ଖେଳ

ଦର୍ଶକଙ୍କ ମଧ୍ୟରେ ଖେଳାଯାଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ,୧୭।୮ : ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଯାଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ-୧୪)ର ଦ୍ୱିତୀୟ ପର୍ଯ୍ୟାୟ। ବଳକା ୩୧ ମ୍ୟାଚ୍‌ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଇପାରେ। ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି)ର...

ଟି-୨୦ ବିଶ୍ୱକପ୍‌ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ନ୍ୟୁଜିଲାଣ୍ଡ: ଦଳର ଏହି ପ୍ରମୁଖ ବୋଲର୍‌ଙ୍କୁ କଲା କୋଚ୍‌

ନୂଆଦିଲ୍ଲୀ,୧୭।୮: ୟୁଏଇରେ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏକ ବଡ଼ ନିଷ୍ପତ୍ତି ସ୍ବରୂପ ଦଳ ପୂର୍ବତନ ଦ୍ରୁତ ବୋଲର ସେନ ବଣ୍ଡଙ୍କୁ କୋଚ୍‌ ଭାବରେ ନିଯୁକ୍ତ କରିଛି।...

ପୁଣି ବିଗିଡିଲା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟାବସ୍ଥା

ପାନିପତ,୧୭।୮: ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି। ପଦକ ଜିତିବାର ଦଶ ଦିନ ପରେ ଚୋପ୍ରା ମଙ୍ଗଳବାର ନିଜ ଘର ପାନିପାତରେ ପହଞ୍ଚିଥିଲେ। ତାଙ୍କ କନଭେନ ସମଲଖାର ହାଲଡାନା ବର୍ଡରରୁ ଏକ...

ଏହି ମହାନ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ କୋହଲି

ଲର୍ଡସ,୧୭।୮: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ କରିଛନ୍ତି। ଅଧିନାୟକ ଭାବରେ ଟେଷ୍ଟ ଜିତିବା ଦୃଷ୍ଟିରୁ ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି। ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ଆୟୋଜକ ଇଂଲଣ୍ଡକୁ ୧୫୧...

ଯଦି ମୁଁ କାହାକୁ ହସୁଥିବାର ଦେଖେ, ତେବେ ଦେଖିବ: କାହିଁକି ନିଜ ଦଳର ଖେଳାଳିଙ୍କୁ ଏମିତି କହିଥିଲେ କୋହଲି

ଲଣ୍ଡନ,୧୭।୮: ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ଆକ୍ରୋଶ ପାଇଁ ଜଣାଶୁଣା। ସେ ବ୍ୟାଟିଂ ହେଉ କିମ୍ବା ଫିଲ୍ଡିଂ ଉଭୟ ଫ୍ରଣ୍ଟରେ ସେ ଶତପ୍ରତିଶତ ଦିଅନ୍ତିି। ଲର୍ଡସ ଟେଷ୍ଟର ଦ୍ୱିତୀୟ ଇନିଂସରେ ତାଙ୍କ ଆକ୍ରୋଶର ଶିଖରରେ ଥିଲା। ଦ୍ୱିତୀୟ ଟେଷ୍ଟର...

ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ: ଏହି ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୧୭।୮:ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଜି ଟି -୨୦ ବିଶ୍ୱକପ ୨୦୨୧ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଆଇସିସି ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୭ ରେ ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଟି -୨୦ ବିଶ୍ୱକପର ପ୍ରଥମ...

ଗାଳି ଦେଲେ କୋହଲି; ଅମ୍ପାୟାର କହିଲେ, ମୁହଁରେ ତାଲା ଦିଅ: ଦେଖନ୍ତୁ ଭିଡିଓ

ଇଂଲଣ୍ଡ,୧୭।୮: ଲର୍ଡସରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟର ଶେଷ ଦିନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହା ସହିତ ମ୍ୟାଚରେ ଅନେକ ହାଇ ଭୋଲଟେଜ ଡ୍ରାମା ମଧ୍ୟ ଦେଖିବାକୁ ମିଳିଥିଲା। ଇଂଲଣ୍ଡ ଖେଳାଳିମାନେ ସ୍ଲେଜିଂ କରୁଥିବା ବେଳେ...

ଲଜ୍ଜାଜନକ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌: ୧୩୭ ବର୍ଷରେ କୌଣସି ଖେଳାଳି ଏମିତି କରି ନ ଥିଲେ

ଇଂଲଣ୍ଡ,୧୭।୮:ପ୍ରତ୍ୟେକ ଖେଳାଳି ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହଁାନ୍ତି। ବ୍ୟାଟ୍ସମ୍ୟାନ ଏକ ଶତକ ଏବଂ ବୋଲର ଗୋଟିଏ ଇନିଂସରେ ପାଞ୍ଚ କିମ୍ବା ଅଧିକ ଉଇକେଟ ନେଇ ଏହି ଗ୍ରାଉଣ୍ଡର ସମ୍ମାନ ବୋର୍ଡରେ ସ୍ଥାନ ପାଇବାକୁ ଚାହାନ୍ତି।...

କଟା ଘା’ରେ ଚୂନ ଲଗାଇଲେ କୋହଲି

ଇଂଲଣ୍ଡ,୧୭।୮: ଭାରତୀୟ କ୍ରିକେଟ ଦଳ ଆୟୋଜକ ଇଂଲଣ୍ଡ ଐତିହାସିକ ଲର୍ଡସରେ ଭାରତୀୟ ଦଳ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି। ଭାରତୀୟ ଦଳ ଜିତିବା ପାଇଁ ଇଂଲଣ୍ଡକୁ ୨୭୨ ରନ ଟାର୍ଗେଟ ଦେଇଥିଲା, କିନ୍ତୁ ଏହାର ଜବାବରେ ଜୋ ରୁଟଙ୍କ...

ଇଂଲଣ୍ଡ ଦଳକୁ ଚେତାବନୀ ଦେଲେ ରାହୁଲ

ଇଂଲଣ୍ଡ,୧୭।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୫୧ ରନ ଜିତିଛି ଭାରତୀୟ ଦଳ। ଏହି ବିଜୟରେ ପ୍ରମୁଖ ଭୂମିକା ବୋଲର୍‌ଙ୍କ ଥିବାବେଳେ ଓପନର୍‌ କେଏଲ୍‌ ରାହୁଲ ମଧ୍ୟ ଶତକୀୟ ଇନିଂଶ ଖେଳିଥିଲେ। ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ରାହୁଲ...

ଲଡର୍‌ସ ଟେଷ୍ଟ ଜିତିଲା ଇଣ୍ଡିଆ

ଲଡର୍‌ସ,୧୬।୮: ପ୍ରଥମ ଟେଷ୍ଟରେ ବର୍ଷା ଇଂଲଣ୍ଡକୁ ବଞ୍ଚାଇ ଦେଇଥିଲା। କିନ୍ତୁ କ୍ରିକେଟର ଅନ୍ତୁଡିଶାଳ କୁହାଯାଉଥିବା ଲଡର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୧ ରନ୍‌ରେ ହରାଇ ଦେଇଛି। ୨୭୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା...

ବ୍ୟାଟିଂ ପରେ ବୋଲିଂରେ କରିସ୍ମା

ଲଡର୍‌ସ, ୧୬।୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଉଭୟ ବୋଲିଂ ବ୍ୟାଟିଂରେ କରିସ୍ମା ଦେଖାଉଛନ୍ତି ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ୍‌ ବୁମ୍‌ରା। ଦ୍ୱିତୀୟ ଇନିଂସରେ ଭାରତ ୨୦୯ ରନ୍‌ ମଧ୍ୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri