ଖେଳ

ଏହିସବୁ ଭୁଲ୍‌ କରୁଛନ୍ତି ବିରାଟ କୋହଲି

ନୂଆଦିଲ୍ଲୀ,୧୮।୮: ଇଂଲଣ୍ଡ ଗସ୍ତରେ ଦମଦାର ଖେଳ ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ଜିତିଛି, କିନ୍ତୁ ବିରାଟ କୋହଲିଙ୍କ ଫର୍ମ ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ନଟିଂହାମରେ ଫ୍ଲପ ହେବା ପରେ ଅଧିନାୟକ କୋହଲି ଦ୍ୱିତୀୟ...

ମାତ୍ର ୪୦ ବଲ୍‌ରେ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପାଇଁ ଏକ ଖୁସି ଖବର ଅଛ। ଦଳର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ଜବରଦସ୍ତ ଫର୍ମରେ ଅଛନ୍ତି। ଦି ହଣ୍ଡ୍ରେଡରେ ସେ ଉଭୟ ବଲ ଏବଂ ବ୍ୟାଟ ସହିତ...

୨୧ଟି ଛକା ମାରି ଷ୍ଟାର୍‌ ପାଲଟିଥିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ତାଙ୍କ ସମୟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସନ୍ଦୀପ ପାଟିଲଙ୍କ ଆଜି ଜନ୍ମଦିନ। ୧୮ ଅଗଷ୍ଟ ୧୯୫୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସନ୍ଦୀପ ପାଟିଲଙ୍କୁ ଆଜି ୬୫ ବର୍ଷ ବୟସ ହୋଇଛି। ସନ୍ଦୀପ ପାଟିଲ ତାଙ୍କ...

ପିଭି ସିନ୍ଧୁଙ୍କ ଦେଶୀ ଅବତାର: ପିନ୍ଧିଥିବା ଶାଢିର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଅଲିମ୍ପିକ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ସୁନାମ ଅର୍ଜନ କରିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ନିକଟରେ ଏକ ଶାଢି ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଦେଶୀ ଲୁକ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କ ଶାଢି ପିନ୍ଧା ଫଟୋଗୁଡ଼ିକ...

ଭାରତୀୟ ଦଳର ବିଜୟ ପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ ଅଧିନାୟକ

ଇସଲାମାବାଦ,୧୮।୮ : ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ୧୫୧ ରନ୍‌ରେ ଇଂଲଣ୍ଡକୁ ହରାଇବା ପରେ ଟିମ୍‌ ଇଣ୍ଡିଆକୁ ବହୁ ପୂର୍ବତନ ଖେଳାଳି ପ୍ରଶଂସା କରିଛନ୍ତି। ପ୍ରଶଂସକଙ୍କ ତାଲିକାରେ ସାମିଲ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ...

ଆମ ପଦକ ଦେଶକୁ ନବୀନଙ୍କ ଉପହାର: ମନପ୍ରୀତ୍‌

ଭୁବନେଶ୍ୱର,୧୭।୮: ଭାରତୀୟ ଅଧିନାୟକ ମନପ୍ରୀତ୍‌ ସିଂ ହକିରେ ଦୃଷ୍ଟାନ୍ତମୂକଳ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ପୁରୁଷ ଦଳର ବ୍ରୋଞ୍ଜ ପଦକ ଦେଶକୁ ନବୀନଙ୍କ ଏକ ବଡ଼ ଉପହାର ବୋଲି ସେ କହିଛନ୍ତି। କ୍ରୀଡ଼ାର ଜଣେ...

ପାକିସ୍ତାନ ଷ୍ଟାଡିୟମରେ ହେଉଛି ପରିବା ଚାଷ

ଇସଲାମାବାଦ,୧୭।୮ : ଭାରତ ଭଳି ପାକିସ୍ତାନରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ଅଭାବ ନାହିଁ। ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ ପରେ ଦେଶରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଖେଳାଯାଉ ନ ଥିଲା। କିନ୍ତୁ ଏବେ ସ୍ଥିତି ସୁଧୁରିଲାଣି। ଆଗାମୀ...

ନବୀନଙ୍କ ବଡ଼ ଘୋଷଣା: ଆଉ ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର,୧୭।୮: ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଆହୁରୀ ୧୦ ବର୍ଷ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧନା ଦେବା ସହ...

‘ଆମ ଦଳର ଜଣଙ୍କୁ ସ୍ଲେଜିଂ କଲେ, ଅନ୍ୟମାନେ ଛାଡ଼ିବେ ନାହିଁ’

ନୂଆଦିଲ୍ଲୀ,୧୭।୮ : ଆମ କୌଣସି ଖେଳାଳିଙ୍କୁ ସ୍ଲେଜିଂ କଲେ ଅନ୍ୟ ୧୦ ଖେଳାଳିମାନେ ପ୍ରତିପକ୍ଷକୁ ଛାଡ଼ିବେ ନାହିଁ। ଇଂଲଣ୍ଡ ବିପକ୍ଷ ଲଡର୍‌ସ ଟେଷ୍ଟରେ ଏହା ହିଁ ଘଟିଥିଲା ବୋଲି କହିଛନ୍ତି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ। ମ୍ୟାଚ୍‌ର...

ଆଫଗାନିସ୍ତାନର ସମସ୍ତ କ୍ରିକେଟ ଷ୍ଟାଡିୟମ ଦଖଲ କଲା ତାଲିବାନ: ଜାଣନ୍ତୁ କେଉଁଠି ଅଛନ୍ତି ଦେଶର ଖେଳାଳି !

କାବୁଲ,୧୭।୮: ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିଛି। ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡ଼ି ପଳାଇବା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଛି। ଏପରି ସ୍ଥିତିରେ ଆଫଗାନିସ୍ତାନରେ କ୍ରୀଡ଼ା କ୍ଷେତ୍ରରେ ଅସୁବିଧା ଉପୁଜିବାର ସମ୍ଭାବନା ଦେଖାଦେଇଛି। ତାଲିବାନ ଦେଶର ସମସ୍ତ କ୍ରିକେଟ...

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଲାଗି ଏମିତି କହିଲେ ଗମ୍ଭୀର

ନୂଆଦିଲ୍ଲୀ,୧୭।୮ : ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଆଇସିସି ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଅକ୍ଟୋବର ୧୪ ତାରିଖରେ ପରସ୍ପରକୁ ଭେଟିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ମଙ୍ଗଳବାର ସ୍ପଷ୍ଟ କରିଛି। ତେବେ ଗ୍ରୁପ...

କିଛି ବର୍ଷ ପୂର୍ବେ ତାଲିବାନଠାରୁ ବଞ୍ଚି ପାକିସ୍ତାନରେ ଆଶ୍ରୟ ନେଇଥିଲେ; ଏବେ ପୁଣି ଚିନ୍ତାରେ ଏହି କ୍ରିକେଟରଙ୍କ ପରିବାର…

କାବୁଲ,୧୭।୮: ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଅନିଶ୍ଚିତତା ଦେଖାଦେଇଛି। ରବିବାର ତାଲିବାନ କାବୁଲ ଏବଂ ରାଷ୍ଟ୍ରପତି ଭବନ କବ୍ଜା କରିଥିଲା। ଏହାପୂର୍ବରୁ ରାଷ୍ଟ୍ରପତି ଅଶରଫ୍‌ ଗନି ଦେଶ ଛାଡ଼ିଦେଇଥିଲେ। ଫଳରେ ଦେଶରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛଇ। ଲୋକମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri