇ ଅନ୍ତିମ-୪ ଟିକେଟ କାଟିଛି। ଏଥିସହ ଭାରତ ୪୯ ବର୍ଷ ପରେ ଅଲିମ୍ପିକ୍ସର...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ କୋହଲି ଭାଙ୍ଗିପାରନ୍ତି ଏହି ୬ ବଡ ରେକର୍ଡ
ନୂଆଦିଲ୍ଲୀ,୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ଅଗଷ୍ଟ ୪ରୁ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହେବାକୁ ଯାଉଛି। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ୧୩ ବର୍ଷ ପରେ ଭାରତକୁ ଇଂରାଜୀ ମାଟିରେ ସିରିଜ ଜିତାଇବାର...
ସ୍ବର୍ଣ୍ଣ ପଦକ ଜିତିବା ପରେ ଦର୍ଶକ ଷ୍ଟାଣ୍ଡ୍ରେ ବସି ସ୍ବେଟର୍ ବୁଣିଲେ ଏହି ଖେଳାଳି
ଅଲିମ୍ପିକ ଚାମ୍ପିଅନ ସ୍ବେଟର୍ ବୁଣିବା କଥାଟା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ଏହା ଦେଖି ସାରା ବିଶ୍ୱରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ରିଟେନର ଅଲିମ୍ପିକ ଚାମ୍ପିଅନ ଡାଇଭର ଟମ ଡେଲେ...
ଭାରତୀୟ ମହିଳା ହକି ଟିମ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ସୋମବାର ଦମ୍ଦାର ପ୍ରଦର୍ଶନ କରି ଇତିହାସ ରଚିଛି ଭାରତୀୟ ହକି ଟିମ୍ । ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିବା ପରେ ମହିଳା ହକି ଟିମ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ । ମୁଖ୍ୟମନ୍ତ୍ରୀ ନବୀନ...
ସନ୍ତରଣରେ ମ୍ୟାକେନଙ୍କୁ ୭ ପଦକ
ଟୋକିଓ,୧ା୮(ଏପି):ଟୋକିଓ ଅଲିମ୍ପିକ୍ସ ସନ୍ତରଣ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ଏମା ମ୍ୟାକେନ ରବିବାର ଆଉ ଦୁଇଟି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫଳରେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ୭ଟି ପଦକ ଜିତିବା ସହ ସୋଭିଏଟ୍ ଜିମ୍ନାଷ୍ଟ ମାରିଆଙ୍କ ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ମ୍ୟାକେନ...
Archives


