ଦିଲ୍ଲୀର ମୁଣ୍ଡବିନ୍ଧା ବଢାଉଛନ୍ତି ଏହି ବୋଲର୍
ଦୁବାଇ,୧୩।୧୦: ଆଇପିଏଲ ୨୦୨୧ର ଫାଇନାଲରେ କେଉଁ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ସହ ମୁହାଁମୁହିଁ ହେବ ତାହା ଆଜି ସ୍ପଷ୍ଟ ହେବ। ଏହି ଲିଗରେ ଆଜି କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ...
ଏହି କ୍ରିକେଟର୍ଙ୍କ ଘରକୁ ଆସିଲା ନୂଆ ଅତିଥି, ହେଲେ ଭାବପ୍ରବଣ
ନୂଆଦିଲ୍ଲୀ,୧୩।୧୦: ଅଷ୍ଟ୍ରେଲିଆ କ୍ରିକେଟର୍ ପ୍ୟାଟ୍ କମିନ୍ସଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ସେ ପ୍ରଥମଥର ପାଇଁ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ତାଙ୍କ ପ୍ରେମିକା ବେକି ବୋଷ୍ଟନ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଷ୍ଟ୍ରେଲିଆର ଟି -୨୦ ବିଶ୍ୱକପ ଦଳରେ...
ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍: କୋହଲିଙ୍କ ପରେ…
ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କୁ ଅଧିନାୟକ ଭାବରେ ପ୍ରମାଣ କରିବାକୁ ବହୁତ କମ ସମୟ ବାକି ଅଛି। ଯଦି ବିରାଟ କୋହଲି ଭାରତକୁ ୨୦୨୧ ଟି -୨୦ ବିଶ୍ୱକପ, ୨୦୨୨ ଟି -୨୦ ବିଶ୍ୱକପ ଏବଂ ୨୦୨୩ ଦିନିକିଆ...
କୋହଲିଙ୍କ ପାଇଁ ହୃଦୟ ଛୁଆଁ କଥା କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଶାରଜା,୧୩।୧୦: ବିରାଟ କୋହଲିଙ୍କ ଅଧୀନରେ ଦୀର୍ଘ ଦିନ ଧରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଂଶବିଶେଷ ଥିବା ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡି ଭିଲିୟର୍ସ କହିଛନ୍ତି ଯେ, କୋହଲି ଦଳ ପାଇଁ ବହୁତ କିଛି କରିଛନ୍ତି। ତାଙ୍କ ଅବଦାନ...
କୋହଲିଙ୍କ କଟା ଘା’ରେ ଚୂନ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଶାରଜା,୧୩।୧୦: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଇପିଏଲ୍ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍) ବିପକ୍ଷରେ ଅଧିନାୟକତ୍ୱର ଶେଷ ମ୍ୟାଚ ଖେଳିଛନ୍ତି। ଏହି ଆଇପିଏଲ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଅଧିନାୟକ ପଦରୁ...
ଆଇପିଏଲ୍ରେ ଏହାଠାରୁ ଖରାପ କିଛି ଦେଖି ନ ଥିଲି; ବିରାଟ କୋହଲିଙ୍କ ଉପରେ ରାଗିଯାଇ …
ମୁମ୍ବାଇ,୧୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ନକ୍ଆଉଟ୍ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ କୋଲକାତା ନାଇଟ୍ ରାଇଡର୍ସଠାରୁ ପରାସ୍ତ ହୋଇଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଡାନିଏଲ ଖ୍ରିଷ୍ଟିଆନ୍ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଭାରତର ପୂର୍ବତନ ଓପନର୍ ଗୌତମ...
ମେଣ୍ଟର ଦାୟିତ୍ୱ ପାଇଁ ପାଉଣା ନେବେ ନାହିଁ ଧୋନୀ
ନୂଆଦିଲ୍ଲୀ,୧୨।୧୦: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟି୨୦ ବିଶ୍ୱକପ୍ରେ ଭାରତୀୟ ଦଳର ମେଣ୍ଟର ଦାୟିତ୍ୱ ସମ୍ଭାଳିବା ପାଇଁ କିଛି ପାଉଣା ନେବେ ନାହିଁ। ଏ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଙ୍ଗଳବାର ଘୋଷଣା କରିଛନ୍ତି।
ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍; ଏବେ ଏହି ଟିମ୍ ସହ ଲଢ଼ିବ ‘ବିରାଟ ସେନା’
ଦୁବାଇ,୧୨।୧୦: ଟିମ ଇଣ୍ଡିଆର ଟି -୨୦ ବିଶ୍ୱକପ୍ ଅଭ୍ୟାସ ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅକ୍ଟୋବର ୧୮ ରେ ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଏବଂ ପରେ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ...
୧୧ ନୁହେଁ ବରଂ ୧୦ ଖେଳାଳିଙ୍କୁ ନେଇ ଖେଳୁଥିଲା ଆର୍ସିବି: ସେହ୍ବାଗ
ଶାରଜା,୧୨।୧୦: ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଏଲିମିନେଟର ମ୍ୟାଚ୍ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)। ଦଳ କୋଲକାତା ନାଇଟ୍ ରାଇଡର୍ସଠାରୁ ୪ ଉଇକେଟରେ ହାରିଯାଇଛି। ବାଙ୍ଗାଲୋର ହାରିବା ପରେ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନଙ୍କ...
ବିଶ୍ୱକପ୍ ଦଳରେ ଆଉ ଜଣେ ଆଇପିଏଲ ଷ୍ଟାର
ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅଭେଶ ଖାନ ଆଇପିଏଲ୍ ଶେଷ ହେବା ପରେ ୟୁଏଇରେ ରହିବେ। ତାଙ୍କୁ ନେଟ୍ ବୋଲର ଭାବେ ଭାରତୀୟ ଟି୨୦ ବିଶ୍ୱକପ୍ ଦଳରେ ସାମିଲ କରାଯାଇଛି। କଶ୍ମୀର ପେସ ସେନସେଶନ ଉମ୍ରାନ ମଲିକଙ୍କ ପରେ ଦ୍ୱତୀୟ...
‘କିଛି ଅମ୍ପାୟର ଏବେ ଶାନ୍ତିରେ ଶୋଇପାରିବେ’
ନୂଆଦିଲ୍ଲୀ,୧୨।୧୦: ଚଳିତ ଆଇପିଏଲର ପ୍ରଥମ ଏଲିମିନେଟରରେ କେକେଆର ଠାରୁ ୪ ଉଇକେଟରେ ପରାସ୍ତ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି)ର ଅଭିଯାନ ଶେଷ ହୋଇଛି। ଏଥି ସହ ଶେଷ ହୋଇଯାଇଛି ଅଧିନାୟକ ଭାବେ ବିରାଟ କୋହଲିଙ୍କ ଆଇପିଏଲ କ୍ୟାରିୟର।...
ରାଗିଗଲେ ଆରସିବି କ୍ରିକେଟର୍: କହିଲେ, ଏସବୁ କରିହେବନି ବରଦାସ୍ତ
ଶାରଜା,୧୨।୧୦: ଆଇପିଏଲରେ ଟାଇଟଲ ଜିତିବାରେ ବିରାଟ କୋହଲିଙ୍କ ସ୍ବପ୍ନ ଅଧୁରା ରହିଛି। ଚଳିତବର୍ଷ କୋଲକାତା ନାଇଟ ରାଇଡର୍ସଠାରୁ ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହାରି ଯାଇଛି। ଏହି ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ଆରସିବିକୁ ଟ୍ରୋଲ କରୁଛନ୍ତି।...
Archives


