ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍
ଦୁବାଇ,୩୧।୧୦: ଟି-୨୦ ବିଶ୍ୱକପ୍ରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପାକିସ୍ତାନ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ୧୦ ଉଇକେଟ ଏବଂ...
ଆଜି ଭାରତ ପାଇଁ ‘କର ବା ମର’ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍
ଦୁବାଇ,୩୧।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ବିରୋଧରେ ରବିବାର ‘କର ବା ମର’ ମୁକାବିଲା ଖେଳିବେ। ସୁପର -୧୨ ପର୍ଯ୍ୟାୟରେ ଉଭୟ ଦଳ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ହେବ। ଗ୍ରୁପ ୧ରେ...
ଅଷ୍ଟ୍ରେଲିଆକୁ ହରାଇ ଦେଲେ ବଟଲର
ଦୁବାଇ, ୩୦।୧୦: ଟି୨୦ ବିଶ୍ୱକପର ଶନିବାର ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅଷ୍ଟ୍ରେଲିଆ ୧୨୫ ରନ୍ରେ ଅଲ୍ଆଉଟ ହୋଇଥିଲା। ଇଂଲଣ୍ଡ ୧୧.୪ ଓଭରରେ ୨ ଉଇକେଟ ହରାଇ ବିଜୟ...
୧୨୫ରେ ଅଟକିଲା ଅଷ୍ଟ୍ରେଲିଆ
ଦୁବାଇ,୩୦।୧୦: ଟି-୨୦ ବିଶ୍ବକପ ଶନିବାର ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆ୨୦ ଓଭରରେ ୧୨୫ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ସର୍ବଧିକ ୪୪ ରନ୍...
ଡେଭିଡ ମିଲରଙ୍କ ସୁପର ଶୋ’
ଶାରଜା,୩୦।୧୦: ଟି-୨୦ ବିଶ୍ବକପ ଗ୍ରୁପ-୧ର ଶନିବାର ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ କରିଥିଲା। ବ୍ୟାଟିଂ କରିବାକୁ ଆସି ଶ୍ରୀଲଙ୍କା ୨୦ ଓଭରରେ ୧୪୨ ରନ୍ କରି ଅଲ୍ଆଉଟ...
ଦକ୍ଷିଣ ଆଫ୍ରିକା ଆଗରେ ୧୪୩ ରନ୍ର ଟାର୍ଗେଟ
ଶାରଜା,୩୦।୧୦: ଟି-୨୦ ବିଶ୍ବକପ ଗ୍ରୁପ-୧ର ଶନିବାର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଶ୍ରୀଲଙ୍କା ୨୦ ଓଭରରେ ୧୪୨ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୧୪୩...
୧ ଓଭର, ୪ ଛକା, ମ୍ୟାଚ୍ ଶେଷ; କିଏ ସେହି ଖେଳାଳି ଯିଏ ପାଲଟିଛନ୍ତି ପାକିସ୍ତାନର ନୂଆ ହିରୋ…
ଦୁବାଇ,୩୦।୧୦: ଟି -୨୦ ବିଶ୍ୱକପ ୨୦୨୧ ର ସୁପର -୧୨ ରାଉଣ୍ଡର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ପାକିସ୍ତାନ ୫ ଉଇକେଟରେ ଜିତିଥିଲା। ଏହା ଟୁର୍ନାମେଣ୍ଟରେ ଦଳର କ୍ରମାଗତ ତୃତୀୟ ବିଜୟ। ଏଥିସହ ପାକିସ୍ତାନ ସେମିଫାଇନାଲରେ ନିଜର...
ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ହାରିଯାଏ ତେବେ କ’ଣ ହେବ, ଜାଣନ୍ତୁ…
ଦୁବାଇ,୩୦।୧୦: ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ହାରି ଭାରତୀୟ କ୍ରିକେଟ ଦଳ ଟି -୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିଛି। ୭ ଦିନର ଦୀର୍ଘ ବ୍ୟବଧାନ ପରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ। ଏହି ମ୍ୟାଚ ଉଭୟ...
ଖଣ୍ଡ, ଖଣ୍ଡ ହେବାକୁ ଯାଉଛି ଗୋଦ୍ରେଜ ଗ୍ରୁପ୍
ନୂଆଦିଲ୍ଲୀ,୩୦।୧୦: ସାବୁନଠାରୁ ଆରମ୍ଭ କରି ଘରୋଇ ଉପକରଣ ନିର୍ମାଣ କରୁଥିବା ଗୋଦ୍ରେଜ ଗ୍ରୁପ୍ ଏବେ ଭାଗ ଭାଗ ହେବାକୁ ଯାଉଛି। ଏହାର ସମ୍ପତିର ମୂଲ୍ୟ ୪.୧ ବିଲିୟନ ଡଲାର। ଭାରତୀୟ ମୂଦ୍ରାରେ ୩୦ ହଜାର ୭୨୭ କୋଟିରୁ ଊର୍ଦ୍ଧ୍ୱ। ସୂତ୍ରରୁ...
ପାଣି ପିଆଇ ଦେଇଥିଲା ଆଫଗାନିସ୍ତାନ
ଦୁବାଇ,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ଭାରତକୁ ହରାଇଥିବା ପାକିସ୍ତାନ ଶୁକ୍ରବାର ୫ ଉଇକେଟରେ ଆଫଗାନିସ୍ତାନକୁ ହରାଇ ଦେଇଛି। କିନ୍ତୁ ମ୍ୟାଚ୍ର ୧୮ତମ ଓଭର ପର୍ଯ୍ୟନ୍ତ ଆଫଗାନିସ୍ତାନ ମ୍ୟାଚ୍ରେ ଆଗୁଆ ଥିଲା। ୧୯ତମ ଓଭରରେ ମ୍ୟାଚ୍ରେ ସବୁ କିଛି ବଦଳି ରଖି...
ଡେଥ୍ ଓଭରରେ ପାକିସ୍ତାନ ବୋଲରଙ୍କ ଲାଇନ୍, ଲେନ୍ଥ ବିଗାଡ଼ି ଦେଲେ
ଦୁବାଇ,୨୯।୧୦: ପାକିସ୍ତାନର ଘାତକ ବୋଲରମାନେ ଟସ୍ ଜିତି ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳର ବିପର୍ଯ୍ୟୟ ଘଟାଇଥିଲେ। ଦଳ ଏକଦା ୧୨.୫ ଓଭରରେ ୭୬/୬ ଉଇକେଟ ହରାଇ ସାରିଥିଲା। ଏଭଳି ସଙ୍କଟଜନକ ସ୍ଥିତିରେ ଅଧିନାୟକ ମହମ୍ମଦ ନବି ଓ ଗୁଲବଦିନ ନାଏବଙ୍କ...
ଧୋନୀଙ୍କ ପାଇଁ ବିଶ୍ୱକପ୍ ଦଳରେ ହାର୍ଦ୍ଦିକ
ଶାରଜା,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ମିଳିବା ପରେ ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଉପରେ ଉଠିଛି ଅନେକ ପ୍ରଶ୍ନ। ଆହତ ହେବାର ସମ୍ଭାବନା ଥିବାରୁ ସେ ବୋଲିଂ କରୁ ନାହାନ୍ତି। ଆଉ ବ୍ୟାଟରେ ତାଙ୍କ...
Archives


