୩୬ ହଜାର କୋଟି ଆୟ କରିପାରେ ବିସିସିଆଇ
ନୂଆଦିଲ୍ଲୀ, ୨୧ା୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୩ରୁ ୨୦୨୭ ମଧ୍ୟରେ ଆଇପିଏଲ୍ (ଇଣ୍ଡିଆନ ପ୍ରିମିୟର ଲିଗ୍)ର ପ୍ରସାରଣ ଅଧିକାର ବାବଦରୁ ୫ ବିଲିୟନ ଆମେରିକୀୟ ଡଲାର ଆୟ କରିବାକୁ ଆଶା ରଖିଛି। ଆଇପିଏଲ୍ରେ ସାମିଲ ହେବାକୁ ଥିବା...
ନଭେମ୍ବର ୨୪ରୁ କଳିଙ୍ଗରେ ବିଶ୍ୱକପ୍
ଭୁବନେଶ୍ୱର,୨୧।୧୦: ଆରମ୍ଭ ହେବ ଜୁନିୟର ପୁରୁଷ ହକି କପ୍। ୨୪ରୁ କଳିଙ୍ଗ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବା ନେଇ ଅନ୍ତର୍ଜାତୀୟ ହକି ମହାସଙ୍ଘ(ଏଫ୍ଆଇଏଚ୍) ବିଶ୍ୱକପ୍ର କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ମଧ୍ୟରେ ଜୁନିୟର ପୁରୁଷ...
ବିଶ୍ୱକପ୍ ଟିମ୍ରେ ସ୍ବାମୀଙ୍କୁ ସ୍ଥାନ ମିଳିନି; ତଥାପି ଭାରତୀୟ ଜର୍ସି ପିନ୍ଧି ଏଭଳି ସମର୍ଥନ ଜଣାଇଲେ ଧନଶ୍ରୀ…
ନୂଆଦିଲ୍ଲୀ,୨୧।୧୦: ଭାରତୀୟ କ୍ରିକେଟ ଟିମ୍ର ବୋଲର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଜଣେ ନୃତ୍ୟଶିଳ୍ପୀ। ସେ ପ୍ରାୟତଃ ନିଜ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସର ଭିଡିଓ ଶେୟାର କରିଥାନ୍ତି। ଏହି କ୍ରମରେ ସେ ଏବେ ଭାରତୀୟ ଦଳର ଜର୍ସି...
ଦୁବାଇରୁ ଝିଅ ଭାମିକାଙ୍କ ଫଟୋ ଶେୟାର କଲେ କୋହଲି, କ୍ୟାପଶନ୍ରେ ଦେଲେ ହୃଦୟ ଇମୋଜି
ନୂଆଦିଲ୍ଲୀ,୨୧।୧୦: ଚଳିତ ବର୍ଷ ମାତାପିତା ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି। ଜାନୁୟାରୀ ୧୧ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଉଭୟ ଝିଅର ନାମ ଭାମିକା ରଖିଥିଲେ। ସେବେଠାରୁ ଭାମିକାଙ୍କୁ ନେଇ...
ସମାଲୋଚକଙ୍କ ମୁହଁରେ ପ୍ରଶଂସା: ଟି-୨୦ ବିଶ୍ୱକପ୍ ଜିତିବା ପାଇଁ ଭାରତ ଦାବିଦାର
ଦୁବାଇ,୨୧।୧୦: ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦଳ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ଏବେ ଭାରତର ସବୁଠୁ ବଡ ସମାଲୋଚକ ରହିଥିବା ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଭାରତୀୟ ଦଳର...
କୋହଲିଙ୍କ ବୋଲିଂ ଦେଖି ହସିଲେ ଏହି କ୍ରିକେଟର୍: ଦେଖନ୍ତୁ ଭିଡିଓ
ଦୁବାଇ,୨୧।୧୦: ଟି -୨୦ ବିଶ୍ୱକପ ପୂର୍ବରୁ ଭାରତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚର ଏକ ମଜାଦାର ମୁହୂର୍ତ୍ତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ମ୍ୟାଚ୍ରେ ବିରାଟ କୋହଲି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ...
ମହାନ କ୍ରିକେଟର୍ଙ୍କ ଭବିଷ୍ୟବାଣୀ: ଭାରତ-ପାକିସ୍ତାନ ମଧ୍ୟରୁ କିଏ ଜିତିବ ଟି-୨୦ ବିଶ୍ୱକପ୍
ଦୁବାଇ,୨୧।୧୦: ୨୪ ଅକ୍ଟୋବରରେ ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଆଜି ପର୍ଯ୍ୟନ୍ତ ପାକିସ୍ତାନ ଟି -୨୦ ବିଶ୍ୱକପରେ ଭାରତକୁ ପରାସ୍ତ କରିପାରି ନାହିଁ। ଟି -୨୦ ବିଶ୍ୱକପ ଟୁର୍ନାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର...
ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ ଝଟ୍କା
ଦୁବାଇ, ୨୧।୧୦: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ପାକିସ୍ତାନକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବୁଧବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ଏହାପୂର୍ବରୁ ପ୍ରଥମେ ଅଭ୍ୟାସ ମ୍ୟାଚ୍ରେ ପାକିସ୍ତାନ...
ଗୋଟିଏ ଓଭରରେ ଲଗାତର ୮ ଛକା ମାରିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୧।୧୦:ଗୋଟିଏ ଓଭରରେ ଜଣେ ବ୍ୟାଟ୍ସମ୍ୟାନ କେତେ ରନ ସ୍କୋର କରିପାରିବେ। ଅତିବେଶୀରେ ୩୬ ରନ୍। କାରଣ କ୍ରିକେଟର ଗୋଟିଏ ଓଭରରେ ୬ଟି ବଲ ଅଛି, ଯଦି ଜଣେ ବ୍ୟାଟ୍ସମ୍ୟାନ ସମସ୍ତ ବଲରେ ୬ଟି ଛକା ମାରିଛନ୍ତି ତେବେ ୩୬ ରନ...
ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ହିଟ୍ମ୍ୟାନ୍
ଦୁବାଇ,୨୧।୧୦: ଆସନ୍ତା ଅକ୍ଟୋବର ୨୪ରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍କୁ ନେଇ ଉତ୍କଣ୍ଠା ବଢିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ହିଟ୍ମ୍ୟାନ୍ ରୋହିତ ଶର୍ମା। ଭାରତ ପାଇଁ...
ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ
ଦୁବାଇ,୨୦।୧୦: ସ୍ଥାନୀୟ ଆଇସିସି ଏକାଡେମୀରେ ବୁଧବାର ଦ୍ୱିତୀୟ ଓ୍ବାର୍ମଅପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ମିଳିଛି ଜବରଦସ୍ତ ବିଜୟ। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୧୫୩ରନ୍ର ଟାର୍ଗେଟକୁ ଟିମ୍ ଇଣ୍ଡିଆ ସହଜରେ ୧୭.୫ ଓଭରରେ ହାସଲ କରି ନେଇଛି। ଲୋକେଶ ରାହୁଲ ଓ...
୩୧ ବର୍ଷରେ ଅବସର ନେଲେ ଏହି ଦ୍ରୁତ ବୋଲର
ମେଲବୋର୍ନ,୨୦।୧୦: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେମ୍ସ ପାଟିନସନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫିଟ୍ନେସ୍ ଜନିତ ସମସ୍ୟା ଯୋଗୁ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଲା ବୋଲି କେ କହିଛନ୍ତି। ଏହି କାରଣରୁ ସେ ଆଗାମୀ ଆସେସ...
Archives


