୬.୨ ଓଭରରେ ମ୍ୟାଚ୍ ଶେଷ
ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ୮ ଉଇକେଟରେ ବାଂଲାଦେଶକୁ ହରାଇ ଦେଇଛି। ତାହା ପୁଣି ୬.୨ ଓଭରରେ। ବଲ ବ୍ୟବଧାନରେ ଏହା ଟି୨୦ ବିଶ୍ୱକପ୍ରେ ଦ୍ୱିତୀୟ ସର୍ବବୃହତ୍ ବିଜୟ। ମ୍ୟାଚ୍ ଆରମ୍ଭରୁ ହିଁ ପ୍ରଭାବୀ...
ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦ ଛୁଇଁ ପାରିଲାନି ବାଂଲାଦେଶ
ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ ଜାରି ରଖିଛି ବାଂଲାଦେଶ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ବାଂଲାଦେଶକୁ ମାତ୍ର ୭୩ ରନ୍ରେ ରୋକି ଦେଇଛି ଅଷ୍ଟ୍ରେଲିଆ। ଲଗାତାର ଦ୍ୱିତୀୟ ଥର ପାଇଁ ମେହମ୍ମୁଦୁଲାଙ୍କ ନେତୃତ୍ୱାଧୀନ ଦଳ ୧୦୦ ରନ୍...
‘ପୂରା ଭାରତ ତୁମ ପଛରେ ଅଛି’
ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ବୁଧବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୧୬ ରନ୍ରେ ସ୍କଟଲାଣ୍ଡକୁ ହରାଇ ଦେଇଛି। ଏହି ମ୍ୟାଚ୍ରେ ସ୍କଟଲାଣ୍ଡ ଜିତିଥିଲେ, ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିପାରିଥାନ୍ତା। ତେବେ ମ୍ୟାଚ୍ ବେଳେ ଏକ କୌତୁହଳପୂର୍ଣ୍ଣ ଘଟଣା...
ସଫଳତା ପାଇଁ କୋହଲିଙ୍କ ଭୋକ ଅବିଶ୍ୱାସନୀୟ: ହିଟ୍ମ୍ୟାନ୍
ଆବୁଧାବି,୪।୧୧: ଅନେକ ଥର ଭାରତୀୟ ଟିମ୍ର ଓପନର୍ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲିଙ୍କ ଭିତରେ ସବୁକିଛି ଠିକ୍ ଚାଲୁନାହିଁ ବୋଲି ଚର୍ଚ୍ଚା ହୋଇଥାଏ। ଏଯାବତ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍...
ରୋହିତଙ୍କ ବଡ଼ ବୟାନ
ଆବୁଧାବି,୪।୧୧: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ବୁଧବାର ଭାରତ ବିଜେତା ହୋଇଛି। ଏହି ମ୍ୟାଚ୍ରେ ଭାରତର ଓପନର ରୋହତି ଶର୍ମା ଉଲ୍ଲେଖନୀୟ ପାଳି ଖେଳିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ଚୟନ...
ଚର୍ଚ୍ଚାରେ ହାର୍ଦ୍ଦିକଙ୍କ ଏହି ଜବରଦସ୍ତ କ୍ୟାଚ୍; ଫିଟ୍ନେସ ପ୍ରଶ୍ନ ଉପରେ…
ଆବୁଧାବି,୪।୧୧: ଟିମ୍ ଇଣ୍ଡିଆ ବୁଧବାର ଖେଳିଥିବା ଟି୨୦ ବିଶ୍ୱକପ୍ର ତୃତୀୟ ମ୍ୟାଚ୍ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଆଫଗାନିସ୍ତାନକୁ ଦଳ ସୁପର-୧୨ ରାଉଣ୍ଡରେ ୬୬ ରନ୍ରେ ହରାଇଥିଲା। ଏହି ମ୍ୟାଚ୍କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।...
୯ ମାସର ଝିଅକୁ ଦେଇଥିଲେ ବଳାତ୍କାର ଧମକ; ଜାଣିବା ପରେ ଅନୁଷ୍କା…
ବମ୍ବେ: ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କୁ ସମର୍ଥନ କରିବାକୁ ନେଇ ଟ୍ରୋଲ ହୋଇଥିଲେ ଅଧିନାୟକ ବିରାଟ କୋହଲି। ଏପରିକି ତାଙ୍କର ୯ ମାସର ଝିଅ ଭାମିକାଙ୍କୁ କିଛି ଲୋକ ରାଗିଯାଇ ବଳାତ୍କାରର ଧମକ ଦେଇଥିଲେ। ଏପରି ଘଟଣାକୁ ନେଇ ଅନୁଷ୍କା...
ଭୁଲ ବୁଝିପାରିଲେ ବିରାଟ କୋହଲି
ଦୁବାଇ,୪।୧୧:: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍ର ତୃତୀୟ ମ୍ୟାଚ୍ରେ ଆଫଗାନିସ୍ତାନକୁ ୬୬ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ ଟିମ...
ଏବେ ବି ଭାରତ ଯାଇପାରିବ ସେମିଫାଇନାଲ: ଜାଣନ୍ତୁ କ’ଣ ରହିଛି ସମୀକରଣ
ଦୁବାଇ,୪।୧୧: ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିଛି। ଏହା ସହ ସେମିଫାଇନାଲରେ ପ୍ରବେଶ କରିବାର ଭାରତର ଆଶା ରହିଛି। ଏବେ ଭାରତକୁ ଉଭୟ ଅବଶିଷ୍ଟ...
ବୃହତ୍ ବିଜୟ ସହ ଖୋଲିଲା ପଏଣ୍ଟ ଖାତା
ଆବୁଧାବି,୩।୧୧: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍ରେ ବିଜୟ ସ୍ବାଦ ଚାଖିଛି ଭାରତୀୟ ଦଳ। ବୁଧବାର ଖେଳାଯାଇଥିବା ସୁପର-୧୨ ପର୍ଯ୍ୟାୟର ମ୍ୟାଚ୍ରେ ବିରାଟ କୋହଲିଙ୍କ ଦଳ ୬୬ ରନ୍ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ...
ଭାଙ୍ଗିଲା ୧୪ ବର୍ଷ ତଳର ରେକର୍ଡ
ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ପ୍ରଥମ ଉଇକେଟ ପାଇଁ ୧୪୦ ରନ୍ ଯୋଡ଼ି ଥିଲେ ରୋହିତ ଶର୍ମା ଓ ଲୋକେଶ ରାହୁଲ। ଟି୨୦ ବିଶ୍ୱକପ୍ ଇତିହାସରେ ଏହା ଭାରତ ପାଇଁ ସବୁଠୁ ବଡ଼ ଭାଗିଦାରୀ।...
ଡ୍ରାଭିଡ୍ ହେଲେ ଭାରତୀୟ ଦଳର ମୁଖ୍ୟ କୋଚ୍
ନୂଆଦିଲ୍ଲୀ,୩।୧୧: ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ଙ୍କୁ ବୁଧବାର ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଚଳିତ ଟି୨୦ ବିଶ୍ୱକପ୍ ଶେଷ ହେବା ପରେ ସେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ। ଆସନ୍ତା ୧୭ ତାରିଖରୁ ଭାରତରେ ଖେଳାଯିବାକୁ...
Archives


