ବ୍ୟାଟ୍ରେ ଏହି କ୍ରିକେଟର୍ଙ୍କ ମୁଣ୍ଡ ଫଟାଇବାକୁ ଚାହୁଁଥିଲେ ଶୋଏବ ଅଖତର
ଲାହୋର,୨୪।୮: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ତାଙ୍କ ସାଥୀ ଖେଳାଳି ତଥା ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ନିକଟରେ ଆଫ୍ରିଦି ଏକ ସାକ୍ଷାତକାରରେ ଅଖତର ଏକ କଥାକୁ ନେଇ ଏତେ...
କାଲିଠୁ ଟୋକିଓ ପାରାଲିମ୍ପିକ୍ସ: ୯ ଇଭେଣ୍ଟରେ ଭାରତର ପ୍ରତିଯୋଗୀ
ଟୋକିଓ, ୨୩।୮: କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ସଫଳ ଆୟୋଜନ ପରେ ମଙ୍ଗଳବାରଠାରୁ ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍ କ୍ରୀଡ଼ାର ୧୬ତମ ସଂସ୍କରଣ। ଅନ୍ତର୍ଜାତୀୟ ପାରାଲିମ୍ପିକ୍ କମିଟି ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ।...
ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍କା
ଲଣ୍ଡନ,୨୩।୮: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳ ଏକ ବଡ଼ ଝଟ୍କାର ସମ୍ମୁଖୀନ ହୋଇଥିଲା। କାନ୍ଧରେ ଆଘାତ ଲାଗିଥିବାରୁ ଦ୍ରୁତ ବୋଲର ମାର୍କ ଉଡ୍ ହେଡିଙ୍ଗଲି ଟେଷ୍ଟରୁ ବାଦ ପଡିଛନ୍ତି। ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ...
୧୦ ବର୍ଷ ପରେ ଦଳକୁ ଫେରି ମାତ୍ର ୧୦ ମ୍ୟାଚ୍ରେ ବୋର୍ଡକୁ ଚମକାଇଲେ ଏହି କ୍ରିକେଟର୍
ଇସଲମାବାଦ,୨୩।୮: ୧୦ ବର୍ଷ ପରେ କୌଣସି ଖେଳାଳି ଦଳକୁ ଫେରିବା ହୁଏତ ସମ୍ଭବ ହୁଏନି। ଏତେ ଦିନ ଅପେକ୍ଷା କରିବା ପୂର୍ବରୁ ମଧ୍ୟ କିଛି ଖେଳାଳି ଆଶା ଛାଡି ଘରେ ବସି ଅବସର ନେଇଯାଆନ୍ତି। କ୍ରିକେଟ ଦୁନିଆରେ ଏମିତି ଅନେକ...
ନିଜକୁ ଶାନ୍ତ ଯୁବକ କହିଲେ ରିଷଭ ପନ୍ତ: ସାଥି ଖେଳାଳି କହିଲେ…
ଲଣ୍ଡନ,୨୩।୮: ଭାରତୀୟ ଉଇକେଟ୍ କିପର ରିଷଭ ପନ୍ତ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥାନ୍ତି। ଏବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ପନ୍ତ ଦଳ ସହ ଅଛନ୍ତି। ଦଳ ସହ ଅଭ୍ୟାସ କରିବା ସହ ସେ ସୋସିଆଲ ମିଡିଆରେ...
ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେନି ଏସବୁ ଖେଳାଳି…
ନୂଆଦିଲ୍ଲୀ,୨୩।୮: ଆଇପିଏଲ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ପର୍ଯ୍ୟାୟ ଭାରତରେ ଖେଳାଯାଉଥିଲା, କିନ୍ତୁ କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ସେପ୍ଟେମ୍ବର ୧୯ରୁ ପୁଣି ଥରେ ଆଇପିଏଲର...
କ୍ରିକେଟ୍ ଇତିହାସରେ ଏମିତି ରେକର୍ଡ: ୮୪ ବର୍ଷ ପରେ ବି ଭାଙ୍ଗିନି
ଆଜି ଅର୍ଥାତ୍ ୨୩ ଅଗଷ୍ଟ ଟେଷ୍ଟ କ୍ରିକେଟ ଇତିହାସରେ ଏକ ବିଶେଷ ଦିନ। ୧୯୩୮ ମସିହାରେ ଏହି ଦିନ ଇଂଲଣ୍ଡ ପ୍ରଥମ ଥର ପାଇଁ ଏକ ଟେଷ୍ଟର ଗୋଟିଏ ଇନିଂସରେ ୯୦୦ ରନ କରିବାରେ ସଫଳତା ହାସଲ କରିଥିଲା। ଏହି...
ମହାନ ଖେଳାଳିଙ୍କ ରେକର୍ଡ ଭାଙ୍ଗିବେ ରୋହିତ
ଲିଡ୍ସ,୨୨।୮ : ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନିକଟରେ ରହିଛି କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ। ଟେଷ୍ଟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କପିଳଙ୍କୁ ପଛରେ ପକାଇବା ଲାଗି...
ଇଂଲଣ୍ଡ ଦଳର ଘା’ରେ ଚୂନ ଲଗାଇଲେ ନିଜ ଦେଶର କ୍ରିକେଟର୍, କହିଲେ ଏମିତି
ଲଣ୍ଡନ,୨୨।୮: ଭାରତ ବିପକ୍ଷରେ ଇଂଲଣ୍ଡ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ହାରିବା ପରେ ଘରୋଇ ଦଳକୁ ପ୍ରଦର୍ଶନ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଦଳର ଭୁଲକୁ ପଦାକୁ ଆଣିବା ପାଇଁ କୌଣସି...
ତାଲିବାନକୁ ଭୟ ନାହିଁ; କିଛି ଏଭଳି ଢ଼ଙ୍ଗରେ ଜବାବ ଦେଲେ ଆଫଗାନିସ୍ତାନର ଏହି ସ୍ପିନର
ନୂଆଦିଲ୍ଲୀ,୨୨।୮: ଆଫଗାନିସ୍ତାନକୁ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି। ଲୋକମାନେ ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏପରି ସ୍ଥିତିରେ ଦେଶଠାରୁ ଦୂରରେ ଇଂଲଣ୍ଡରେ କ୍ରିକେଟ ଖେଳୁଥିବା ଆଫଗାନିସ୍ତାନ କ୍ରିକେଟ ଟିମ୍ର ସ୍ପିନର ରସିଦ...
ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୨୧।୮: ଚଳିତ ଆଇପିଏଲ ସିଜନର ଅବଶିଷ୍ଟାଂଶ ମ୍ୟାଚ୍ରେ ଇଂଲଣ୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଖେଳିବେ ନାହିଁ। ଏଥି ଲାଗି ରାଜସ୍ଥାନ ରୟାଲ୍ସ (ଆରଆର) ଫ୍ରାଞ୍ଚାଇଜ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ରାଜସ୍ଥାନ ଟିମ୍ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ...
ଆଇପିଏଲ୍ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ,୨୧।୮ : ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳର ମୁଖ୍ୟ କୋଚ୍ ସାଇମନ କାଟିଚ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି। ଏହା ଆରସିବି ପାଇଁ ବଡ଼ ଧକ୍କା...
Archives


