Posted inଖେଳ

କଟା ଘା’ରେ ଚୂନ ଲଗାଇଲେ କୋହଲି

ଇଂଲଣ୍ଡ,୧୭।୮: ଭାରତୀୟ କ୍ରିକେଟ ଦଳ ଆୟୋଜକ ଇଂଲଣ୍ଡ ଐତିହାସିକ ଲର୍ଡସରେ ଭାରତୀୟ ଦଳ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି। ଭାରତୀୟ ଦଳ ଜିତିବା ପାଇଁ ଇଂଲଣ୍ଡକୁ ୨୭୨ ରନ ଟାର୍ଗେଟ ଦେଇଥିଲା, କିନ୍ତୁ ଏହାର ଜବାବରେ ଜୋ ରୁଟଙ୍କ ଦଳ ମାତ୍ର ୧୨୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟ ପରେ ବିରାଟ କୋହଲି ଇଂଲଣ୍ଡର କ୍ଷତ ଉପରେ ଲୁଣ ଛିଞ୍ଚିଥିଲେ। ବିରାଟ କୋହଲି କହିଛନ୍ତି ଯେ, ମ୍ୟାଚ ସମୟରେ ବିପକ୍ଷ ଦଳର ସ୍ଲେଜିଂ ତାଙ୍କ ଦଳକୁ ଜିତିବାକୁ ପ୍ରେରଣା ଦେଇଥିଲା। ୍‌ଦ୍ୱିତୀୟ ଇନିଂସରେ ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମ୍‌ରାଙ୍କ ମଧ୍ୟରେ ନବମ ଉଇକେଟ ଭାଗିଦାରୀ ଦଳ ପାଇଁ ବିଜୟ ସୃଷ୍ଟି କରିଥିଲା। ମୁଁ ପୁରା ଦଳ ପାଇଁ ଗର୍ବିତ। ବୋଲରମାନେ ପିଚର ପ୍ରଥମ ତିନି ଦିନ ପାଇଁ ସାହାଯ୍ୟ ପାଇଲେ ନାହିଁ କିନ୍ତୁ ଆମେ ଆମର ରଣନୀତି ଭଲ ଭାବରେ କାର୍ଯ୍ୟକାରୀ କଲ। ଦ୍ୱିତୀୟ ଇନିଂସରେ ଚାପ ପରିସ୍ଥିତିରେ ବୁମରା ଏବଂ ଶାମି ଚମତ୍କାର ବ୍ୟାଟିଂ କରିଥିଲେ। ପଡ଼ିଆରେ ଥିବା ଟେନସନ ମଧ୍ୟ ଜିତିବାକୁ ପ୍ରେରଣା ଦେଲା ବୋଲି କୋହଲି କହିଛନ୍ତି।
ଲର୍ଡସରେ ଏହା ହେଉଛି ଭାରତର ତୃତୀୟ ବିଜୟ। ଏହାପୂର୍ବରୁ ସେ ୨୦୧୪ ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଜିତିଥିଲେ। କୋହଲି ମଧ୍ୟ ସେହି ଦଳର ଏକ ଅଂଶ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେହ୍ବାଗଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୮: ବିଶ୍ୱକପ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏଥର ଏହି ଟୁର୍ନାମେଣ୍ଟ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ...

ସରିତାଙ୍କ ହ୍ୟାଟ୍ରିକ: ଓଡ଼ିଶା ବିଜୟୀ

କଟକ ଅଫିସ୍‌, ୪ା୨- କେରଳର କୋଲାମଠାରେ ୧୦ମ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ (ଡିଭିଜନ ଏ)ର ସୋମବାର ମ୍ୟାଚ୍‌ରେ ହକି ଓଡ଼ିଶା ବୃହତ ବିଜୟ...

ଧୋନୀଙ୍କ ପଣ୍ଡିତ ଅବତାର

ନୂଆଦିଲ୍ଲୀ,୧୧।୮:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖନ୍ତି ନାହିଁ। କିନ୍ତୁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ...

ଭାରତୀୟ ମହିଳା ଫେନ୍ସର ଭବାନୀଙ୍କୁ ରୌପ୍ୟ ପଦକ

ଚେନ୍ନାଇ,୩୦।୯(ପି.ଟି)- ବେଲଜିୟମର ବନ୍ଦର ସହଜର ଘେଣ୍ଟଠାରେ ଅନୁଷ୍ଠିତ ଟୋରନୋଇ ସାଟ୍‌ଲାଇଟ୍‌ ଫେନ୍ସିଙ୍ଗ ପ୍ରତିଯୋଗିତା (ବିଶ୍ୱ ସ୍ତରୀୟ)ରେ ରବିବାର ଭାରତୀୟ ମହିଳା ଫେନ୍ସର ଭବାନୀ ଦେବୀ ରୌପ୍ୟ...

ବୋପାନ୍ନା-ଶାପୋଭାଲୋଭ ରନର୍ସଅପ୍‌

ଷ୍ଟଟ୍‌ଗାର୍ଟ, ୧୭ା୬ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ କାନାଡିଆନ ପାର୍ଟନର ଡେନିସ ସାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମର୍ସିଡିଜ କପ୍‌ ଟେନିସ ଟୁର୍ନାମେଣ୍ଟର...

ହିମା ଦାସ ସାମୟିକ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୬ା୯(ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଭାରତର ଷ୍ଟାର ସ୍ପ୍ରିଣ୍ଟର ହିମା ଦାସଙ୍କୁ ଅସ୍ଥାୟୀ ଭାବେ ସସ୍‌ପେଣ୍ଡ କରିଛି। ୧୨ ମାସରେ ୩...

ହସ୍ପିଟାଲରୁ ଛାଡ଼ ପାଇଲେ ପାରା-ତୀରନ୍ଦାଜ ଅଙ୍କିତ

ସୋନେପତ୍‌, ୨୪ା୧୦ (ପି.ଟି.)- କୋଭିଡ୍‌ ଟେଷ୍ଟରେ ପଜିଟିଭ ହୋଇଥିବା ପାରା-ତୀରନ୍ଦାଜ ଅଙ୍କିତ ହସ୍ପିଟାଲରୁ ମୁକ୍ତି ଲାଭ କରିଛନ୍ତି। ତେବେ ସେ ୧୦ ଦିନ ପାଇଁ ହୋମ୍‌...

ହାଇ ମାରି ଚର୍ଚ୍ଚାରେ ଅଛନ୍ତି ଏହି କ୍ରିକେଟର୍‌, ସ୍ବାମୀଙ୍କ ଏହି ଅଭ୍ୟାସକୁ ନେଇ ସ୍ତ୍ରୀ କହିଲେ ଏମିତି

ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି। ଏବେ ସେ ମ୍ୟାଚ୍‌ବେଳେ ହାଇ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି।...

Advertisement
Archives

Model This Week