‘ତୁମେ ମ୍ୟାଚ୍ ଶେଷ କରିପାରିବ’
ଦୁବାଇ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଅନ୍ତିମ ବଲରେ ଛକା ମାରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମ୍ୟାଚ୍ ଜିତାଇଥିଲେ ଶ୍ରୀକର ଭରତ। ଦଳକୁ ଅନ୍ତିମ ଓଭରରେ ୧୫ ରନ୍ ଦରକାର ଥିବା ବେଳେ ତାଙ୍କ ସହ କ୍ରିଜରେ ଉପସ୍ଥିତ...
କିଏ ସେହି ଶ୍ରୀକର ଭରତ, ଯାହାଙ୍କ ଛକା ଦେଖି ଖୁସିରେ ନାଚିଥିଲେ ଆର୍ସିବି ଅଧିନାୟକ
ଦୁବାଇ,୯।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ଲିଗ୍ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଲିଗ୍ ରାଉଣ୍ଡର ଅନ୍ତିମ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବେଶ୍ ରୋମାଞ୍ଚକର ଥିଲା। ଦିଲ୍ଲୀ ଟିମ୍କୁ ବାଙ୍ଗାଲୋର ୭...
ରାଗିଗଲେ ସର୍ବଦା ଶାନ୍ତ ରହୁଥିବା ପନ୍ତ; କହିଲେ ‘ଆମେ ହାରିବା ଯୋଗ୍ୟ’
ଦୁବାଇ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଶାନ୍ତ ଖେଳାଳି ଭାବେ ଜଣାଶୁଣା। ତାଙ୍କ ମୁହଁରେ ସବୁବେଳେ ହସ ଥାଏ। କିନ୍ତୁ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷ ଓଭରରେ ଦିଲ୍ଲୀ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ଶେଷ ବଲ୍ରେ...
‘ରୋହିତଙ୍କ ସହ ମୋତେ ଓପନିଂ କରିବାକୁ କୋହଲି କହିଛନ୍ତି’
ଆବୁଧାବି,୯।୧୦: ଲଗାତାର ଦୁଇ ଅର୍ଦ୍ଧଶତକୀୟ ଇନିଂସ ଖେଳି ଫର୍ମକୁ ଫେରିଥିବା ସୂଚନା ଦେଇଛନ୍ତି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ। ସେ ଟି୨୦ ବିଶ୍ୱକପ୍ରେ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ। ଏ ନେଇ ତାଙ୍କୁ ଅଧିନାୟକ ବିରାଟ କୋହଲି...
୧୪.୨୫ କୋଟି: ନିଜ ମୂଲ୍ୟକୁ ଏଭଳି ପରିଶୋଧ କରୁଛନ୍ତି ଆର୍ସିବିର ଏହି ବ୍ୟାଟ୍ସମ୍ୟାନ୍; ପଞ୍ଚମ ଥର ପାଇଁ…
ଦୁବାଇ,୯।୧୦: ଆଇପିଏଲ୍ର ୫୬ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି। ଶ୍ରୀକର ଭରତ ଶେଷ ବଲ୍ରେ ଛକା ମାରି ମ୍ୟାଚ୍ର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ଏଣୁ ଏହି ମ୍ୟାଚ୍ର ହିରୋ ବୋଲି ତାଙ୍କୁ କୁହାଯାଉଥିବା ବେଳେ...
ନେଟ୍ ରନରେଟ୍ ଛାଡ଼ି ସବୁ ଜିତିଲା ମୁମ୍ବାଇ
ଆବୁଧାବି,୮।୧୦: ଟସ୍ ଠାରୁ ଆରମ୍ଭ କରି ମ୍ୟାଚ୍ର ଫଳାଫଳ ପର୍ଯ୍ୟନ୍ତ ସବୁ କିଛି ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ତଥାପି ଆବଶ୍ୟକ ନେଟ୍ ରନରେଟ୍କୁ ହାସଲ କରି ପାରି ନାହିଁ ରୋହିତ ଶର୍ମାଙ୍କ ଦଳ। ମୁମ୍ବାଇ ତା’ର ଅନ୍ତିମ ଲିଗ୍...
ଆରସିବିକୁ ମିଳିଲା ନୂଆ ଫିନିଶର
ଦୁବାଇ,୮।୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପାଇଁ ଶେଷ ବଲରେ ହାରିବା କିଛି ନୂଆ କଥା ନାହିଁ। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଏଭଳି ଘଟିନାହିଁ। ଶେଷ ବଲରେ ଦଳକୁ ଜିତିବା ପାଇଁ ୫ ରନ୍ ଦରକାର ଥିଲା।...
ପ୍ଲେ-ଅଫ୍ ଆଶା ଧୂଳିଶାତ୍: ପାରିଲେନି ବୋଲର
ଆବୁଧାବି,୮।୧୦: ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍କୁ ଉଠିବା ଆଶା ଧୂଳିଶାତ୍ ହୋଇଯାଇଛି। ପ୍ରଥମେ ଦଳକୁ ଯାହା ଦରକାର ଥିଲା ତାହା କରି ଦେଖାଇଥିଲେ ବ୍ୟାଟ୍ସମ୍ୟାନମାନେ। ହାଇଦ୍ରବାଦ୍ ଆଗରେ ଛିଡ଼ା କରିଥିଲେ ୨୩୬ ରନ୍ର ବିଶାଳ ଟାର୍ଗେଟ। ପ୍ରତିପକ୍ଷ ଦଳକୁ ୬୫ ରନ୍...
ଆର୍ସିବିର ସ୍ଥିତି ଗୁରୁତର
ଦୁବାଇ,୮।୧୦: ପ୍ଲେ-ଅପ୍କୁ କ୍ୱାଲିଫାଏ କରିସାରିଥିବା ଦୁଇ ଦଳ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସ୍ଥିତି ସମ୍ପୂର୍ଣ୍ଣ ଗମ୍ଭୀର। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୫ ଉଇକେଟ କ୍ଷତିରେ ୧୬୪ ରନ୍ କରିଛି।...
ମୁମ୍ବାଇ ପାଇଁ କିଛି ଅସମ୍ଭବ ନୁହେଁ
ଆବୁଧାବି,୮।୧୦: ପ୍ଲେ-ଅପ୍ରେ ସ୍ଥାନ ନିଶ୍ଚିତ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠୁ ଜରୁରୀ ଥିଲା ହାଇଦ୍ରାବାଦ୍ ଆଗରେ ଏକ ବିଶାଳ ଟାର୍ଗେଟ ଛିଡ଼ା କରିବା। ପ୍ରଥମେ ଇଶାନ କିଷନ ଓ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ...
ଛକା, ଚୌକା ବର୍ଷା ଭାଙ୍ଗିଲା ରେକର୍ଡ
ଆବୁଧାବି,୮।୧୦: ପ୍ଲେ-ଅପ୍ରେ ସ୍ଥାନ ପାଇବା ପାଇଁ ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ମ୍ୟାଚ୍ରେ ବିଶାଳ ସ୍କୋର ଛିଡ଼ା କରିବା ପାଇଁ ଦୃଢ଼ ମୂଳଦୁଆ ପକାଇଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ପାଓ୍ବରପ୍ଲେର ୬ ଓଭରରେ ୧ ଉଇକେଟ ହରାଇ ୮୩ ରନ୍ କରିଛି।...
ନୂଆ ଜର୍ସି ପିନ୍ଧି ବିଶ୍ୱକପ୍ ଖେଳିବ ଭାରତ
ମୁମ୍ବାଇ,୮।୧୦: ଆସନ୍ତା ୧୭ ତାରିଖରୁ ୟୁଏଇ ଏବଂ ଓମାନଠାରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍। ଏହି ବିଶ୍ୱକପ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...
Archives


