କୋହଲିଙ୍କୁ ନେଇ ପାରସ୍ପରିକ ଝଗଡା କଲେ ଭାରତ-ପାକିସ୍ତାନର ଦୁଇ ଖେଳାଳି
ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୪ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଖେଳାଯିବ। ଏହି ହାଇ ପ୍ରୋଫାଇଲ ମ୍ୟାଚ ପୂର୍ବରୁ ଭାରତ ଏବଂ ପାକିସ୍ତାନର କ୍ରିକେଟରମାନେ ପରସ୍ପର ସହ ଆରୋପ-ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳିଛି। ପାକିସ୍ତାନର ପୂର୍ବତନ...
ଆଇପିଏଲ୍ରେ ଇତିହାସ ରଚିଲେ ଏହି ବୋଲର୍
ଦୁବାଇ,୭।୧୦:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପେସର୍ ହର୍ଷଲ ପଟେଲ ଆଇପିଏଲ -୨୦୨୧ରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଏପର୍ଯ୍ୟନ୍ତ ଏକ ଲିଗ ସିଜନରେ ସର୍ବାଧିକ ଉଇକେଟ ନେଇଛନ୍ତି। ସେ ଟିମ ଇଣ୍ଡିଆର ଷ୍ଟାର୍ ପେସର୍ ଜସପ୍ରିତ୍ ବୁମ୍ରାଙ୍କୁ ପଛରେ ପକାଇଛନ୍ତି।...
ପ୍ରେମ ପାଇଁ ସବୁ ସୀମା ପାର୍ କରିଥିଲେ ଏହି ପ୍ରସିଦ୍ଧ ବୋଲର୍
ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ଜାହିର ୯ ଅକ୍ଟୋବର ୧୯୭୮ରେ ମହାରାଷ୍ଟ୍ରର ଶ୍ରୀରାମପୁର ସହରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମହାରାଷ୍ଟ୍ରର ଏକ ଛୋଟ ସହରରୁ ଆସି ସେ...
ଟି-୨୦ ବିଶ୍ୱକପ୍ ପୂର୍ବରୁ ଗାଭାସ୍କରଙ୍କ ସତର୍କବାଣୀ
ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଭାରତର ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ ଉଦ୍ବେଗଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଦଳ...
ଆର୍ସିବିକୁ ପରାଜୟରୁ ବଞ୍ଚାଇ ପାରିଲେ ନାହିଁ ଡି’ଭିଲୟର୍ସ
ଆର୍ସିବିକୁ ପରାଜୟରୁ ବଞ୍ଚାଇ ପାରିଲେ ନାହିଁ ଡି’ଭିଲୟର୍ସ ଆବୁଧାବି,୬।୧୦: ଶେଷ ବଲ ପର୍ଯ୍ୟନ୍ତ ଚାଲିଲା ମ୍ୟାଚ୍। ତଥାପି ଜିତିପାରିଲା ନାହିଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ପ୍ଲେ-ଅପ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ଆରସିବିକୁ ୪ ରନ୍ରେ ହରାଇ ଦେଇଛି...
ଆରସିବି ଆଗରେ ୧୪୨ ରନ୍ର ବିଜୟ ଲକ୍ଷ୍ୟ
ଆବୁଧାବି,୬।୧୦: ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପ୍ରତିପକ୍ଷ ସନରାଇଜର୍ସ ହାଇଦ୍ରାବାଦ୍କୁ ୧୪୧ ରନ୍ରେ ରୋକି ଦେଇଛି। ହାଇଦ୍ରାବାଦ୍ ଏକଦା ୧୧.୨ ଓଭରରେ ୧ ଉଇକେଟ ହରାଇ ୮୪ ରନ୍ କରିଥିଲା। କିନ୍ତୁ...
ଟି୨୦ ବିଶ୍ୱକପ୍ ଦଳରେ ଜଣେ ପେସରଙ୍କ ଅଭାବ
ମୁମ୍ବାଇ,୬।୧୦ : ଟି୨୦ ବିଶ୍ୱକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଜଣେ ପେସରଙ୍କ ଅଭାବ ରହିଛି। ଏଭଳି କହିଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍ଏସ୍କେ ପ୍ରସାଦ। ଟି୨୦ ବିଶ୍ୱକପ୍ ଆସନ୍ତା ୧୭ ତାରିଖରୁ ୟୁଏଇ ଓ ଓମାନରେ ଖେଳାଯିବ।...
ଏଫ୍ଆଇଏଚ୍ ପୁରସ୍କାର ଉପରେ ଭାରତୀୟ ହକି ଟିମ୍ର କବ୍ଜା
ନୂଆଦିଲ୍ଲୀ,୬।୧୦: ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ହକି ଟିମ୍। ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ୍(ଏଫ୍ଆଇଏଚ୍) ଷ୍ଟାର ପୁରସ୍କାରରେ ଭାରତୀୟ ଖେଳାଳି ଏବଂ କୋଚ୍ ମୋଟ ୮ ପୁରସ୍କାର ଉପରେ କବ୍ଜା କରିଛନ୍ତି। ପ୍ଲେୟାର ଅଫ୍ ଦ ଇୟର,...
‘ସନ୍ଦେହ କରିବାର କିଛି ନାହିଁ’
ମେଲବୋର୍ନ,୬।୧୦: ଷ୍ଟାର ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବେ ଖରାପ ଫର୍ମ କାରଣରୁ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉନାହାନ୍ତି। ବର୍ଷେରୁ ଅଧିକ ସମୟ ହେଲା ଅନ୍ତର୍ଜାତୀୟ ଟି୨୦ ଫର୍ମାଟରେ ଖେଳିନାହାନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଏହାସତ୍ତ୍ୱେ ଟି୨୦ ବିଶ୍ୱକପ୍ରେ ସେ...
କ୍ରିକେଟ ପରେ କ’ଣ ବଲିଉଡ୍? ଏଭଳି ପ୍ରଶ୍ନ ଶୁଣି ଧୋନୀ କହିଲେ…
ନୂଆଦିଲ୍ଲୀ,୬।୧୦: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ କମାଣ୍ଡ କରୁଥିବା ଏମ୍ଏସ୍ ଧୋନୀ ବର୍ତ୍ତମାନ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଧୋନୀଙ୍କୁ ତାଙ୍କ ଅବସର ସମ୍ପର୍କିତ...
ଭାରତ-ପାକିସ୍ତାନ ମ୍ୟାଚ୍ କ୍ରେଜ୍: ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ଖର୍ଚ୍ଚ କରିବାକୁ ପଡିବ ଏତିକି ଟଙ୍କା
ନୂଆଦିଲ୍ଲୀ,୬।୧୦: ଆଇସିସି ଟି -୨୦ କ୍ରିକେଟ ବିଶ୍ୱକପ୍ରେ ମଧ୍ୟ ଗୋଟିଏ ବଲ ବୋଲିଂ କରାଯାଇ ନାହିଁ କିନ୍ତୁ ରେକର୍ଡ ଭାଙ୍ଗିବା ଆରମ୍ଭ ହୋଇସାରିଛି। ବିଜ୍ଞାପନ ଜଗତରେ ଏହି ରେକର୍ଡଗୁଡିକ ଭାଙ୍ଗୁଛି। ଉପଲବ୍ଧ ସୂଚନା ଅନୁଯାୟୀ, ୟୁଏଇ ଏବଂ ଓମାନରେ ହେବାକୁ...
କୋହଲିଙ୍କ ଟେକ ରଖିଲେ ଏହି କ୍ରିକେଟର୍
ଶାରଜା,୬।୧୦: ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ ୨୦୨୧ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ। ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଚୟନକର୍ତ୍ତାମାନେ...
Archives


