‘ନାତି ମୁଣ୍ଡ ଉଚ୍ଚା କରିଦେଲା’
ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ନୀରଜ ଇତିହାସ ସୃଷ୍ଟି କରିଛନ୍ତି। ଏହାପରେ ନୀରଜଙ୍କ ଜେଜେ ଧର୍ମ ସିଂ କହିଛନ୍ତି, ନାତି କଠିନ ପରିଶ୍ରମ କରିଥିଲା। ଅଲିମ୍ପିକ୍ସ ଖେଳିବାକୁ ଯାଇ ସ୍ବର୍ଣ୍ଣ...
ମୋ ଅଧୁରା ସ୍ବପ୍ନ ପୂରା ହେଲା- ପିଟି ଉଷା
ନୂଆଦିଲ୍ଲୀ,୭।୮: ଅଲିମ୍ପିକ୍ସ ସଫଳତା ପରେ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଥିବା କୋଟି କୋଟି ଲୋକଙ୍କ ମଧ୍ୟରେ ରହିଛନ୍ତି କିମ୍ବଦନ୍ତୀ ଧାବିକା ପି ଟି ଉଷା। ସେ ୧୯୮୪ ଅଲିମ୍ପିକ୍ସରେ ୦.୦୧ ସେକେଣ୍ଡରେ ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ। ”୩୭ ବର୍ଷ...
ଜୁନିୟର ବିଶ୍ୱ ରେକର୍ଡ ପରେ ମିଳିଥିଲା ସେନାରେ ଚାକିରି
ଟୋକିଓ,୭।୮: ନୀରଜ ୨୦୧୬ରେ ଜାଭେଲିନ ଥ୍ରୋରେ ଜୁନିୟର ବିଶ୍ୱ ରେକର୍ଡ ହାସଲ କରିଥିଲେ। ଏଥିଯୋଗୁ ସେନାବାହିନୀ ତାଙ୍କୁ ଜୁନିୟର କମିସଣ୍ଡ ଅଫିସର ପଦରେ ନିଯୁକ୍ତି ଦେଇଥିଲା। ପରେ ସେ ନାଏକ ସୁବେଦାର ପଦରେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ୨୦୧୮...
ଗୋଲ୍ଡେନ ବୟଙ୍କ ଉପରେ ଟଙ୍କା ବର୍ଷା
ନୂଆଦିଲ୍ଲୀ,୭।୮: ଭାରତ ପାଇଁ ଅଲିମ୍ପିକ୍ସରେ ପ୍ରଥମ ଟ୍ରାକ ଓ ଫିଲ୍ଡ ଆଥ୍ଲେଟ ଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ଏଭଳି ସଫଳତା ପରେ ଗୋଲ୍ଡେନ ବୟଙ୍କ ଉପରେ ଟଙ୍କା ବର୍ଷା ହେଉଛି। ହରିୟାଣା ସରକାର ସ୍ବର୍ଣ୍ଣ ପଦକଧାରୀ ନୀରଜଙ୍କୁ...
ଏତିକି ଦିନ ହେଲା ଫୋନଠୁ ଦୂରରେ ଅଛନ୍ତି ନୀରଜ
ଟୋକିଓ,୭।୮: ଅଲମ୍ପିକ୍ସ ପଦକ ହାସଲ କରିବାକୁ ନୀରଜ ପ୍ରଣାପଣେ ଚେଷ୍ଟା କରିବା ସହ କଠିନ ପରିଶ୍ରମ କରିଥିଲେ। ଦୀର୍ଘ ଗୋଟିଏ ବର୍ଷ ହେବ ନୀରଜର ଫୋନ ବନ୍ଦ ରହିଥିଲା ବୋଲି ଦାଦା ଭୀମ ଚୋପ୍ରା କହିଛନ୍ତି। ୧୫ ଦିନ ତଳେ...
୨୦୧୬ରେ ସଙ୍କେତ ଦେଇଥିଲେ ଗୋଲ୍ଡେନ ବୟ
ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଟ୍ରାକ ଓ ଫିଲ୍ଡ ଇଭେଣ୍ଟରେ ଅଲିମ୍ପିକ୍ସ ପଦକ ଜିତିବାରେ ୨୩ ବର୍ଷୀୟ ନୀରଜ ପ୍ରଥମ ଭାରତୀୟ। ଏହି ବୃହତ୍ ସଫଳତା ହାତେବାର...
ଜିମ୍ରୁ ଜାଭେଲିନ
ଟୋକିଓ,୭।୮: ଜିମ୍ ଛାଡି ଜାଭେଲିନ ଥ୍ରୋ ଆରମ୍ଭ କରିଥିବା ନୀରଜ ଚୋପ୍ରା ଦିନେ ଭାରତ ପାଇଁ ଆଥ୍ଲେଟିକ୍ସରେ ପ୍ରଥମ ଅଲିମ୍ପିକ୍ସ ପଦକ ହାସଲ କରିବେ ବୋଲି କେହି ଭାବି ନ ଥିବେ। ଚଳିତ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ...
‘କଦାପି ଭୁଲି ହେବ ନାହିଁ ନୀରଜଙ୍କ ସଫଳତା’
ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଐତିହାସିକ ସ୍ବର୍ଣ୍ଣ ପଦକ ଅର୍ଜନ କରି ଇତିହାସ ସୃଷ୍ଟ କରିଛନ୍ତି। ଏଭଳି ସଫଳତା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ...
ଅଲିମ୍ପିକ୍ସ ଇତିହାସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ
ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସର ଅନ୍ତିମ ଦିନ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ ସହ ମିଳିଛି ଦୁଇଟି ପଦକ। ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ପୂର୍ବରୁ ଭାରତକୁ ୬ଷ୍ଠ...
ନୀରଜ ଆଣିଲେ ସ୍ବର୍ଣ୍ଣ
ଟୋକିଓ,୭।୮: ଇତିହାସ ରଚିଲେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସର ଅନ୍ତିମ ଦିନ ଭାରତକୁ ମିଳିଛି ଏକମାତ୍ର ସ୍ବର୍ଣ୍ଣ ପଦକ। ଭାରତର ପ୍ରଥମ ଟ୍ରାକ ଓ ଫିଲ୍ଡ ଆଥ୍ଲେଟ୍ ଭାବେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ୨୩ ବର୍ଷୀୟ...
ବ୍ରୋଞ୍ଚ ଜିତିଲେ ବଜରଙ୍ଗ
ଚିବା,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଶନିବାର ବ୍ରୋଞ୍ଚ ପଦକ ଜିତିଛନ୍ତି। ସେ କାଜାଖସ୍ତାନର ଖେଳାଳି ଡୁଲେଟ୍ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ପାରମ୍ପରିକ ଲେଗ୍ ଡିଫେନ୍ସ ଦୁର୍ବଳତା ଯୋଗୁ ସେ ୬୫ କେଜି ପୁରୁଷ ଫ୍ରିଷ୍ଟାଇଲ୍...
ଇଂଲଣ୍ଡ ଫିଲ୍ଡିଂର ମଜା ଉଡାଇଲେ ଭାଓନ; କହିଲେ ‘ମୋ ଫିଲ୍ଡିଂ ଏକାଡେମୀରେ ଟ୍ରେନିଂ ନେବ ଆସ’
ନୂଆଦିଲ୍ଲୀ,୭।୮: ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଓନ ନିଜର ଟୁଇଟର ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି କ୍ରମରେ ଶୁକ୍ରବାର ସେ ଅନ୍ୟମାନଙ୍କ ପାଇଁ ନୁହେଁ ବରଂ ନିଜ ଦଳ ପାଇଁ ଟୁଇଟ୍ କରି ଆଲୋଚନାର ପରିସରକୁ ଆସିଛନ୍ତି।...
Archives


