ଖେଳ

ଭାରତୀୟ ଚୟନକର୍ତ୍ତାଙ୍କୁ ପରାମର୍ଶ ଦେଲେ କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଖେଳାଳି

ନୂଆଦିଲ୍ଲୀ, ୧୨ା୯- ଟିମ୍‌ ଇଣ୍ଡିଆର ମିଡ୍‌ଲ ଅର୍ଡରରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ଦେବା ଉଚିଚ୍‌। ଏହା ଦ୍ୱାରା ମଧ୍ୟକ୍ରମ ଶକ୍ତିଶାଳୀ ହେବ। ଭାରତର ଏହି ଭେଟରାନ ଅଫ୍‌ ସ୍ପିନର ଅଲରାଉଣ୍ଡର ନିଜକୁ ସମସ୍ତ କଣ୍ଡିଶନରେ ଜଣେ ମ୍ୟାଚ୍‌ ଓ୍ବିନର ପ୍ରମାଣ...

କାହିଁକି ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା

ନୂଆଦିଲ୍ଲୀ,୧୨।୯: ରାତାରାତି ଏମିତି କ’ଣ ଘଟିଲା ଯେ, ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା? ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏହି ପ୍ରଶ୍ନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା। ଆସନ୍ତା...

ବିଶ୍ୱକପ୍‌ ଦଳରେ ସାମିଲ ହେବା ମାତ୍ରେ ରେକର୍ଡ କଲେ ୟୁନିଭର୍ସ ବସ୍‌

ନୂଆଦିଲ୍ଲୀ,୧୨।୯: ଏକ ସମୟ ଥିଲା ଯେତେବେଳେ ଟି-୨୦ କ୍ରିକେଟକୁ ଯୁବ ପ୍ରତିଭାଙ୍କ ଖେଳ ବୋଲି କୁହାଯାଉଥିଲା। ହେଲେ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ସହ ବିଶ୍ୱର ପ୍ରତିଟି ଦେଶରେ ଟି-୨୦ ଲିଗ୍‌ ଆରମ୍ଭ ହେବା ପରେ ଚିତ୍ର ସମ୍ପୂର୍ଣ୍ଣ ବଦଳି...

କୋହଲି-ଶାସ୍ତ୍ରୀଙ୍କୁ ଦାୟୀ କରିବା ଠିକ୍‌ ନୁହେଁ

ମାଞ୍ଚେଷ୍ଟର,୧୨।୯: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଫାରୁକ୍‌ ଇଞ୍ଜିନିୟର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେବା କାରଣରୁ ଭାରତୀୟ ଦଳରେ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା...

ଖୁବ୍‌ଶୀଘ୍ର ଏହି କ୍ରିକେଟର୍‌ଙ୍କ ଘରେ ବାଜିବ ସାହାନାଇ

ସିଡନୀ,୧୨।୯: ଅଷ୍ଟ୍ରେଲିଆର ଅଲରାଉଣ୍ଡର ମିଚେଲ ମାର୍ଶ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଗର୍ଲଫ୍ରେଣ୍ଡ ଗ୍ରେଟା ମ୍ୟାକଙ୍କ ସହ ମିଚେଶଙ୍କ ନିର୍ବନ୍ଧ ଶେଷ ହୋଇଛି। ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର...

ଯୁବରାଜଙ୍କ ଫୋନ୍‌ କଲ୍‌କୁ ଅପେକ୍ଷା କରିଛନ୍ତି ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ନ୍ୟୁୟର୍କ,୧୨।୯: ଆମେରିକା ପାଇଁ ଖେଳୁଥିବା ଭାରତୀୟ ମୂଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜସକରନ ମାଲହୋତ୍ରା ୨ ଦିନ ପୂର୍ବରୁ ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଥିଲେ। ସେ ପାପୁଆ ନ୍ୟୁ ଗିନି ବିପକ୍ଷ ମ୍ୟାଚରେ ୬ଟି ବଲରେ ୬ଟି ଛକା...

କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଟି-୨୦ ବିଶ୍ୱକପ୍‌ ଦଳରେ ହୋଇଛନ୍ତି ମନୋନୀତ

ନୂଆଦିଲ୍ଲୀ,୧୨।୯: ନେଦରଲ୍ୟାଣ୍ଡର ଭେଟେରାନ କ୍ରିକେଟର ରିୟାନ ଟେନ୍‌ ଡୋସଚାଟେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। ୨୦୨୧ ସିଜନ ଶେଷ ହେବା ପରେ ସେ କ୍ରିକେଟରୁ ବିଦାୟ ନେବେ। ଇଂଲଣ୍ଡ ଘରୋଇ କ୍ରିକେଟ ଏସେକ୍ସର ଦଳ ଏହା ନିଶ୍ଚିତ କରିଛି। ଓମାନ ଏବଂ...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ହଠାତ୍‌ ପଶି ବଲ୍‌ ନେଇଗଲା କୁକୁର: ଆଉ ତା’ପରେ…

ନୂଆଦିଲ୍ଲୀ,୧୨।୯: ଅଲ ଆୟର୍ଲାଣ୍ଡ ଟି -୨୦ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଗୋଟିଏ କୁକୁର ପାଇଁ ପଡ଼ିଆରେ ଉପସ୍ଥିତ ସମସ୍ତ ଦୌଡୁଥିବାର ଦେଖାଯାଇଛି। ବ୍ରେଡି କ୍ରିକେଟ କ୍ଲବରେ ବ୍ରେଡି ଏବଂ ସିଏସଏନଆଇ ମଧ୍ୟରେ...

ଟି-୨୦ରେ ଇତିହାସ ରଚିଲା ତାଞ୍ଜାନିଆ

ତାଞ୍ଜାନିଆର ମହିଳା ଦଳ ଟି-୨୦ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଟି -୨୦ ମ୍ୟାଚରେ ଦୁଇଥର ୨୦୦ କିମ୍ବା ଅଧିକ ରନ ଜିତିବାରେ ପ୍ରଥମ ମହିଳା ଦଳ ହୋଇପାରିଛି ତାଞ୍ଜାନିଆ। ମୋଜାମ୍ବିକ ବିପକ୍ଷରେ ଦଳ ଏହି ପ୍ରଦର୍ଶନ କରିଛି।...

ଦଳକୁ ଫେରିଲେ ୪୧ ବର୍ଷୀୟ ଖେଳାଳି

ଆମଷ୍ଟରଡାମ,୧୨।୯: ୪୧ ବର୍ଷ ବୟସରେ ନେଦରଲାଣ୍ଡ୍ସର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରିଆନ ଟେନ ଡୋଚେଟ୍‌। ଏହି ଅଭିଜ୍ଞ ଅଲରାଉଣ୍ଡରଙ୍କୁ ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ପିଟର ସିଲାରଙ୍କ ନେତୃତ୍ୱାଧୀନ ଦଳରେ ସ୍ଥାନ ମିଳିଛି। ଦୀର୍ଘ ୨ ବର୍ଷ...

ସନରାଇଜର୍ସ ଦଳରେ ନୂଆ ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୧୧।୯: ସନରାଇଜର୍ସ ହାଇଦ୍ରାବଦ୍‌ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଜନ୍ନି ବେଆରଷ୍ଟୋ ଚଳିତ ଆଇପିଏଲ୍‌ ସିଜନର ବଳକା ମ୍ୟାଚ୍‌ରୁ ଓହରି ଯାଇଛନ୍ତି। ତାଙ୍କ ବଦଳରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶେର୍ଫେନ ରଦରଫର୍ଡଙ୍କୁ ସାଇନ୍‌ କରିଛି ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ। ଏହି ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଆନ୍‌ ବ୍ୟାଟ୍ସମ୍ୟାନ...

ଆଇପିଏଲରୁ ଓହରିଲେ ୩ ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ,୧୧।୯: ଆସନ୍ତା ୧୯ ତାରିଖରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଥିବା ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରୁ ଜଣଙ୍କ ପରେ ଜଣେ ଇଂଲଣ୍ଡ ଖେଳାଳି ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଲୋକପ୍ରିୟ କ୍ରିକେଟ ଲିଗ୍‌ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri